ଜାତୀୟ

ବାପାଙ୍କ ମନ୍ତବ୍ୟରେ ଏକମତ ନୁହନ୍ତି ଯୁବରାଜ

ନୂଆଦିଲ୍ଲୀ, ୧୨।୧୨- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଶନିବାର ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ତାଙ୍କ ବାପା ଯୋଗରାଜ ସିଂ ଦେଇଥିବା…

5 years ago

ହାଇଦ୍ରାବାଦ କେମିକାଲ ଫାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ହାଇଦ୍ରାବାଦ,୧୨।୧୨-ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବୋଲାରାମ ଶିଳ୍ପାଞ୍ଚଳରେ ଥିବା ରାସାୟନିକ କାରଖାନା ବିା ଅର୍ଗାନିକ୍ସରେ ଶନିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨୦ ଜଣ ଆହତ ହୋଇଛନ୍ତି।…

5 years ago

ରେଳ ଟ୍ରାକ୍‌ରେ ପଡ଼ିଗଲେ ମହିଳା: ଜୀବନକୁ ବାଜି ଲଗାଇ ଏମିତି ବଞ୍ଚାଇଲେ ଯବାନ

ମୁମ୍ବାଇର ଆର୍‌ପିଏଫ ଯବାନ ନିଜ ଜୀବନକୁ ବାଜି ଲଗାଇ ଜଣେ ମହିଳାଙ୍କ ଜୀବନ ରକ୍ଷା କରିଛନ୍ତି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…

5 years ago

ଏଲ୍‌ଏସିରେ ଚାଇନାର ଷଡ଼ଯନ୍ତ୍ର: ସୈନ୍ୟଙ୍କୁ ପିନ୍ଧିବାକୁ ଦେଉଛି ‘ଆଇରନ୍‌ ମ୍ୟାନ୍‌ ସୁଟ୍‌’

ଲଦାଖ,୧୨।୧୨: ପୂର୍ବ ଲଦାଖର ଏଲ୍‌ଏସିରେ ଚାଇନା ଲଗାତାର ଉତ୍ତେଜନା ସୃଷ୍ଟି କରିବା ଉଦ୍ୟମ କରୁଛି। ଏବେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚାଇନା…

5 years ago

ହସ୍ପିଟାଲରେ ବିଦ୍ୟୁତ୍‌ କାଟ୍‌: ଭେଣ୍ଟିଲେଟରରେ ଥିବା ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୋପାଳ,୧୨।୧୨: ହସ୍ପିଟାଲରେ ବିଦ୍ୟୁତ୍‌ କାଟ୍‌ ଯୋଗୁ ଚିକିତ୍ସିତ ହେଉଥିବା ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ହାମିଦିଆ ହସ୍ପିଟାଲରେ ଘଟିଛି।…

5 years ago

ଏହି ଗାଁର ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ ଲେଖାଯାଇଛି ପ୍ରଭୁ ରାମଙ୍କ ନାଁର ଟାଟୁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତରେ ବିଶ୍ୱାସର ବଡ଼ ମହତ୍ତ୍ୱ ରହିଛି। ଲୋକେ ବିଶ୍ୱାସ ଯୋଗୁ କିଛି ବି କରିବାକୁ ରାଜି ହୋଇଥାନ୍ତି। ଭାରତରେ ଏମିତି ଅନେକ ସମ୍ପ୍ରଦାୟ ରହିଛି, ଯେଉଁମାନେ ପୁରୁଣା…

5 years ago

ମିଳିବ ଡିଜିଟାଲ ଭୋଟର କାର୍ଡ: ମୋବାଇଲ୍‌ରେ ବି ରଖିହେବ

ନୂଆଦିଲ୍ଲୀ,୧୨।୧୨: ଏଣିକି ଭୋଟରଙ୍କୁ ଡିଜିଟାଲ ଭୋଟର କାର୍ଡ ମିଳିବ। ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ଏହି ପ୍ରସ୍ତାବ ଉପରେ ବିଚାର ବିମର୍ଷ ଜାରି ରହିଛି। ମୋବାଇଲ୍‌, ଓ୍ବେବସାଇଟ୍‌…

5 years ago

ଦିଲ୍ଲୀ ମୁହାଁ ୧୫ ଶହ ଗାଡ଼ି: ୭ ଜିଲାର ହଜାରେ ଗାଁର ବାସିନ୍ଦା ଏକଜୁଟ

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଅନ୍ନଦାତାଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। ଆନ୍ଦୋଳନକୁ ଜୋର୍‌ଦାର କରିବା ଲାଗି ପଞ୍ଜାବରୁ ଦିଲ୍ଲୀ ମୁହାଁ ହୋଇଛି…

5 years ago

ଆଉ କେତେ ଜଣ ଅନ୍ନଦାତାଙ୍କ ମୃତ୍ୟୁ ଦେଖିବେ କେନ୍ଦ୍ର ସରକାର: ରାହୁଲ

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ୧୭ ଦିନରେ ପହଞ୍ଚିଛି। ଇତିମଧ୍ୟରେ ୧୧ ଜଣ ଅନ୍ନଦାତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।…

5 years ago

ରାସ୍ତାରେ ଜମି ରହିଛି ୯ ଇଞ୍ଚର ବରଫ: ୨୭୦ କିମି ଦୀର୍ଘ ଜାତୀୟ ରାଜପଥ ବନ୍ଦ

ଶ୍ରୀନଗର,୧୨।୧୨: ପ୍ରବଳ ତୁଷାରପାତ ଯୋଗୁ ଜମ୍ମୁ-କଶ୍ମୀରରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଗତ ରାତିରୁ ଏଠାରେ ତୁଷାରପାତ ଜାରି ରହିଛି। ଏହାଯୋଗୁ ଡୋଡା ଜିଲାର କାଷ୍ଟିଗଡ଼ ଅଞ୍ଚଳର…

5 years ago