ଜାତୀୟ

ରାତି ୪ଟାରେ ପ୍ରଧାନମନ୍ତ୍ରୀ ମୋତେ କଲ କରିଥିଲେ:ଶାହା

ନୂଆଦିଲ୍ଲୀ,୧୦।୮: ଗତ ଦୁଇ ଦିନ ଧରି ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେଉଛି। ଆଲୋଚନାର ଦ୍ୱିତୀୟ ଦିନରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଣିପୁର ପ୍ରସଙ୍ଗରେ ଭାଷଣ…

3 years ago

ରେପୋ ରେଟ ଅପରିବର୍ତ୍ତିତ: ମୁଦ୍ରା ନୀତି ଘୋଷଣା…

ନୂଆଦିଲ୍ଲୀ,୧୦।୮ : ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗୁରୁବାର ପୂର୍ବାହ୍ନ ୧୦ଟାରେ ମୁଦ୍ରା ନୀତି କମିଟିର ସୁଧ ହାର ନିଷ୍ପତ୍ତି ଘୋଷଣା କରିଛନ୍ତି। ବିଶ୍ୱ ର୍ଅନୈତିକ ଅନିଶ୍ଚିତତା…

3 years ago

ନିଜକୁ ଅମିତ ଶାହାଙ୍କ ସିକ୍ୟୁରିଟି ଗାର୍ଡ କହି ଏସ୍‌ଡିଏମ୍‌ଙ୍କୁ ଧମକ ଦେଲେ କନଷ୍ଟେବଳ

ନୂଆଦିଲ୍ଲୀ,୧୦।୮: ଜମି ବିବାଦକୁ ନେଇ ଧିମରର୍ଖେଡା ଏସଡିଏମ କାର୍ଯ୍ୟାଳୟରେ ପହଞ୍ଚିଥିବା କନଷ୍ଟେବଳ ନିଜକୁ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ବୋଲି ବର୍ଣ୍ଣନା…

3 years ago

ଆସାମ ରାଇଫଲ୍ସ ଯବାନଙ୍କ ବିରୋଧରେ ଏଫଆଇଆର, ମଣିପୁର ଅପରେଶନ ଉପରେ ପକାଇବ ନାହିଁ କୌଣସି ପ୍ରଭାବ

ନୂଆଦିଲ୍ଲୀ,୧୦।୮: ମଣିପୁରରେ ପ୍ରାୟ ୩ ମାସହେବ ହେବ ହିଂସା ଲାଗି ରହିଥିବା ବେଳେ ସେଠାରେ କର୍ଫ୍ୟୁ ଭଳି ପରିସ୍ଥିତି ଏବେବି ଲାଗି ରହିଛି। ଏହାରି ଭିତରେ ସାରା…

3 years ago

ପୀଡିତାଙ୍କ ପାଇଁ ବଳାତ୍କାର ଯେତିକି ଭୟଙ୍କର, ମିଥ୍ୟା ଅଭିଯୋଗ ତାହାଠୁ ଅଧିକ ଅପମାନଜନକ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୦।୮ : ସୁପ୍ରିମକୋର୍ଟ କହିଛନ୍ତି ବଳାତ୍କାର ପୀଡିତାଙ୍କୁ ସବୁଠାରୁ ବଡ ଦୁଃଖ, ଭୟ ଏବଂ ଅପମାନର କାରଣ ହୋଇଥିବାବେଳେ ଏକ ମିଥ୍ୟା ଅଭିଯୋଗ ଏହାଠାରୁ ଅଧିକ ପ୍ରଭାବ…

3 years ago

ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା ବାହିନୀକୁ ବଡ଼ ସଫଳତା

ଶ୍ରୀନଗର,୧୦।୮: ଜମ୍ମୁ କଶ୍ମୀରରେ ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା ବାହିନୀ ଏକ ବଡ଼ ସଫଳତା ପାଇଛନ୍ତି। ଦକ୍ଷିଣ କଶ୍ମୀରରେ ସଜାଗ ସେନା କର୍ମଚାରୀ ବୁଧବାର ବିଳମ୍ବିତ ରାତିରେ…

3 years ago

ରକ୍ତଚାପ-ଅପସ୍ମାର-ମଧୁମେହ-ମାଇଗ୍ରେନ ଔଷଧ ହେବ ଶସ୍ତା…

ନୂଆଦିଲ୍ଲୀ,୧୦।୮ : ରକ୍ତଚାପ-ଅପସ୍ମାର-ମଧୁମେହ ଏବଂ ମାଇଗ୍ରେନର ଚିକିତ୍ସାରେ ବ୍ୟବହୃତ ଔଷଧ ଶସ୍ତା ହେବ। କେନ୍ଦ୍ର ସରକାର ଏହି ଔଷଧଗୁଡ଼ିକୁ ମୂଲ୍ୟ ନିୟନ୍ତ୍ରଣ ଅଧୀନରେ ଆଣିଛନ୍ତି, ଯେଉଁ କାରଣରୁ…

3 years ago

ପ୍ରତ୍ୟେକ ମେଡିକାଲ କଲେଜକୁ ଦେବାକୁ ପଡିବ ବର୍ଷକର ବିବରଣୀ…

ନୂଆଦିଲ୍ଲୀ,୧୦।୮ : ଦେଶର ସମସ୍ତ ମେଡିକାଲ କଲେଜକୁ ବର୍ତ୍ତମାନ ରୋଗୀଙ୍କ ହିସାବ ଦେବାକୁ ପଡିବ। କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆ (କ୍ୟୁସିଆଇ) ମେଡିକାଲ କଲେଜଗୁଡ଼ିକ ପାଇଁ ୫୯…

3 years ago

ଅସଦାଚରଣ ଅଭିଯୋଗ: ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ସମୟପୂର୍ବରୁ ଅବସର…

ନୂଆଦିଲ୍ଲୀ,୧୦।୮ : ବାରମ୍ବାର ଅସଦାଚରଣ  ଅଭିଯୋଗରେ କେନ୍ଦ୍ର ସରକାର ବରିଷ୍ଠ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ସମୟ ପୂର୍ବରୁ ଅବସର ପ୍ରଦାନ କରିଛନ୍ତି। ଅଗଷ୍ଟ ୭ରେ ସ୍ବରାଷ୍ଟ୍ର…

3 years ago

ସଂସଦରେ ଡେଟା ସୁରକ୍ଷା ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୧୦ା୮: ଲୋକ ସଭାରେ ସୋମବାର ଗୃହୀତ ହୋଇଥିବା ଡେଟା ପ୍ରୋଟେକ୍ସନ ବିଲ୍‌, ୨୦୨୩ ବୁଧବାର ରାଜ୍ୟ ସଭାରେ ପାରିତ ହୋଇଛି। ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା…

3 years ago