ଜାତୀୟ

ସେନ୍ଥଲି ବାଲାଜୀଙ୍କ ସ୍ତ୍ରୀ ହାଇକୋର୍ଟରେ ଦାଖଲ କଲେ ବନ୍ଦୀ ପ୍ରତ୍ୟକ୍ଷୀକରଣ ଆବେଦନ, ଇଡି କଲା ବିରୋଧ…

ଚେନ୍ନାଇ,୨୭।୬ : ଚାକିରି ବଦଳରେ ନଗଦ ଅର୍ଥ ମାମଲାରେ ଗିରଫ ହୋଇଥିବା ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ସ୍ତ୍ରୀ ମାଡ୍ରାସ ହାଇକୋର୍ଟରେ ବନ୍ଦୀ ପ୍ରତ୍ୟକ୍ଷୀକରଣ (ହାବିସ…

3 years ago

ଜରୁରୀ ଅବତରଣ କଲା ମମତା ବାନାର୍ଜୀଙ୍କ ହେଲିକପ୍ଟର

କୋଲକାତା,୨୭।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଛି। ଜଲପାଇଗୁଡିର କ୍ରିଣ୍ଟିଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ…

3 years ago

ୟୁସିସି ସପକ୍ଷରେ ମନ୍ତବ୍ୟ ଦେଲେ ମୋଦି: ପାକିସ୍ତାନ-ବାଂଲାଦେଶରେ ବି ନାହିଁ ତିନ୍‌ ତଲାକ୍‌…

ଭୋପାଳ,୨୭।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନର ଶଙ୍ଖନାଦ କରିଛନ୍ତି। ଭୋପାଳରେ ସେ ‘ମେରା ବୁଥ, ସବସେ ମଜବୁତ’ କାର୍ଯ୍ୟକ୍ରମରେ ବିରୋଧୀ ଦଳଙ୍କୁ କଡ଼ା…

3 years ago

କଂଗ୍ରେସର ନୂଆ କାର୍ଯ୍ୟ କମିଟି ଗଠନ ପୂର୍ବରୁ ସୋନିଆଙ୍କୁ ଭେଟିଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୬: ଆସନ୍ତା ଲୋକ ସଭା ତଥା ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ନୂତନ ଦଳ ପ୍ରସ୍ତୁତ କରୁଛି। ଏହାକୁ ନେଇ ଘନଘନ ବୈଠକ ବସୁଛି।…

3 years ago

କର୍ମୀଙ୍କୁ ‘ବୁଥ ବିଜୟ’ର ମନ୍ତ୍ର ଦେଲେ ମୋଦି

ଭୋପାଳ,୨୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟପ୍ରଦେଶର ଭୋପାଳରେ ପହଞ୍ଚି ୫ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପହାର ଦେଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ରାନୀ କମଲାବତୀ ରେଳ…

3 years ago

‘କାମ ନାହିଁ ତ ଟଙ୍କା ନାହିଁ’, ନୋ ଓ୍ବାର୍କ ନୋ ପେ ହ୍ବିପ ଜାରି କଲେ ମଣିପୁର ସରକାର, କହିଲେ ଆସିବାକୁ ପଡ଼ିବ ଅଫିସ

ଇମ୍ଫାଲ,୨୭।୬: ହିଂସା ପ୍ରଭାବିତ ରାଜ୍ୟ ମଣିପୁରରେ ସରକାର ଏବଂ ସୁରକ୍ଷା ଏଜେନ୍ସିର ସମସ୍ତ ପ୍ରାୟାସ ସତ୍ତ୍ୱେ ହିଂସା ବନ୍ଦ ହେବାର ନାଁ ନେଉନାହିଁ। ଭାରତୀୟ ସେନା ଏବଂ…

3 years ago

ତିନି ପାର୍ଶ୍ୱରୁ ରହିବ ରାମ ମନ୍ଦିରର ସୁରକ୍ଷା: ଖର୍ଚ୍ଚ ହେବ ୩୮ କୋଟି

ଲକ୍ଷ୍ନୌ,୨୭।୬: ରାମଲଲା ମନ୍ଦିରର ସୁରକ୍ଷା ଯୋଜନାରେ ପ୍ରାୟ ୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ପାଣ୍ଠି ଅନୁମୋଦନ ହୋଇଛି ଏବଂ ନିର୍ମାଣ ଦାୟିତ୍ୱ ଉତ୍ତରପ୍ରଦେଶ ୟୁପି ନିର୍ମାଣ…

3 years ago

ଗୋଟିଏ ପଟକୁ ଢଳିଲା ବଦ୍ରିନାଥ-କେଦାରନାଥ ମଧ୍ୟରେ ଥିବା ଐତିହାସିକ ମନ୍ଦିର

ଚାମୋଲି,୨୭।୬: ଉତ୍ତରାଖଣ୍ଡର ସୀମାନ୍ତ ଜନପତ ଚାମୋଲିର ମୁଖ୍ୟାଳୟ ଗୋପେଶ୍ୱରରେ ଭଗବାନ ଗୋପିନାଥଙ୍କ ମନ୍ଦିର ଗୋଟିଏ ପଟକୁ ଢଳି ପଡିଥିବା ଜଣାପଡିଛି। ଏହାସହ ଗର୍ଭଗୃହରେ ପାଣି ପଡୁଥିବା କୁହାଯାଉଛି।…

3 years ago

୫ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୋପାଳ,୨୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭୋପାଳ ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭୋପାଳର ରାନୀ କମଲାପତୀ ରେଳ ଷ୍ଟେଶନରୁ ଭୋପାଳ-ଇନ୍ଦୋର ବନ୍ଦେ…

3 years ago

ଦିଲ୍ଲୀ-ପୋର୍ଟ ବ୍ଲେୟାର ଯାଉଥିବା ଏୟାର ଇଣ୍ଡିଆ ବିମାନ ଡାଇଭର୍ଟ

ନୂଆଦିଲ୍ଲୀ, ୨୭।୬: ଦିଲ୍ଲୀରୁ ପୋର୍ଟ ବ୍ଲେୟାର ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ଖରାପ ପାଗ ହେତୁ ରବିବାର (ଜୁନ ୨୫)ରେ ଡାଇଭର୍ଟ କରାଯାଇଥିଲା। ଏହି ବିମାନରେ…

3 years ago