ଜାତୀୟ

ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଏହି ଦାବି କଲେ ଅଭିଯୋଗକାରୀ

ନୂଆଦିଲ୍ଲୀ,୩୧।୭: ମୋଦି ଉପନାମ ସହ ଜଡିତ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆବେଦନ ଉପରେ ଅଭିଯୋଗକାରୀ ପୂର୍ଣ୍ଣେଶ ମୋଦି ସୁପ୍ରିମକୋର୍ଟରେ ନିଜର ଜବାବ ଦାଖଲ…

3 years ago

ଯାନ୍ତ୍ରିକ ତ୍ରୁଟି ଯୋଗୁ ଅବତରଣ କଲା ବିମାନ, ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଥିରୁଭାନନ୍ତପୁରମ୍‌, ୩୧।୭: ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଉଡ଼ାଣ ପରେ ସୋମବାର ଯାନ୍ତ୍ରିକ ତ୍ରୁଟି କାରଣରୁ ଥିରୁଭାନନ୍ତପୁରମ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ବିମାନଟି ନିରାପଦରେ ଅବତରଣ…

3 years ago

ଶୋଭାଯାତ୍ରା ବେଳେ ଉତ୍ତେଜନା: ଇଣ୍ଟରନେଟ୍‌ ସେବା ବନ୍ଦ, ୧୪୪ ଧାରା ଲାଗୁ

ଚଣ୍ଡିଗଡ,୩୧।୭: ହରିୟାଣାର ନୁହରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ଖବର ସାମ୍ନାକୁ ଆସୁଛି। ପୋଲିସ ଘଟଣାସ୍ଥଳରେ ମଧ୍ୟ ଉପସ୍ଥିତ ଅଛି। କୁହାଯାଉଛି ଯେ ବ୍ରିଜ ମଣ୍ଡଳ ଯାତ୍ରା…

3 years ago

‘ମଞ୍ଚ ଉପରେ ବସିଥିବା ନେତାଙ୍କୁ ନେଇ ସରକାର ଗଠନ ହୋଇ ନ ଥାଏ ବରଂ…’, ଶାହା

ଇନ୍ଦୋର,୩୧।୭: ମଧ୍ୟ ପ୍ରଦେଶକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଲଗାତର ଗସ୍ତ ସ୍ପଷ୍ଟ କରିଛି ଯେ ଏଥର ନିର୍ବାଚନ ସେ ନିଜ ନଜରରେ ଲଢିବେ। ଇନ୍ଦୋର ସଭାରେ…

3 years ago

ଲାଲୁଙ୍କ ପରିବାର ସହ ଜଡିତ ସମ୍ପତ୍ତି ଜବତ, ଜମି ବଦଳରେ ଚାକିରି ଦେବା ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ

ପାଟନା,୩୧।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଏବଂ ଅନ୍ୟମାନଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନାନୁସାରେ, ଜମି ବଦଳରେ ଚାକିରି ଦେବା ମାମଲାରେ…

3 years ago

ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ନବାଦା,(ବିହାର)୩୧।୭: ବିହାରର ବିରାଜୁଲି ଥାନା ଅଧୀନ ଗାରିବା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଘଟଣାରେ ୧୨ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଛନ୍ତି।…

3 years ago

ଏଲ୍‌ଜି ସାକ୍ସେନାଙ୍କୁ ଭେଟିବାକୁ ପହଞ୍ଚିଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୩୧।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କୁ ଭେଟିବାକୁ ପହଞ୍ଚିଛନ୍ତି। ଗୃହରେ ଦିଲ୍ଲୀ ସେବା ସହ ଜଡିତ ଏକ ବିଲ ଟେବୁଲର ରିପୋର୍ଟ ମଧ୍ୟରେ…

3 years ago

କୋଲାକାତା ହାଇକୋର୍ଟରୁ ଅଭିଷେକ ବାନାର୍ଜୀଙ୍କୁ ଝଟକା

କୋଲକାତା,୩୧।୭: କୋଲକାତା ହାଇକୋର୍ଟ ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଅଗଷ୍ଟ ୫ରେ ବରୋଧ ପ୍ରଦର୍ଶନ ଉପରେ ରୋକ ଲଗାଇ ଦେଇଛନ୍ତି। ୨୧ ଜୁଲାଇରେ ଟିଏମସିର ଶହୀଦ ଦିବସ…

3 years ago

ଆମେରିକାରେ ପାଳନ ହେବ ଶ୍ରୀ ଶ୍ରୀ ରବିଶଙ୍କର ଡେ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୧।୭: ଐତିହାସିକ ଗର୍ବର ମୁହୂର୍ତ୍ତରେ, ଭାରତୀୟ ଆଧ୍ୟାତ୍ମିକ ଗୁରୁ ଓ ମାନବତାବାଦୀ ଶ୍ରୀ ଶ୍ରୀ ରବିଶଙ୍କର ଏମିତି ପ୍ରଥମ ଓ ଏକମାତ୍ର ଆଧ୍ୟାତ୍ମିକ ଗୁରୁ, ଯାହାଙ୍କୁ ୩୦…

3 years ago

ମଣିପୁର ପ୍ରସଙ୍ଗକୁ ନେଇ ଗୋଆ ବିଧାନାସଭାରେ ହଟ୍ଟଗୋଳ: ସମସ୍ତ ବିରୋଧୀ ଦଳର ନେତା ୨ ଦିନ ପର୍ଯ୍ୟନ୍ତ ନିଲମ୍ବିତ

ପାଣାଜୀ,୩୧।୭: ମଣିପୁର ପ୍ରସଙ୍ଗରେ ସୋମବାର ଗୋଆ ବିଧାନସଭାରେ ହଟ୍ଟଗୋଳ ଦେଖାଦେଇଛି। ସମସ୍ତ ୭ ଜଣ ବିରୋଧୀ ଦଳର ସଦସ୍ୟଙ୍କୁ ହଙ୍ଗାମା ସୃଷ୍ଟି ପାଇଁ ଦୁଇ ଦିନ ପର୍ଯ୍ୟନ୍ତ…

3 years ago