ଜାତୀୟ

ଓମ ବିର୍ଲାଙ୍କୁ ମନାଇବାକୁ ଚେଷ୍ଟା

ନୂଆଦିଲ୍ଲୀ,୩।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାର ବାର ଦିନ ବିତି ଗଲାଣି, କିନ୍ତୁ ମଣିପୁର ପ୍ରସଙ୍ଗରେ ଉତ୍ତେଜନା ଥିବାରୁ ଗୃହର ପ୍ରକ୍ରିୟା ସୁରୁଖୁରୁରେ ଚାଲିନାହିଁ। ଏମପିଙ୍କ…

3 years ago

ହେମା-କ୍ୟାଟ୍ରିନାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଭାଜପା ବିଧାୟକ…

ଭୋପାଳ,୩।୮ : ମଧ୍ୟପ୍ରଦେଶର ଦାମୋହ ଜିଲାର ଜାବେରାର ଭାଜପା ବିଧାୟକ ଧର୍ମେନ୍ଦ୍ର ସିଂ ଲୋଧିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ…

3 years ago

ଜ୍ଞାନବ୍ୟାପୀ ସର୍ଭେକୁ ନେଇ ପ୍ରତିକ୍ରିୟା ରଖିଲେ ସୁଶୀଲ ମୋଦି

ପାଟନା,୩।୮: ଜ୍ଞାନବ୍ୟାପୀ ମସଜିଦରେ ଏଏସଆଇ ସର୍ଭେକୁ ସବୁଜ ସଙ୍କେତ ମିଳିଛି। ଗୁରୁବାର ମୁସଲିମ ପକ୍ଷର ଆବେଦନକୁ ପ୍ରତ୍ୟାଖ୍ୟାନ କରି ଆହ୍ଲାବାଦ ହାଇକୋର୍ଟ କ୍ୟାମ୍ପସର ଏଏସଆଇ ସର୍ଭେକୁ ସବୁଜ…

3 years ago

କଣ୍ଟେଣ୍ଟ ବ୍ଲକିଂ ମାମଲା: କର୍ନାଟକ ହାଇକୋର୍ଟଙ୍କ ରାୟକୁ ବଡପୀଠରେ ଚ୍ୟାଲେଞ୍ଜ କଲା ଏକ୍ସ

ନୂଆଦିଲ୍ଲୀ,୩।୮: ମାଇକ୍ରୋ ବ୍ଲଗିଂ ଆପ୍‌ ଟ୍ବିଟର ନିଜର ନାମ ପରିବର୍ତ୍ତନ କରି ଏକ୍ସ କରିଛି। ତେବେ ନିକଟରେ କଣ୍ଟେଣ୍ଟ ବ୍ଲକିଂ ମାମଲାରେ କର୍ନାଟକ ହାଇକୋର୍ଟର ଏକକ ବେଞ୍ଚ…

3 years ago

ଭୋପାଳ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୋପାଳ,୩।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ଗସ୍ତ କରିଛନ୍ତି। ସେ ସେଠାରେ ରବିନ୍ଦ୍ର ଭବନରେ ଉତ୍କର୍ଷ-ଉନ୍ମେଷ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେଠାରେ…

3 years ago

ମଧ୍ୟାହ୍ନ ୧୨ଟା ୨୩ରେ ଶୂନ ଛାୟା ଦିବସ ପାଳିତ…

ହାଇଦ୍ରାବାଦ,୩।୮ : ହାଇଦ୍ରାବାଦରେ ଗୁରୁବାର ମଧ୍ୟାହ୍ନ ୧୨ଟା ୨୩ରେ ଶୂନ ଛାୟା ଦିବସ (ଜିରୋ ଶ୍ୟାଡୋ ଡେ) ପାଳିତ ହୋଇଛି। ଏହି ସମୟ ଏକ ବିରଳ ଘଟଣାର…

3 years ago

‘ହିନ୍ଦୁ ମୁସଲମାନ ଗୋଟିଏ ଥାଳିରେ ବସି ଖାଆନ୍ତୁ’, ଏମିତି ପ୍ରାର୍ଥନା କରିଥିବା ଇମାମଙ୍କୁ ହତ୍ୟା

ଗୁରୁଗ୍ରାମ,୩।୮: ହରିୟାଣା ନୁହରେ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାର ପ୍ରଭାବ ଗୁରୁଗ୍ରାମରେ ବି ଦେଖିବାକୁ ମିଳିଛି। ଗୁରୁଗ୍ରାମର ଅଞ୍ଜୁମାନ ମସଜିଦରେ କିଛି ଲୋକ ନିଆଁ ଲଗାଇ ଦେଇଥିଲେ…

3 years ago

କାମେରୁନରେ କଫ୍‌ ସିରପ ପିଇ ଶିଶୁ ମୃତ୍ୟୁ ମାମଲା: ମଧ୍ୟପ୍ରଦେଶ କଫ୍‌ ସିରପ କମ୍ପାନୀର ଫ୍ୟାକ୍ଟ୍ରେରୀ ସିଲ୍‌, ମାମଲା ରୁଜୁ

ନୂଆଦିଲ୍ଲୀ,୩।୮: ଭାରତ ନିର୍ମିତ କଫ୍‌ ସିରପରେ କାମେରୁନରେ ୬ଜଣ ଶିଶୁଙ୍କ ମୃତ୍ୟୁ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର। କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ…

3 years ago

ଦିଲ୍ଲୀର ମଖ୍ୟମନ୍ତ୍ରୀ ହେବା ଅପେକ୍ଷା କ୍ଷେତରେ ଫାଉଡା ଚଲାଇବା ଭଲ: ସଞ୍ଜୟ ସିଂ

ନୂଆଦିଲ୍ଲୀ,୩।୮: ରାଜଧାନୀ ଦିଲ୍ଲୀରେ ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ମାମଲାକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଗୁରୁବାର ସଞ୍ଜୟ ସିଂ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି…

3 years ago

‘ମହାରାଷ୍ଟ୍ରକୁ ମଣିପୁର ଭଳି କରିବାକୁ ଚାହୁଁଛି ଭାଜପା’

ମୁମ୍ବାଇ,୩।୮:ମହାରାଷ୍ଟ୍ରରେ ହିନ୍ଦୁତ୍ୱ କାର୍ଯ୍ୟକର୍ତ୍ତା ସମ୍ବାଜୀ ଭିଡେଙ୍କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। କଂଗ୍ରେସ ନେତା ତଥା ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ କହିଛନ୍ତି, ମହାରାଷ୍ଟ୍ର…

3 years ago