ଜାତୀୟ

ତେଲଙ୍ଗାନା ନିର୍ବାଚନ: ବିଆରଏସ୍‌ ଜାରି କଲା ୧୧୫ ପ୍ରାର୍ଥୀଙ୍କ ତାଲିକା, ୨ ଆସନରେ ଲଢିବେ କେସିଆର

ହାଇଦ୍ରାବାଦ,୨୧।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ସୋମବାର ବିଆରଏସ୍‌ର୧୧୫ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକାରେ ୭ଜଣ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରାଯାଇଛି।…

3 years ago

ବିମାନବନ୍ଦରରେ ଏମ୍‌ପିଙ୍କୁ ସୁବିଧା ସୁଯୋଗ ନ ମିଳିବା ଅଭିଯୋଗ, ଇଣ୍ଡିଗୋକୁ ସମନ

ନୂଆଦିଲ୍ଲୀ,୨୧।୮: ଲୋକ ସଭାର ପ୍ରିଭିଲେଜ୍‌ କମିଟି ଇଣ୍ଡିଗୋ ଏୟାରଲାଇନ୍ସର ଏମଡି ରାହୁଲ ଭାଟିଆଙ୍କୁ ସମନ ପଠାଇ ଅଗଷ୍ଟ ୩୦ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଏମ୍‌ପିମାନେ…

3 years ago

ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ସାପ

ବିଲାସପୁର,୨୧।୮: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସୋମବାର ସାପ ଦଂଶନରୁ ଅଳ୍ପକେ ବର୍ତ୍ତିଛନ୍ତି। ବିଲାସପୁରରେ ଗଣମାଧ୍ୟମକୁ ସମ୍ବୋଧିତ କରୁଥିବାବେଳେ ତାଙ୍କ ପାଦ ତଳେ ସାପ ଆସିଯାଇଥିଲା। ସାପ…

3 years ago

ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ ବୈଠକରେ ସାମିଲ ହେବ ଏଏପି

ନୂଆଦିଲ୍ଲୀ,୨୧।୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ହେବାକୁ ଥିବା ‘ଇଣ୍ଡିଆ’ର ବୈଠକରେ ଆମ ଆଦମୀ ପାର୍ଟି (ଏଏପି) ସାମିଲ ହେବ। ଏହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନିଶ୍ଚିତ…

3 years ago

ଗଜେନ୍ଦ୍ର ସିଂ ଶେଖାୱାତଙ୍କ ମାନହାନି ମାମଲାରେ କୋର୍ଟରେ ହାଜର ହେଲେ ଗେହଲଟ

ଜୟପୁର,୨୧।୮: ରାଜସ୍ଥାନ ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କ ଅଭିଯୋଗ କ୍ରମେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମସ୍ୟା ବଢିପାରେ। ଏହି…

3 years ago

ସୁପ୍ରିମକୋର୍ଟରୁ ମମତା ସରକାରଙ୍କୁ ବଡ ଝଟକା

ନୂଆଦିଲ୍ଲୀ,୨୧।୮: ନିଯୁକ୍ତି ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ବଡ ଝଟକା ଦେଇଛନ୍ତି। ସୁପ୍ରିମକୋର୍ଟ ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ଏବଂ ଇଡି ପଚରାଉଚରା ଉପରେ…

3 years ago

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରକୁ ଜୋତା ମାଡ

ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ସମାଜବାଦୀ ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରେ ଜୋତା ମାଡ ହୋଇଛି। ଏକ କାର୍ଯ୍ୟକ୍ରମରେ ଏହି ଘଟଣା ଘଟିଛି।…

3 years ago

ଗେହଲଟଙ୍କୁ ଅହଙ୍କାରୀ କହିଲେ କଂଗ୍ରେସ ନେତା

ଜୟପୁର,୨୧।୮: ରାଜସ୍ଥାନରେ ରାଜୀବ ଗାନ୍ଧୀଙ୍କ  ଜୟନ୍ତୀ ପାଳନ ହୋଇଛି। ସଙ୍ଗୋତର କନବାସରେ ମଧ୍ୟ ରାଜୀବ ଗାନ୍ଧୀଙ୍କ  ଜୟନ୍ତୀ କରାଯାଇଛି। ଏହି ସମୟରେ ଏଠାରେ ପୂର୍ବତନ ମନ୍ତ୍ରୀ ତଥା…

3 years ago

‘ନୀତିଶ କୁମାରଙ୍କ ନାଁ ବି ବଦଳିଯିବ’

ପାଟନା,୨୧।୮: ପାଟନାରେ ଏକ ପାର୍କର ନାମ ପରିବର୍ତ୍ତନ କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ତେଜ ପ୍ରତାପ ଯାଦବ। ଏହାକୁ ରାଜନୀତି ସରଗରମ ହୋଇଛି। କଙ୍କଡବାଗରେ…

3 years ago

ରଘୁରାଜ ପ୍ରତାପଙ୍କୁ ଭେଟିଲେ ରଜନୀକାନ୍ତ

ଲକ୍ଷ୍ନୌ,୨୧।୮: ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଜନୀକାନ୍ତ ସୋମବାର ଜନସତ୍ତା ଦଳର ସଭାପତି ତଥା କୁଣ୍ଡା ବିଧାୟକ ରଘୁରାଜ ପ୍ରତାପ ସିଂଙ୍କୁ ଭେଟିଛନ୍ତି। ରଜନୀକାନ୍ତ ସୋମବାର ସକାଳେ…

3 years ago