ଜାତୀୟ

ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି, ସ୍କୁଲ, କଲେଜ ବନ୍ଦ

ପାଟନା,୩।୧୦: କେରଳରେ ପ୍ରବଳ ବର୍ଷା କାରଣରୁ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ଅଞ୍ଚଳ ଜଳମଗ୍ନ ରହିଥିବା ବେଳେ ଅନେକ ଲୋକ ରିଲିଫ କ୍ୟାମ୍ପରେ…

3 years ago

ବିହାର ଜାତି ସର୍ଭେ ମାମଲା: ୬ ଅକ୍ଟୋବରରେ ହେବ ଶୁଣାଣି

ନୂଆଦିଲ୍ଲୀ,୩।୧୦: ବିହାର ଜାତି ସର୍ଭେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। କୋର୍ଟ ୬ ଅକ୍ଟୋବରରେ ଶୁଣାଣି ପାଇଁ କହିଛନ୍ତି। ଏହି ମାମଲା ପୂର୍ବରୁ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ସର୍ଭେ…

3 years ago

ବିହାରର ଜାତି ସର୍ଭେ ଉପରେ ପ୍ରଥମ ପ୍ରତିକ୍ରିୟା ଦେଲେ ମାୟାବତୀ

ଲକ୍ଷ୍ନୌ,୩।୧୦: ବହୁ ଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ବିହାରର ଜାତି ସର୍ଭେ ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଭାରତୀୟ…

3 years ago

ନିଜ୍ଜର ମାମଲାରେ ଆହୁରି କଠୋର ହେଲା ଭାରତ, କାନାଡାର ୪୧ କୂଟନୀତିଜ୍ଞଙ୍କୁ ଫେରାଇ ନେବାକୁ ଦେଲା ନିର୍ଦ୍ଦେଶ

ନୂଆଦିଲ୍ଲୀ,୩।୧୦: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ବଡ ଖବର ଆସିଛି। କଠୋର ଆଭିମୁଖ୍ୟ ଗ୍ରହଣ କରି ଭାରତ କାନାଡାକୁ ଏହାର ୪୧କୂଟନୀତିଜ୍ଞଙ୍କୁ…

3 years ago

ପ୍ରୋଜେକ୍ଟ ଚିତା: ନାମିବିୟା, ଦକ୍ଷିଣ ଆଫ୍ରିକା ପରେ ଏବେ କେନିଆରୁ ଆସିବେ ଚିତା

ନୂଆଦିଲ୍ଲୀ,୩।୧୦: ପ୍ରଥମ ବର୍ଷରେ ନାମିବିୟା ଏବଂ ଦକ୍ଷିଣ ଆଫ୍ରିକାରୁ ଆଣିଥିବା ମୋଟ ୨୦ଟି ଚିତା ମଧ୍ୟରୁ ୬ଟି ଚିତାଙ୍କ ମୃତ୍ୟୁ ପରେ ଚିତା ପ୍ରକଳ୍ପରେ କିଛି ବଡ…

3 years ago

ଜାତି ଭିତ୍ତିକ ଜନ ଗଣନାକୁ ନେଇ ଖୁସି ନୁହଁନ୍ତି ଟ୍ରାନ୍ସଜେଣ୍ଡର

ପାଟନା,୩।୧୦: ବିହାରର ନୀତୀଶ ସରକାର ସୋମବାର ଜାତି ଭିତ୍ତିକ ସର୍ଭେ ରିପୋର୍ଟ ପ୍ରକାଶ କରିଛନ୍ତି। ବିହାର ଦେଶର ପ୍ରଥମ ରାଜ୍ୟ ଭାବରେ ଏଭଳି ତଥ୍ୟ ପ୍ରକାଶ କରିଛି,…

3 years ago

ବିଶ୍ୱର ଦ୍ୱିତୀୟ ମ୍ୟାଲେରିଆ ବିରୋଧୀ ଟିକାକୁ ମଞ୍ଜୁରୀ ଦେଲା ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ/ଜେନେଭା,୩।୧୦: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ବିଶ୍ୱର ଦ୍ୱିତୀୟ ମ୍ୟାଲେରିଆ ବିରୋଧୀ ଟିକାକୁ ମଞ୍ଜୁରୀ ଦେଇଛି। ଏନେଇ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଟିକାକରଣର…

3 years ago

ସନାତନ ଧର୍ମ ଉପରେ ଆକ୍ରମଣ ହେଲେ ହେବ ବିନାଶ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୩।୧୦: ସନାତନ ଧର୍ମ ଉପରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ବର୍ତ୍ତମାନ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

3 years ago

ପୋଖରୀରେ ବୁଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ

ଛତ୍ରପୁର,୩।୧୦(ଦିଲିପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଘଡଘଡ଼ାପଲ୍ଲୀ ଗ୍ରାମ ନିକଟରେ ଥିବା ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ…

3 years ago

ଆମେରିକା-ଚାଇନା ପରେ ଭାରତରେ ସର୍ବାଧିକ କ୍ୟାନ୍‌ସର ରୋଗୀ

ନୂଆଦିଲ୍ଲୀ,୩।୧୦: ଆମେରିକା ଏବଂ ଚାଇନା ପରେ ଭାରତରେ ବିଶ୍ୱର ସର୍ବାଧିକ କ୍ୟାନସର୍‌ ରୋଗୀ ଅଛନ୍ତି। ୨୦୨୦ରେ ୧.୯୩ କୋଟି ନୂତନ କ୍ୟାନସର୍‌ ରୋଗୀ ଚିହ୍ନଟ ହୋଇଥିଲେ, ସେମାନଙ୍କ…

3 years ago