ଜାତୀୟ

ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ଆସିଲା ୟୁଜିସିର ନୂଆ ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୧।୧୦: ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ୨୫ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ସିଟ୍‌ ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅନୁମତି ଦେଇଛନ୍ତି।…

4 years ago

ମାନ୍‌ଙ୍କ ସୁରକ୍ଷାରେ ୪୨ କାର୍‌କୁ କଂଗ୍ରେସର ସମାଲୋଚନା

ଚଣ୍ଡିଗଡ଼,୧।୧୦: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍‌ଙ୍କ ସୁରକ୍ଷା ପାଇଁ ୪୨ଟି କାର ବ୍ୟବହାରକୁ ନେଇ ବିରୋଧୀ କଂଗ୍ରେସ ସମାଲୋଚନା କରିଛି। ରାଇଟ୍‌ ଟୁ ଇନ୍‌ଫରମେଶନ୍‌ ପକ୍ଷରୁ…

4 years ago

ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୪୨ ବର୍ଷ ଜେଲ

ଥିରୁଭାଲ୍ଲା,୧।୧୦: ଜଣେ ନାବାଳିକାଙ୍କୁ ୨ ବର୍ଷ ପର୍ଯନ୍ତ ବଳାତ୍କାର କରିଥିବା ଜଣେ ୪୧ବର୍ଷୀୟ ବ୍ୟକ୍ତିଙ୍କୁ କେରଳର ଏକ ଅଦାଲତ ଶୁକ୍ରବାର ୧୪୨ ବର୍ଷ ସଶ୍ରମ କାରାଦଣ୍ଡାରେ ଦଣ୍ଡିତ…

4 years ago

ନିଜ ପଦରୁ ଇସ୍ତଫା ଦେଲେ ଖାର୍ଗେ

ନୂଆଦିଲ୍ଲୀ,୧।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ରାଜ୍ୟ ସଭାରେ ବିରୋଧୀ ଦଳର ନେତା ପଦରୁ…

4 years ago

୫ଜି ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୧୦: ଦେଶରେ ଆରମ୍ଭ ହେଲା ୫ଜି ସେବା। ଶନିବାର ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ…

4 years ago

କେଦାରନାଥ ମନ୍ଦିର ନିକଟରୁ ଧସିଲା ବରଫଖଣ୍ଡ

ଡେରାଡୁନ୍‌,୧।୧୦: କେଦାରନାଥ ମନ୍ଦିର ନିକଟରୁ ଏକ ବିଶାଳକାୟ ବରଫଖଣ୍ଡ ଶନିବାର ଧସିପଡିଛି। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ଏହି ହିମସ୍ଖଳନର…

4 years ago

ୟୁଏନଏସସିରେ ରୁଷିଆ ବିରୋଧରେ ଆମେରିକା ଆଣିଲା ପ୍ରସ୍ତାବ, ଦୂରେଇ ରହିଲେ ଭାରତ-ଚାଇନା ସମେତ ୪ ଦେଶ

ନୂଆଦିଲ୍ଲୀ,୧ ।୧୦: ବିଶ୍ୱକୁ ପଛରେ ପକାଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମ ପୁଟିନ ୟୁକ୍ରେନର ୪ଟି ଅଞ୍ଚଳକୁ ନିଜ କବଜାକୁ ଆଣିଥିବା ଘୋଷଣା କରଛନ୍ତି । ପୁଟିନଙ୍କର ଏହି…

4 years ago

ପୁଣିଏକ ବଡ ଟେକ୍ନୋଲୋଜି କ୍ରାନ୍ତିର ସାକ୍ଷି ହେବ ଭାରତ, ମୋଦି ଲଞ୍ଚ କରିବେ ୫ଜି ସର୍ଭିସ

ନୂଆଦିଲ୍ଲୀ,୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳ ୧୦ଟାରେ ଦିଲ୍ଲୀର ପ୍ରଗତି ମଇଦାନରେ ୫ଜି ସର୍ଭିସ ଲଞ୍ଚ କରିବାକୁ ଯାଉଛନ୍ତି । ଏହା ଦେଶ ପାଇଁ…

4 years ago

ମୁମ୍ବାଇର କାଂଦିବଲିରେ ଫୁଟିଲା ୪ ରାଉଣ୍ଡ ଗୁଳି: ଜଣେ ମୃତ, ୩ ଆହତ

ମୁମ୍ବାଇ,୧ ।୧୦: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଫୁଟିଛି ଗୁଳି । ହଠାତ୍ ଏମିତି ଘଟିଥିବା ଘଟଣାକୁ ନେଇ ଲୋକେ ଭୟଭିତ ହୋଇଯାଇଛନ୍ତି । ଏହି ଘଟଣାରେ…

4 years ago

ନାବାଳିକାଙ୍କ ପରିଚୟ ଗୋପନ ରଖିବେ ଡାକ୍ତର

ନୂଆଦିଲ୍ଲୀ,୧।୧୦(ପି.ଟି.): ସହମତିରେ ଯୌନ ସମ୍ପର୍କ ରଖିଥିବା ନାବାଳିକା ଗର୍ଭପାତ କରାଇବାକୁ ଚାହୁଁଥିଲେ ଡାକ୍ତରମାନେ ସେମାନଙ୍କ ପରିଚୟ ସ୍ଥାନୀୟ ପୋଲିସକୁ ନ ଦେବା ପାଇଁ ସୁପ୍ରିମକୋର୍ଟ କହିଛନ୍ତି। ଗୁରୁବାର…

4 years ago