ମେଷ ଆଜି ଲାଭଭାବରେ ଶନିଙ୍କ ସହ ଚନ୍ଦ୍ରଙ୍କ ସ୍ଥିତି ହେତୁ ଯେଉଁ କାମରେ ହାତଦେବେ ସଫଳତା ପାଇବେ। ପ୍ରଶାସନିକ ସ୍ତରରେ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ସମସ୍ୟା ଆଶଙ୍କା…
ମେଷ ଆଜି କର୍ମଭାବରେ ଚନ୍ଦ୍ର ରହିଥିବାରୁ ଯାହା ଚାହୁଁଛନ୍ତି, ତାହା ପାରିବାରେ ଅସୁବିଧା ହେବନାହିଁ। ଅଫିସି ସମସ୍ୟା ସୁଧୁରି ଯିବ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ସାଙ୍ଗକୁ…
ମେଷ ଆଜି ଏକାଧାରରେ ପାରିବାରିକ ସଦ୍ଭାବ, ବନ୍ଧୁମିଳନ, ନୂତନ ବସ୍ତ୍ରାଳଙ୍କାର ପ୍ରାପ୍ତିର ସୌଭାଗ୍ୟ ଅର୍ଜନ କରିବେ। କିନ୍ତୁ ପୂ-ନାମାକ୍ଷର ବ୍ୟକ୍ତିଙ୍କ ସହ କଳହ କିମ୍ବା ସମସ୍ୟା ସୃଷ୍ଟି…
ମେଷ କାର୍ଯ୍ୟକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୃଷ୍ଟିର ସୂଚନା ରହିଛି। ଅପେକ୍ଷା କରିଥିବା ଖବରଟିକୁ ବନ୍ଧୁଙ୍କ ଜରିଆରେ ପାଇବେ। କୌଣସି ହିତୈଷୀଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି।…
ମେଷ ଆଜି ରାଶ୍ୟାଧିପ ବୃହସ୍ପତି ଯୁକ୍ତ ହେତୁ ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ। ବିଭିନ୍ନ ଦିଗରୁ ଅର୍ଥ ରୋଜଗାର କରିବେ ଏବଂ ପାରିବାରିକ ସ୍ଥିତିରେ…
ମେଷ ଆଜି ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟାରମ୍ଭ, ମନୋରଞ୍ଜନ କାର୍ଯ୍ୟକ୍ରମ କରିପାରନ୍ତି। ପାରିବାରିକ ସଦ୍ଭାବରୁ ଖୁସି ରହିବେ ଏବଂ ସକାଳୁ ପୂର୍ବ ନିର୍ଦ୍ଧାରିତ କାମ ପାଇଁ ସଜବାଜ ହେବେ।…
ମେଷ ଆଜି ନୀଚସ୍ଥ ଚନ୍ଦ୍ର ଯୋଗୁ ପାରିବାରିକ ଅସ୍ଥିରତାଜନିତ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମକ୍ଷେତ୍ରରେ କୃତ୍ତିକା ନକ୍ଷତ୍ର ବନ୍ଧୁ ସହଯୋଗରେ କାମ ହାସଲ କରିବେ। ସାମାଜିକ…
ମେଷ ଭଲ ସମ୍ପର୍କ ନ ଥିବା ଲୋକଙ୍କ କପଟ କଥାରେ ପାରିବାରିକ ସମସ୍ୟା ସୃଷ୍ଟିହେବ। ବିରକ୍ତ ମନର ଅପ୍ରିୟ ସତ୍ୟ କଥା ସହକର୍ମୀଙ୍କ ମନରେ ଆଘାତ ସୃଷ୍ଟିକରିବ।…
ମେଷ ଶୁକ୍ରଙ୍କ ଦୁର୍ବଳତା କାରଣରୁ ଆବଶ୍ୟକତା ପୂରଣ ପାଇଁ କରଜ କରିପାରନ୍ତି। କିନ୍ତୁ କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରେ ପରିବହନ ତଥା ବ୍ୟବସାୟିକ ସ୍ଥିତି ଭଲ ରହିବ। ବୁଧ…
ମେଷ ଆଜି ଚନ୍ଦ୍ର ସପ୍ତମ କେନ୍ଦ୍ରସ୍ଥ ଯୋଗୁ କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ। ପାରିବାରିକ କ୍ଷେତ୍ର, ନୂତନ ଯୋଜନାରମ୍ଭ ଓ ବନ୍ଧୁମିଳନରୁ ଖୁସି ରହିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ…