Odisha Elections 2024

ରାୟଗଡା

ସଙ୍ଗରୋଧ କେନ୍ଦ୍ରରୁ ଫେରିଲେ ବାହାର ରାଜ୍ୟର ୪୭ ଅଟକ ବ୍ୟକ୍ତି

  ରାୟଗଡ଼ା ଅଫିସ,୩ା୫: ରାୟଗଡ଼ା ବ୍ଲକ୍‌ ଅଧୀନ ଆନ୍ଧ୍ର-ଓଡ଼ିଶା ସୀମାନ୍ତ କେରେଡ଼ା ଗାଁ ସଙ୍ଗରୋଧ କେନ୍ଦ୍ରରେ ଥିବା ୪୭ ଅଟକ ବ୍ୟକ୍ତିଙ୍କୁ ରବିବାର ନିଜ ଅଞ୍ଚଳଙ୍କୁ ପଠାଇ ଦିଆଯାଇଛି। ଏମାନଙ୍କ ମଧ୍ୟରୁ ୩୭ ଜଣଙ୍କ ଘର ରାଜସ୍ଥାନ ଏବଂ ଅନ୍ୟ...

ରାୟଗଡ଼ାରେ ଅଟକିଲା ସୁରତ-ବ୍ରହ୍ମପୁର ସ୍ବତନ୍ତ୍ର ଟ୍ରେନ୍‌: ଶ୍ରମିକଙ୍କୁ ଖାଦ୍ୟ ଦେଲା ରେଳ ବିଭାଗ

ରାୟଗଡା ଅଫିସ,୩ା୫: ସୁରଟରୁ ଶ୍ରମିକଙ୍କୁ ନେଇ ରବିବାର ବ୍ରହ୍ମପୁର ଆସିଥିବା ସ୍ବତନ୍ତ୍ର ଟ୍ରେନ୍‌ ରବିବାର କିଛି ସମୟ ପାଇଁ ରାୟଗଡ଼ା ଷ୍ଟେଶନରେ ଅଟକିଥିଲା। ସେଠାରେ ରେଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆର୍‌ପିଏଫ ଯବାନଙ୍କ ସହାୟତାରେ ଟ୍ରେନ୍‌ରେ ଥିବା ୧୨୦୦ ଶ୍ରମିକଙ୍କୁ ଖାଦ୍ୟ...

କରୋନା ସ୍ଥିତି ସମୀକ୍ଷା କଲେ ନୋଡାଲ୍‌ ଅଧିକାରୀ

  ରାୟଗଡ଼ା ଅଫିସ,୩ା୫: ରାଜ୍ୟ ସରକାରଙ୍କ ପକ୍ଷରୁ ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲା ନୋଡାଲ୍‌ ଅଧିକାରୀଭାବେ ନିଯୁକ୍ତ ଭି. ଭି ଯାଦବ ରବିବାର ରାୟଗଡ଼ା ଜିଲା ଗସ୍ତରେ ଆସି କରୋନା ମୁକାବିଲା ପାଇଁ ଜିଲାରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର...

ଗୁଣପୁରରେ ପହଞ୍ଚିଲେ ୩୨ କେରଳଫେରନ୍ତା: ୨ ଜଣଙ୍କୁ ଜ୍ୱର

  ଗୁଣପୁର,୩ା୫(ଡି.ଏନ୍‌.ଏ.): କେରଳରୁ ୩୨ ଜଣ ଶ୍ରମିକ ରବିବାର ରାୟଗଡ଼ା ଜିଲାର ଗୁଣପୁର ଅଞ୍ଚଳକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ଅଞ୍ଚଳର ୬ ଜଣ ରହିଛନ୍ତି। ସମସ୍ତ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଆସି ରବିବାର ସକାଳେ...

କୋଭିଡ୍‌ ହସ୍‌ପିଟାଲ ପରିଦର୍ଶନ କଲେ ଜିଲା ଦୌରାଜଜ୍‌

ରାୟଗଡ଼ା ଅଫିସ,୨ା୫: ରାୟଗଡ଼ା ଜିଲା ଦୌରାଜଜ୍‌ ତଥା ଡିଏଲ୍‌ଏସ୍‌ଏ ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ଶନିବାର ଜେକେପୁରସ୍ଥିତ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି। ଜଜ୍‌ଙ୍କ ସହ ମୁଖ୍ୟ ଦଣ୍ଡାଧିକାରୀ ମନୋରଞ୍ଜନ ଦାସ, ଜିଲାପାଳ ପ୍ରମୋଦ କୁମାର ବେହେରା, ଉପଜିଲାପାଳ ପ୍ରତାପ ଚନ୍ଦ୍ର...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ଏସ୍‌ଏଚ୍‌ଜି ମହିଳା

ରାୟଗଡା ଅଫିସ,୨ା୫: ରାୟଗଡା ସହରରେ ଏଯାବତ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତେବେ ଆନ୍ଧ୍ର ସୀମାନ୍ତ ଜିଲା ହୋଇଥିବାରୁ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ପୋଲିସ ପକ୍ଷରୁ ରାତ୍ରି ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରାଯାଇଛି। କରୋନା...

