ମୁମ୍ବାଇ,୭।୭: ଶିବସେନା(ୟୁବିଟି) ଏମପି ସଞ୍ଜୟ ରାଉତ ଶୁକ୍ରବାର କହିଛନ୍ତି, ଆମେ ଆଶା କରୁଛୁ ରାହୁଲ ଗାନ୍ଧୀଙ୍କୁ ଉପର କୋର୍ଟରୁ ‘ମୋଦି ସରନେମ’ ମାନହାନି ମାମଲାରେ ନ୍ୟାୟ ମିଳିବ।…
ନୂଆଦିଲ୍ଲୀ,୭ା୭: ନୂଆଦିଲ୍ଲୀର ସରାଇ ରୋହିଲ୍ଲା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ୫୫ ବର୍ଷୀୟ ମହିଳାଙ୍କୁ ତାଙ୍କ ଝିଅଙ୍କ ପୂର୍ବତନ ପ୍ରେମିକ ଗୁଳିକରି ହତ୍ୟା କରିଥିବା ଜଣାପଡିଛି।…
ମୁମ୍ବାଇ,୭।୭: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଭାଜପା ନେତା ପଙ୍କଜା ମୁଣ୍ଡେ ସ୍ପଷ୍ଟ କରିଛନ୍ତି ଯେ, ସେ ଭାଜପା ଛାଡୁ ନାହାଁନ୍ତି। ଏଥିସହ ରାହୁଲ ଗାନ୍ଧୀ…
ବେଙ୍ଗାଲୁରୁ,୭।୭: କର୍ନାଟକ ବିଧାନସଭାରେ ଶୁକ୍ରବାର ନବନିର୍ବାଚିତ କଂଗ୍ରେସ ସରକାର ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି।ଏହି ବଜେଟ ଅଧିବେଶନରେ ସରକାର କିଛି ଗୁରୁତ୍ୱପୂର୍ଣ୍ଣ…
ଜେନେଭା,ନୂଆଦିଲ୍ଲୀ,୭।୭: ଆତଙ୍କବାଦୀ ଚିନ୍ତାଧାର ରଖିଥିବା ପାକିସ୍ତାନ ନିଜ କାର୍ଯ୍ୟକଳାପ କିମ୍ବା ବ୍ୟବହାରରେ କ୍ଷାନ୍ତ ହେଉନାହିଁ। ନିକଟରେ ହୋଇଥିବା ଏସସିଓ ସମ୍ମିଳନୀରେ ପାକିସ୍ତାନର ନାଁ ନେଇ ତାକୁ ଟାର୍ଗେଟ…
ନୂଆଦିଲ୍ଲୀ,୭।୭: ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯ୍ୟାତନା ମାମଲାରେ ଦିଲ୍ଲୀ କୋର୍ଟ ରେସଲିଂ ଫେଡେରେଶନର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ଏମ୍ପି ବ୍ରିଜ୍ଭୂଷଣ ଶରଣ ସିଂ ଏବଂ ବିନୋଦ…
ନୂଆଦିଲ୍ଲୀ,୭।୭: ମୋଦି ସରନେମ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ରାୟ ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।ସେ ଏକ କବିତା ଲେଖି ଟୁଇଟ…
ଅଗରତାଲା,୭।୭: ତ୍ରିପୁରା ବିଧାନସଭାରେ ୫ ବିଧାୟକଙ୍କୁ କାର୍ଯ୍ୟରେ ବାଧା ଉପୁଜାଇବାରୁ ନିଲମ୍ବିତ କରାଯାଇଛି। ସ୍ପିକର ବିଶ୍ୱାବଂଧ ସେନ ସିପିଆଇ(ଏମ) ବିଧାୟକ ନୟନ ସରକାର, କଂଗ୍ରେସର ସୁଦିପ ରାୟ…
ନୂଆଦିଲ୍ଲୀ, ୭।୭: ମାକଡୋନାଲ୍ଡସ ଇଣ୍ଡିଆ ଏକ ବଡ ଘୋଷଣା କରିଛି। ମାକଡୋନାଲ୍ଡ ଇଣ୍ଡିଆ (ଉତ୍ତର ଏବଂ ପୂର୍ବ)ରେ ଏହାର ଫୁଡ୍ ପ୍ରଡକ୍ଟସ୍ ତାଲିକାରୁ ଟମାଟୋକୁ ହଟାଇବାକୁ ନିଷ୍ପତ୍ତି…
ମୁମ୍ବାଇ,୭।୭: ମହାରାଷ୍ଟ୍ରରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଉଦ୍ଧବ ଠାକରେକୁ ବଡ଼ ଝଟକା ଲାଗିଛି। ବିଧାନ ପରିଷଦର ଉପସଭାପତି ନୀଲମ ଗୋରେ ଶିନ୍ଦେ ଦଳରେ ସାମିଲ ହେବେ। କିଛି…