ଜାତୀୟ

ନ୍ୟୁୟର୍କ-ନୂଆଦିଲ୍ଲୀ ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲେ ବ୍ୟକ୍ତି

ନୂଆଦିଲ୍ଲୀ,୨୪।୪: ନ୍ୟୁୟର୍କ-ନୂଆଦିଲ୍ଲୀ ଆମେରିକୀୟ ଏୟାରଲାଇନ୍ସର ବିମାନରେ ଜଣେ ଭାରତୀୟ ବ୍ୟକ୍ତି ରବିବାର ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଗିରଫ ହୋଇଛନ୍ତି। ମଦ୍ୟପାନ କରି ବ୍ୟକ୍ତି ଜଣଙ୍କ ଏଭଳି…

3 years ago

ଅତିକଙ୍କ କାର୍ଯ୍ୟାଳୟରେ ପଡିଛି ରକ୍ତ ଛିଟା, ଛୁରୀ, ପୋଲିସର ତଦନ୍ତ ଆରମ୍ଭ

ଲକ୍ଷ୍ନୌ,୨୪।୪: ପ୍ରୟାଗରାଜରେ ମାଫିଆ ଅତିକ ଅହମ୍ମଦଙ୍କ କାର୍ଯ୍ୟାଳୟରେ ପୋଲିସ ପହଞ୍ଚି ଯାଞ୍ଚ କରିଛି। ଯାଞ୍ଚ ବେଳେ ପୋଲିସ କାର୍ଯ୍ୟାଳୟର ସ୍ଥାନେ ସ୍ଥାନେ ରକ୍ତ ଛିଟା ଏବଂ ଛୁରୀ…

3 years ago

ପାକିସ୍ତାନୀ ମୂଳ ଲେଖକ ତାରିକ ଫତେହଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୪: ଦୀର୍ଘ ଦିନର ଅସୁସ୍ଥତା ପରେ ପାକିସ୍ତାନୀ ମୂଳ ଲେଖକ ତାରିକ ଫତେହଙ୍କ ସୋମବାର ପରଲୋକ ଘଟିଛି। ସେ ୭୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ…

3 years ago

ବିରୋଧୀଙ୍କୁ ଏକଜୁଟ କରିବାକୁ ପ୍ରୟାସ: ମମତାଙ୍କ ପରେ ଅଖିଳେଶଙ୍କୁ ଭେଟିଲେ ନୀତୀଶ

ଲକ୍ଷ୍ନୌ,୨୪।୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଲକ୍ଷ୍ନୌର ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି। ବୈଠକରେ…

3 years ago

କର୍ନାଟକ ବିଧାନସଭା ନିର୍ବାଚନ: ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲା ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୨୪।୪: ତାମିଲନାଡୁର ବିରୋଧୀ ଦଳ ନେତା କେ ପାଲାନିସ୍ବାମୀ ନେତୃତ୍ୱାଧୀନ ଦଳ ଏଆଇଏଡିଏମ୍‌କେ ସୋମବାର କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ଦଳର ଏକମାତ୍ର ପ୍ରାର୍ଥୀପତ୍ରକୁ ପ୍ରତ୍ୟାହାର କରିନେଇଛି।…

3 years ago

କୋଚିରେ ପହଞ୍ଚି ପଦଯାତ୍ରା କଲେ ପ୍ରଧାନମନ୍ତ୍ରୀ

ଥିରୁଭାନନ୍ତପୁରମ,୨୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କେରଳରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କେରଳର ଅନେକ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ବରିଷ୍ଠ…

3 years ago

ଅତିଫ, ଅଶ୍ରଫ ହତ୍ୟା ଘଟଣାର ତଦନ୍ତ ପାଇଁ କମିଟି ଗଠନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୪:ଗ୍ୟାଙ୍ଗଷ୍ଟର ଅତିଫ ଏବଂ ଅଶ୍ରଫଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ ଏକ ଯାଞ୍ଚ କମିଟି ଗଠନ ପାଇଁ ଏକ ଆବେଦନ ଶୁଣାଣି…

3 years ago

ସ୍ତ୍ରୀଙ୍କ କ୍ୟାନସର ଅପରେଶନ ସଫଳ, ଟୁଇଟ୍‌ କରି ସ୍ବାସ୍ଥ୍ୟ ଅପ୍‌ଡେଟ ଦେଲେ ସିଦ୍ଧୁ

ଚଣ୍ଡିଗଡ,୨୪।୪: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୌର ସିଦ୍ଧୁଙ୍କ ଅପରେଶନ ସଫଳ ହୋଇଛି। ସିଦ୍ଧୁ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।…

3 years ago

ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ‘ଅପରେଶନ କାବେରୀ’ ଆରମ୍ଭ

ନୂଆଦିଲ୍ଲୀ,୨୪।୪: ଆଫ୍ରିକୀୟ ଦେଶ ସୁଦାନରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ଚାଲିଥିବା ବିବାଦରେ ଏ ପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଭାରତ ସମେତ…

3 years ago

‘୨ରୁ ଅଧିକ ସନ୍ତାନ ଥିବା ଏମ୍‌ପି-ବିଧାୟକଙ୍କୁ ନିର୍ବାଚନ ଲଢିବା ଉପରେ ରୋକ୍‌ ଲଗାଇବା ଉଚିତ୍‌’

ନୂଆଦିଲ୍ଲୀ,୨୪।୪: କଂଗ୍ରେସ ଦଳର ବରିଷ୍ଠ ନେତା ଅଜିତ ପାୱାର ଭାରତର ଜନସଂଖ୍ୟାକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପୁଣେର ବାରାମତୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ…

3 years ago