ଜାତୀୟ

India-Bangladesh: ହାସିନାଙ୍କୁ ନେଇ ଉତ୍ତେଜନା ମଧ୍ୟରେ ଭେଟିପାରନ୍ତି ମୋଦି-ୟୁନୁସ୍‌

ନୂଆଦିଲ୍ଲୀ/ଢାକା,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍‌ଙ୍କୁ ଭେଟିପାରନ୍ତି। ଏହି ବୈଠକ ଚଳିତ ବର୍ଷ ଏପ୍ରିଲରେ ବ୍ୟାଙ୍କକରେ ଅନୁଷ୍ଠିତ ହେବାକୁ…

1 year ago

ଅବକାରୀ ନୀତି ଯୋଗୁ ଦିଲ୍ଲୀ ସରକାରଙ୍କ ୨,୦୦୨ କୋଟି କ୍ଷତି

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସରକାର ବେଳର ଅବକାରୀ ନୀତିରେ ଅନେକ ଭୁଲ ନିଷ୍ପତ୍ତି ଯୋଗୁ ରାଜ୍ୟ ସରକାରଙ୍କୁ ୨,୦୦୨.୬୮ କୋଟି ଟଙ୍କାର ରାଜସ୍ବ…

1 year ago

ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ବଢିଲା ମହଙ୍ଗା ଭତ୍ତା

ମୁମ୍ବାଇ, ୨୬।୨: ମହାରାଷ୍ଟ୍ର ସରକାର ସରକାରୀ କର୍ମଚାରୀଙ୍କୁ ଖୁସିଖବର ଦେଇଛନ୍ତି। ମଙ୍ଗଳବାର ସରକାର ପଞ୍ଚମ ବେତନ କମିଶନର ଅପରିବର୍ତ୍ତିତ ଦରମା ସ୍କେଲ ଅନୁଯାୟୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…

1 year ago

ସ୍ବାମୀଙ୍କ ଭର୍ଚୁଆଲ ବୁଡ଼:ସଙ୍ଗମରେ ମୋବାଇଲ ବୁଡ଼ାଇଲେ ସ୍ତ୍ରୀ

ପ୍ରୟାଗରାଜ,୨୬ା୨:ପ୍ରୟାଗରାଜରେ ଦେଢ଼ ମାସ ଧରି ଚାଲିଥିବା ମହାକୁମ୍ଭ ମେଳା ବୁଧବାର ମହାଶିବରାତ୍ରି ଅବସରରେ ଶେଷ ହେବ। ଏହି ମେଳାରେ ଦେଶ ବିଦେଶରୁ ବହୁ ଶଦ୍ଧାଳୁ ଯୋଗଦେବା ସହ…

1 year ago

Shashi Tharoor: କେରଳର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଶଶି ଥରୁର! ରାହୁଲ ଗାନ୍ଧୀ କ’ଣ ଚାହୁଁଛନ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୨: କଂଗ୍ରେସ ଏମ୍‌ପି ଶଶି ଥରୁର ଆଜିକାଲି ଏପରି ଏକ ନାମ, ଯାହା ବାମ ଦଳଠାରୁ ଆରମ୍ଭ କରି ଭାଜପା ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି। ପ୍ରକୃତରେ, ସେ…

1 year ago

୧୮ କୋଟିର ଋଣ ଛାଡ଼ ଅଭିଯୋଗକୁ ପ୍ରୀତି ଜିଣ୍ଟାଙ୍କ ଖଣ୍ଡନ

ନୂଆଦିଲ୍ଲୀ, ୨୬।୨: ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ କଂଗ୍ରେସର କେରଳ ୟୁନିଟ୍‌ ମଧ୍ୟରେ ମଙ୍ଗଳବାର ଏକ୍ସ’ରେ ଆରୋପ ପ୍ରତ୍ୟାରୋପ ଲାଗି ରହିଥିଲା। ପ୍ରୀତି ଭାଜପାକୁ ତାଙ୍କ ସୋସିଆଲ…

1 year ago

ଥରୁରଙ୍କ ମନ୍ତବ୍ୟକୁ ନେଇ କେରଳ କଂଗ୍ରେସରେ ଫାଟ

ନୂଆଦିଲ୍ଲୀ,୨୫।୨: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁରଙ୍କ କେତେକ ମନ୍ତବ୍ୟକୁ ନେଇ କେରଳ କଂଗ୍ରେସରେ ବିବାଦ ଦେଖାଦେଇଛି। ଦଳ ପକ୍ଷରୁ ଭାବମୂର୍ତ୍ତି ସଜାଡ଼ିବା ଉଦ୍ୟମ ସ୍ବରୂପ ବୈଠକ…

1 year ago

କଂଗ୍ରେସ ଉପରେ ରାଗିଲେ ପ୍ରୀତି ଜିଣ୍ଟା, ଜବାବରେ ଦଳ କହିଲା, ଖୁସି ଲାଗିଲା ଯେ ଆପାଣ…

ଥିରୁଭାନନ୍ତପୁରମ,୨୫।୨: ମଙ୍ଗଳବାର ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ କେରଳ କଂଗ୍ରେସ ମଧ୍ୟରେ ଅଭିଯୋଗ ଏବଂ ପ୍ରତିଅଭିଯୋଗର ଧାରା ଚାଲିଥିଲା। କେରଳ କଂଗ୍ରେସ ଅଭିଯୋଗ କରିଛି ଯେ…

1 year ago

ଗଙ୍ଗା ଜଳରେ ଅଛନ୍ତି ଜୀବାଣୁ, ଲୋକଙ୍କୁ ଭୁଆଁ ବୁଲାଯାଉଛି: ଶିବପାଲ ଯାଦବ

ଲକ୍ଷ୍ନୌ,୨୫।୨: ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ମଙ୍ଗଳବାର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ରିପୋର୍ଟ ଉପରେ ଉଠାଯାଉଥିବା ପ୍ରଶ୍ନ ଉପରେ ଆପତ୍ତି ଉଠାଇଛନ୍ତି। ଗଣମାଧ୍ୟମ…

1 year ago

କେମିତି ଫାଶୀରୁ ବଞ୍ଚିଗଲେ ସଜ୍ଜନ କୁମାର? କୋର୍ଟରେ ଜବାବ ଦେଲେ ବିଚାରପତି

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ବାପ ପୁଅଙ୍କୁ ଜୀବନ୍ତ ଜାଳି ଦେବା ମାମଲାରେ ୧୯୮୪ ଶିଖ ବିରୋଧୀ ଦଙ୍ଗା ସହିତ ଜଡିତ ମାମଲାର ଶୁଣାଣି ସମୟରେ…

1 year ago