ଜାତୀୟ

ଯଶଓ୍ବନ୍ତଙ୍କୁ ସମର୍ଥନ କରିବ ଆଇଏମ୍‌ଆଇଏମ୍‌-ଟିଆରଏସ୍‌

ନୂଆଦିଲ୍ଲୀ,୨୭।୬: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ସମର୍ଥନ କରିବ ଆଇଏମ୍‌ଆଇଏମ୍‌। ଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଟୁଇଟ କରି କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ…

4 years ago

ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପରେ ପ୍ରତିକ୍ରିୟା ରଖିଲେ ଏକନାଥ: କହିଲେ, ଏହା ହିନ୍ଦୁତ୍ୱର ବିଜୟ

ମୁମ୍ବାଇ,୨୭।୬: ଶିବସେନାର ବିଦ୍ରୋହୀ ବିଧାୟକମାନଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଜୁଲାଇ ୧୧ପର୍ଯ୍ୟନ୍ତ ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି କୋର୍ଟ…

4 years ago

ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ସତ୍ୟେନ୍ଦ୍ର

ନୂଆଦିଲ୍ଲୀ,୨୭।୬: ପୁଣି ଅଢୁଆରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ସେ ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ। ସୋମବାର ଦିଲ୍ଲୀର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସତ୍ୟେନ୍ଦ୍ରଙ୍କ…

4 years ago

‘ଅଗ୍ନିପଥ’ଯୋଜନାର ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯାଉ: ମମତା

କୋଲକାତା,୨୭।୬: ‘ଅଗ୍ନିପଥ’ଯୋଜନାକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ବିରୋଧ କରାଯାଉଛି। ଏହାରି ମଧ୍ୟରେ ଅଗ୍ନିପଥ ଯୋଜନାରେ ଥିବା ଚାକିରି କାଳ ୬୫ ବର୍ଷକୁ ବୃଦ୍ଧି ପାଇଁ ପଶ୍ଚିମବଙ୍ଗ…

4 years ago

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ମୁମ୍ବାଇ,୨୭।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଥିବା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ଦେତା ଅଜିତ ପାଓ୍ବାର କରୋନାରେ…

4 years ago

ସୁପ୍ରିମକୋର୍ଟ ଆମପାଇଁ ଭଗବାନ: ସଞ୍ଜୟ ରାଉତ

ମୁମ୍ବାଇ,୨୭ ।୬: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ବେଳକୁ ବେଳ ଭିନ୍ନ ଭିନ୍ନ ମୋଡ ନେଉଛି । ଅସନ୍ତୁଷ୍ଟ ବିଧାୟକ ଦଳର ନେତା ଏକନାଥ ସିନ୍ଧେଙ୍କ ଆବେଦନର ଶୁଣାଣି…

4 years ago

କୁଲଗାମ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୨୭।୬: ଜମ୍ମୁ-କଶ୍ମୀର କୁଲଗାମ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି ।…

4 years ago

ଜୁଲାଇ ୧୧ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ ହୋଇପାରିବେନି ବିଦ୍ରୋହୀ ବିଧାୟକ

ନୂଆଦିଲ୍ଲୀ,୨୭।୬: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଙ୍କଟ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଇତିମଧ୍ୟରେ ମହାରାଷ୍ଟ୍ର ସରକାରରେ ଜଣେ ମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଧେ ଏବଂ…

4 years ago

ଉଦ୍ଧବଙ୍କ କାର୍ଯ୍ୟାନୁଷ୍ଠାନ: ବିଦ୍ରୋହୀ ମନ୍ତ୍ରୀଙ୍କଠାରୁ କାଢି ନେଲେ ବିଭାଗ

ମୁମ୍ବାଇ,୨୭।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଥମୁନି। ସୋମବାର ବିଦ୍ରୋହୀ ମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେଇଥିବା…

4 years ago

ସିନ୍ଧେଙ୍କ ଆବେଦନ ଉପରେ ଡେପୁଟି ସ୍ପିକରଙ୍କୁ ନୋଟିସ ପଠାଇଲେ ସୁପ୍ରିମ କୋର୍ଟ, ପରବର୍ତ୍ତି ଶୁଣାଣି ଜୁଲାଇ ୧୧ରେ

ନୂଆଦିଲ୍ଲୀ,୨୭ ।୬: ମହାରାଷ୍ଟ୍ରର ଅସନ୍ତୁଷ୍ଟ ବିଧାୟକ ଏକନାଥ ସିନ୍ଧେଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ପ୍ରାୟତଃ ସମସ୍ତ ପକ୍ଷଙ୍କୁ ନୋଟିସ ଦେଇଛନ୍ତି । ଏହି ନୋଟିସର ଜବାବ ସବୁ…

4 years ago