ଜାତୀୟ

ଟଳିଲେ ୧୨ ମାଓବାଦୀ, ଶହୀଦ ହୋଇଗଲେ ୩ ଯବାନ

ରାୟପୁର,୩ା୧୨: ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଏହି ଏନ୍‌କାଉଣ୍ଟରରେ ୧୨ ମାଓବାଦୀ ଟଳି ପଡ଼ିଥିବାବେଳେ ୩ ଡିଆର୍‌ଜି ଯବାନ ମଧ୍ୟ ଶହୀଦ ହୋଇଯାଇଛନ୍ତି।…

11 months ago

ଭାରତର ଏପରି ଗାଁ: ଯେଉଁଠି ପ୍ରତ୍ୟେକ ଘରେ ଅଛନ୍ତି ଜଣେ ‘ଯବାନ’

ନୂଆଦିଲ୍ଲୀ,୩ା୧୨: ଉତ୍ତର ପ୍ରଦେଶର ଗାଜିପୁର ଜିଲାରେ ଥିବା ଗହମରକୁ ଭାରତର ସର୍ବବୃହତ୍ "ସୈନିକ ଗ୍ରାମ" ଭାବେ ଜଣାଶୁଣା। ଏହି ଗ୍ରାମରେ ସେନାରେ କାର୍ଯ୍ୟ କରିସାରିଥିବା କିମ୍ବା ବର୍ତ୍ତମାନ…

11 months ago

ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା

ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍ ପିଛା…

11 months ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଚା’ ବିକୁଥିବା AI ଭିଡିଓ ଉପରେ ଭାଜପା ଖପ୍ପା, କହିଲା, ଜନତା କେବେ ବି…

ନୂଆଦିଲ୍ଲୀ,୩ା୧୨: ଏକ ଭାଇରାଲ ଏଆଇ-ଜେନେରେଟେଡ ଭିଡିଓ କଂଗ୍ରେସ ଏବଂ ଭାଜପା ମଧ୍ୟରେ ନୂଆ ବିବାଦ ସୃଷ୍ଟି କରିଛି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରେଡ୍‌-କାରପେଟରେ ଚା’…

11 months ago

ଲଗାତର ୨୦ଥର ପାଇଁ ଟସ୍‌ ହାରିଲା ଭାରତ: ଦକ୍ଷିଣ ଆଫ୍ରିକା ଦଳକୁ ଫେରିଲେ ବାଭୁମା

ରାୟପୁର,୩।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ରାୟପୁରରେ ଆରମ୍ଭ ହୋଇଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଟସ ଜିତି ପ୍ରଥମେ…

11 months ago

ରେଲେଓ଼୍ବ କଲା ବଡ଼ ଘୋଷଣା, ଏଣିକି ତତ୍‌କାଳ ଟିକେଟ୍‌…

ନୂଆଦିଲ୍ଲୀ,୩।୧୨: ଭାରତୀୟ ରେଳବାଇ ଟିକେଟିଂ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ ଏବଂ ସ୍ୱଚ୍ଛ କରିବା ପାଇଁ ନିରନ୍ତର ପରିବର୍ତ୍ତନ କରୁଛି। ଏବେ, ରେଳବାଇ ତତ୍କାଳ ଟିକେଟ ବୁକିଂରେ ଏକ…

11 months ago

ବାଂଲାଦେଶରୁ ଗର୍ଭବତୀ ମହିଳା ତାଙ୍କ ପିଲା ସହ ଭାରତ ଯାତ୍ରା କରିପାରିବେ, ମାନବିକତା ଦୃଷ୍ଟିରୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୧୨: ସୁପ୍ରିମକୋର୍ଟ ମାନବିକତା ଦୃଷ୍ଟିରୁ ବାଂଲାଦେଶର ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ଆଠ ବର୍ଷର ଝିଅକୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି। ସୂଚନା ଅନୁଯାୟୀ,…

11 months ago

ମୁମ୍ବାଇ, ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଦିଲ୍ଲୀକୁ ବିମାନ ଚଳାଚଳ ପ୍ରଭାବିତ, ଫସି ରହିଛନ୍ତି ୧୦୦୦ ଯାତ୍ରୀ

ନୂଆଦିଲ୍ଲୀ,୩।୧୨: ମଙ୍ଗଳବାର ରାତି (ଡିସେମ୍ବର ୨, ୨୦୨୫) ଠାରୁ ହାଇଦ୍ରାବାଦର ଶମଶାବାଦ ବିମାନବନ୍ଦରରେ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଚଳାଚଳରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ମୁମ୍ବାଇ, ଅହମଦାବାଦ,…

11 months ago

ନବଜାତ ଶିଶୁକୁ ରାସ୍ତା ଉପରେ ପକାଇ ଦେଲେ ମାଆବାପା, ରାତି ସାରା ବୁଲା କୁକୁର କଲେ ଏମିତି ସମସ୍ତେ ଆଶ୍ଚର୍ଯ୍ୟ

କୋଲକାତା,୩।୧୨: ପଶ୍ଚିମବଙ୍ଗର ନାଦିଆ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କେହି ଜଣେ କମ୍ବଳରେ ଗୁଡ଼ାଇ ହୋଇଥିବା ଏକ ନବଜାତ ଶିଶୁକୁ ରାସ୍ତା ଉପରେ ଫିଙ୍ଗି…

11 months ago

ଏନଡିଏରେ ମିଶିବେ କି ହେମନ୍ତ ସୋରେନ? ଛାଡିବେ ରାହୁଲଙ୍କ ହାତ! ରାଜନୀତିରେ ଚହଳ

ନୂଆଦିଲ୍‌ଲୀ,୩।୧୨: ଝାଡ଼ଖଣ୍ଡରେ ବଦଳିବ ରାଜନୈତିକ ସମୀକରଣ? ଇଣ୍ଡିଆ ମେଣ୍ଟ ଛାଡ଼ିବେ କି ମୁଖ୍ୟମନ୍ତ୍ରୀ ସୋରେନ!  ଭାଜପାର ୨ ଡେପୁଟି ସିଏମ ନେଇ ଚାଲିଛି ଅଙ୍କକଷା । ବିହାର…

11 months ago