ନୂଆଦିଲ୍ଲୀ,୨୬।୬: ରାଜଧାନୀ ଦିଲ୍ଲୀରେ ବିଜୁଳି ମହଙ୍ଗା ହୋଇପାରେ। ଦିଲ୍ଲୀ ବିଦ୍ୟୁତ ନିୟମାକ ଆୟୋଗ (ଡିଇଆରସି) ଶକ୍ତି କ୍ରୟ ଚୁକ୍ତି ଉପରେ ଦର ବଢାଇବାକୁ ମଞ୍ଜୁରୀ ଦେଇଛି। ଏହାପରେ…
ମୁମ୍ବାଇ,୨୬।୬: ରାଜନୀତିର ଗଳି କନ୍ଦିରେ ଚର୍ଚ୍ଚା ହେଉଛି କି ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ ନାମୀ ନେତା ପଙ୍କଜା ମୁଣ୍ଡେଙ୍କୁ ବାରମ୍ବାର ଅଣଦେଖା କରାଯାଉଛି। ଇତିମଧ୍ୟରେ ମହାରାଷ୍ଟ୍ରରେ…
ହାଇଦ୍ରାବାଦ,୨୬।୬ : ଜୁନ ୨୩ ରେ, ବିହାରର ରାଜଧାନୀ ପାଟନାରେ ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ବିରୋଧରେ…
ଚେନ୍ନାଇ,୨୬।୬ : ତାମିଲନାଡୁର ଗିରଫ ହୋଇଥିବା ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ସ୍ତ୍ରୀ ମାଡ୍ରାସ ହାଇକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଭାଜପା…
ଭୋପାଳ,୨୬।୬ : ଭାରତୀୟ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ଏମପି ହରଦ୍ୱାର ଦୁବେଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ତାଙ୍କ…
ଶ୍ରୀନଗର,୨୬।୬: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନଆଇଏ)ସୋମବାର ଘାଟିରେ ପ୍ରାୟ ଅଧା ଡଜନ ସ୍ଥାନରେ ଚଢାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀ ଗତିବିଧି ସମ୍ପର୍କିତ ଏକ ମାମଲାର ଯାଞ୍ଚ…
ନୂଆଦିଲ୍ଲୀ,୨୬।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଳମ୍ବିତ ରାତିରେ ତାଙ୍କ ବିଦେଶ ଗସ୍ତରୁ ଭାରତ ଫେରିଛନ୍ତି। ଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଭାଜପା ରାଷ୍ଟ୍ରୀୟ…
ନୂଆଦିଲ୍ଲୀ, ୨୬ା୬ : ଦ୍ରୌପଦୀ ମୁର୍ମୁ କମ୍ ସମୟ ମୋବାଇଲ ଫୋନ୍ ବ୍ୟବହାର କରିଥାନ୍ତି। ସେଥିପାଇଁ ସେ ସମ୍ଭବତଃ ତାଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଲ୍କୁ ହରାଇଥିଲେ…
ରାଞ୍ଚି, ୨୫ା୬(ପି.ଟି.) : ଦେଶର ଆଦିବାସୀମାନଙ୍କ ପରିଚୟ ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ଥିବା ଏକକ ଦଓ୍ବୋନି ସଂହିତା (ୟୁସିସି) ଚିନ୍ତାଧାରାକୁ ପ୍ରତ୍ୟାହାର କରିନେବା ଲାଗି…
ନୂଆଦିଲ୍ଲୀ, ୨୬ା୬ : ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ପ୍ରତିରକ୍ଷା ଭିତ୍ତିଭୂମି ନିର୍ମାଣ ଲାଗି ପାକିସ୍ତାନକୁ ଚାଇନା ସହାୟତା ଯୋଗାଇ ଦେଇଆସୁଛି। ସୀମାରେ ଯୋଗାଯୋଗ ଟାଓ୍ବାର ନିର୍ମାଣ,…