ଜାତୀୟ

ଚାଇନାରେ ମୋଦିଙ୍କ ସହ ବଡ଼ ଡିଲ୍‌ କଲେ ପୁଟିନ୍‌! ସାରା ବିଶ୍ୱ କାବା

ବେଜିଂ,୨।୯:ଚାଇନାରେ ଅନୁଷ୍ଠିତ SCO ସମ୍ମିଳନୀ ସମୟରେ, ତିନି ବଡ଼ ଶକ୍ତି ଭାରତ, ଚାଇନା ଏବଂ ରୁଷକୁ ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦି, ରୁଷ…

1 year ago

ବିଆର୍‌ଏସ୍‌ରୁ କେ.କବିତା ସସ୍‌ପେଣ୍ଡ, ଦଳ ବିରୋଧୀ କାର୍ଯ୍ୟ ପାଇଁ…

ହାଇଦ୍ରାବାଦ,୨।୯: ଭାରତୀୟ ରାଷ୍ଟ୍ର ସମିତି (BRS) ମଙ୍ଗଳବାର କେ. କବିତାଙ୍କୁ ଦଳରୁ ନିଲମ୍ବିତ କରିଛି। କବିତାଙ୍କ ଉପରେ ଦଳ ବିରୋଧୀ କାମ କରିବାର ଅଭିଯୋଗ ଆସିଛି। ତେଲଙ୍ଗାନାର…

1 year ago

ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି, ଜୀବିକା ନିଧି ଯୋଜନାର କଲେ ଶୁଭାରମ୍ଭ

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାରରେ ଜୀବିକା ନିଧିର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ…

1 year ago

ମାଆଙ୍କ ପ୍ରତି କରାଯାଇଥିବା ଅପମାନକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ମୋଦି

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର (ସେପ୍ଟେମ୍ବର ୨) ବିହାରର ଦରଭଙ୍ଗାରେ କଂଗ୍ରେସ-ଆରଜେଡି ଭୋଟର ଅଧିକାର ରାଲିରେ ତାଙ୍କ ମାଆଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ଉପରେ କଡ଼ା…

1 year ago

ପୋଲିସ ହେପାଜତରୁ ଖସିଗଲେ ଏଏପି ବିଧାୟକ

ଚଣ୍ଡିଗଡ଼,୨।୯: ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ବିଧାୟକ ହରମିତ ସିଂହ ପଠାଣମାଜରା ପୋଲିସ ହେପାଜତରୁ ଖସି ପଳାଇଛନ୍ତି। ଅଭିଯୋଗ…

1 year ago

ଭାରତ-ରୁଷିଆ ବନ୍ଧୁତା ଦେଖି ରାଗିଗଲା ଆମେରିକା: ପୁଣି ଦେଲା ଧମକ

ନୂଆଦିଲ୍ଳୀ/ଓ୍ବାଶିଂଟନ,୨।୯: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ସେ ସାଂଘାଇ ସହଯୋଗ ସଂଗଠନ (SCO ସମ୍ମିଳନୀ) ସମୟରେ ପୁଟିନଙ୍କୁ ଭେଟିଥିଲେ।…

1 year ago

ଗ୍ରୋସେରି ଦୋକାନୀଙ୍କୁ ୧୪୧ କୋଟିର ଟିକସ ନୋଟିସ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବୁଲନ୍ଦସର,୨/୯:ଉତ୍ତର ପ୍ରଦେଶର ବୁଲନ୍ଦସରସ୍ଥିତ ନୟାଗଞ୍ଜ ଅଞ୍ଚଳରେ ଥିବା ଏକ ଛୋଟ ଗ୍ରୋସେରି ଦୋକାନର ମାଲିକ ସୁଧୀରଙ୍କୁ ଆୟକର ବିଭାଗ ୧୪୧ କୋଟି ଟଙ୍କାର ଟିକସ ନୋଟିସ ପଠାଇଛି।…

1 year ago

ଛାନିଆ ହେଲାଣି ଆମେରିକା! ଭାରତ ସହ ସମ୍ପର୍କ ସୁଧାରିବାକୁ ଚାହିଁଲାଣି

ନୂଆଦିଲ୍ଲୀ,୨।୯: ବାଣିଜ୍ୟ ଏବଂ ଶକ୍ତିକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦% ଶୁଳ୍କ…

1 year ago

ଦିଲ୍ଲୀରେ ପ୍ରବଳ ବର୍ଷା ପରେ ୭ କିମି ଟ୍ରାଫିକ ଜାମ, ୩ ଘଣ୍ଟାରୁ ଅଧିକ ସମୟ ଅଟକିଲା ଗାଡ଼ି

ଭୁବନେଶ୍ୱର,୧ା୯: ସୋମବାର ଗୁରୁଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ୭-୮ କିଲୋମିଟର ଦୀର୍ଘ ଟ୍ରାଫିକ ଜାମ ହୋଇଛି, ଯେଉଁଥିରେ ଗାଡ଼ିଗୁଡ଼ିକ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଅଟକି…

1 year ago

ରାଷ୍ଟ୍ରପତି ମୁର୍ମୁଙ୍କୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଚାରିଲେ କନ୍ନଡ଼ ଜାଣିଛନ୍ତି ? ମିଳିଲା ଆଶ୍ଚର୍ଯ୍ୟକର ଉତ୍ତର

ବେଙ୍ଗାଲୁରୁ,୧ା୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୈସୁରୁ ଗସ୍ତ ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୟାଙ୍କ ସହ ଏକ ହାଲୁକା ଓ ହସମଜା ଆଲୋଚନା କରିଥିଲେ। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ…

1 year ago