ଗାଁରେ ସଙ୍ଗରୋଧ କେନ୍ଦ୍ରକୁ ବିରୋଧ: ତାଲା ପକାଇଲେ ଗ୍ରାମବାସୀ

ରାୟଗଡ଼ା ଅଫିସ,୨ା୫: ରାୟଗଡ଼ା ଜିଲା ହାଲୁଆ ପଞ୍ଚାୟତ ଅଧୀନ ପୋଡ଼ାପାଡ଼ି ଗ୍ରାମରେ ସଙ୍ଗରୋଧ କେନ୍ଦ୍ରକୁ ବିରୋଧ କରି ଶୁକ୍ରବାର ଗ୍ରାମବାସୀ ସ୍କୁଲ ଫାଟକରେ ତାଲା ପକାଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ପ୍ରଶାସନିକ...

୮ ଲକ୍ଷ ଟଙ୍କାର ଗୁଟ୍‌ଖା ଜବତ: ବ୍ୟବସାୟୀ ଗିରଫ

ରାୟଗଡ଼ା ଅଫିସ,୧ା୫(ଡି.ଏନ୍‌.ଏ): ଲକ୍‌ଡାଉନରେ ବେଧଡ଼କ ଚାଲିଛି ଗୁଟ୍‌ଖା ବେପାର। ରାୟଗଡ଼ା ଜିଲା ଗୁଣପୁର ଗୋଲା ସାହି ଠାରେ ଥିବା ଏକ ଗୋଦାମ୍‌ରେ ବିପୂଳ ପରିମାଣରେ ଗୁଟ୍‌ଖା ଗଚ୍ଛିତ ରଖି ବେପାର ଚାଲିଥିବା ଖବର ପାଇ ଶୁକ୍ରବାର ଗୁଣପୁର ପୋଲିସ ଚଢ଼ାଉ...

ମୁନିଗୁଡ଼ା ଟିକରପଡ଼ା ବସ୍ତି ଅଞ୍ଚଳରେ ଡେଙ୍ଗୁ ଆତଙ୍କ: ୪୦ ଆକ୍ରାନ୍ତ ସୂଚନା

ମୁନିଗୁଡା,୧।୫(ଡି.ଏନ୍‌.ଏ.): ସାରା ରାଜ୍ୟରେ ଏବେ କରୋନା(କୋଭିଡ-୧୯)କୁ ଭୟର ମାହୋଲ। ଏପରିସ୍ଥଳେ ରାୟଗଡା ଜିଲା ମୁନିଗୁଡ଼ାର ଟିକରପଡ଼ା ବସ୍ତିରେ ଡେଙ୍ଗୁ ରିପୋର୍ଟ ପଜିଟିଭ୍‌ ଆସିବା ପରେ ମୁନିଗୁଡ଼ା ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସୂଚନାନୁଯାୟୀ, ଟିକରପଡ଼ାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ଏବଂ...

ସରିଲା ସଙ୍ଗରୋଧ ଅବଧି: ଫେରିଲେ ଗଞ୍ଜାମ, ଗଜପତିର ୯ ଶ୍ରମିକ

କୋଲନରା,୨୯ା୪: ରାୟଗଡ଼ା ଜିଲା କୋଲନରା ବ୍ଲକ୍‌ ଥେରୁବାଲି ଏବଂ ସୂରୀ ପଞ୍ଚାୟତର ଜାମୁଲେଲିବାଡ଼ିସ୍ଥିତ କରୋନା ଆଶ୍ରୟସ୍ଥଳୀରେ ଥିବା ଗଞ୍ଜାମ ଓ ଗଜପତି ଜିଲାର ୯ ଶ୍ରମିକ ବୁଧବାର ଘରକୁ ଫେରିଛନ୍ତି। ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ଥେରୁବାଲିଠାରେ ଥିବା ଗଞ୍ଜାମ...

ସଙ୍ଗରୋଧ ଗୃହରୁ ଫେରିଲେ ୧୬ ଶ୍ରମିକ

ଟିକିରି,୨୯ା୪: ରାୟଗଡ଼ା ଜିଲା କାଶିପୁର ବ୍ଲକ୍‌ ଟିକିରି ହାଇସ୍କୁଲସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଥିବା ୧୬ ଶ୍ରମିକ ମଙ୍ଗଳବାର ଫେରିଛନ୍ତି। ପ୍ରକାଶ ଯେ, ମାର୍ଚ୍ଚ ୨୯ ରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ୬ ଜଣ ବ୍ୟକ୍ତି ବାଇକ୍‌ ଯୋଗେ ବଲାଙ୍ଗୀର ଜିଲାର...

୨୮୨ ସ୍ବାବ୍‌ ନେଗେଟିଭ

ରାୟଗଡ଼ା ଅଫିସ,୨୯ା୪: ରାୟଗଡ଼ା ଜିଲାରେ କରୋନା ସଂକ୍ରମଣ ନ ବ୍ୟାପିବା ପାଇଁ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଜିଲାରେ କରୋନାର ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଏଯାବତ୍‌ ଜିଲାରୁ ୮ଟି ପର୍ଯ୍ୟାୟରେ ୫୬ ଜଣ ସନ୍ଦିଗ୍ଧଙ୍କ ସ୍ବାବ୍‌ ପରୀକ୍ଷା ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri