ଜାତୀୟ

ଆସନ୍ତା ୧୫ ଦିନରେ ଭାଙ୍ଗିଯିବ ଶିନ୍ଦେ-ଫଡନବିଶ ସରକାର: ସଞ୍ଜୟ ରାଉତ

ମୁମ୍ବାଇ,୨୩।୪: ଉଦ୍ଧବ ଠାକରେ ରବିବାର ଜଲଗାଓଁ ଜିଲାର କଚୋରାରେ ଜନସଭା କରିବେ। ଇତିମଧ୍ୟରେ ଠାକରେ ଗ୍ରୁପର ଏମପି ସଞ୍ଜୟ ରାଉତ ଏକ ବଡ ବୟାନ ଦେଇଛନ୍ତି। ସଞ୍ଜୟ…

3 years ago

କେବେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ: ଉତ୍ତର ଦେଲେ ଆଇନ ମନ୍ତ୍ରୀ…

ନୂଆଦିଲ୍ଲୀ,୨୩।୪ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ ଶୀଘ୍ର ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ…

3 years ago

ରତଲାମ ଡେମୁ ଟ୍ରେନର ଦୁଇଟି ବଗିରେ ଲାଗିଲା ନିଆଁ

ଭୋପାଳ,୨୩।୪: ମଧ୍ୟ ପ୍ରଦେଶର ରତଲାମରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ରବିବାର ସକାଳେ ଏକ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଯାଇଛି। ମାତ୍ର କେଇ…

3 years ago

ସଙ୍କଟ ପୁଣି ଘନେଇଲା: ୬୭ ହଜାର ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୩।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

3 years ago

କଲେଜିୟମ ପ୍ରସଙ୍ଗ କେବଳ ଏକ ମାଇଣ୍ଡ ଗେମ୍‌: ରିଜିଜୁ …

ଇଟାନଗର,୨୩।୪ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଲଗାତାଲ ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ବର୍ତ୍ତମାନ ତାଙ୍କର ସଦ୍ୟତମ ବିବୃତ୍ତିରେ ରିଜିଜୁ…

3 years ago

ଆମେରିକାରେ ନିଖୋଜ ଥିବା ଦୁଇ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩ା୪: ଆମେରିକାରେ ଦୁଇଜଣ ଭାରତୀୟ ଛାତ୍ର ନିଖୋଜ ଥିଲେ, ବର୍ତ୍ତମାନ ହ୍ରଦରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରିପୋର୍ଟରୁ ପ୍ରକାଶ ଯେ,…

3 years ago

୧୦,୦୦୦ କୋଟିର କାରବାର ଆକଳନ

ନୂଆଦିଲ୍ଲୀ,୨୩।୪: ଗତ ବର୍ଷର ଅକ୍ଷୟ ତୃତୀୟା କାରବାର ଅପେକ୍ଷା ଚଳିତ ବର୍ଷର ଅକ୍ଷୟ ତୃତୀୟା କାରବାର ପ୍ରାୟ ୧୫ରୁ ୨୦% ହ୍ରାସ ପାଇପାରେ ବୋଲି ଆଶଙ୍କା କରାଯାଉଛି।…

3 years ago

ମୁଖ୍ୟମନ୍ତ୍ରୀ ପଦ ଦାବି କରିପାରିବ ଏନ୍‌ସିପି: ଅଜିତ ପାଓ୍ବାର

ପୁଣେ,୨୩।୪: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)ର ବରିଷ୍ଠ ନେତା ଅଜିତ ପାଓ୍ବାରଙ୍କ ପରବର୍ତ୍ତୀ ରାଜନୈତିକ କାର୍ଯ୍ୟପନ୍ଥାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ୨୦୨୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ…

3 years ago

୩୬ ଦିନ ପରେ ପଳାତକ ଅମୃତପାଲ ଗିରଫ…

ମୋଗା,୨୩।୪ : ଖାଲିସ୍ତାନର ସମର୍ଥକ ତଥା ‘ୱାରିସ ପଞ୍ଜାବ ଡେ’ର ମୁଖ୍ୟ ଅମୃତପାଲ ସିଂଙ୍କୁ ଶେଷରେ ପୋଲିସ ଗିରଫ କରିଛି। ପଞ୍ଜାବ ପୋଲିସ ପଳାତକ ଅମୃତପାଲ ସିଂଙ୍କୁ…

3 years ago

ଦଶମ ଶ୍ରେଣୀ ପାଠ୍ୟକ୍ରମରୁ ଡାର୍‌ଓ୍ବିନ୍‌ ତତ୍ତ୍ୱ ବାଦ୍‌

ନୂଆଦିଲ୍ଲୀ,୨୩।୪: ଏନ୍‌ସିଇଆର୍‌ଟି ପୁସ୍ତକର ଦଶମ ଶ୍ରେଣୀ ବିଜ୍ଞାନ ପାଠ୍ୟକ୍ରମରୁ ଡାର୍‌ଓ୍ବିନ୍‌ଙ୍କ ଜୈବ ବିବର୍ତ୍ତନ ତତ୍ତ୍ୱକୁ ବାଦ୍‌ ଦିଆଯାଇଥିବାରୁ ବୈଜ୍ଞାନିକମାନେ ଏହାର ନିନ୍ଦା କରିଛନ୍ତି। ପ୍ରାୟ ୧,୮୦୦ ବୈଜ୍ଞାନିକ,…

3 years ago