ଜାତୀୟ

ମଧ୍ୟପ୍ରଦେଶରେ ଶିବରାଜ ସିଂଙ୍କୁ ମୁଖ୍ୟମନ୍ତ୍ରୀ ନ କରାଯିବା ଉପରେ କହିଲେ ଅଖିଳେଶ, ଭାଜପା ଉପରେ ଲଗାଇଲେ ଗମ୍ଭୀର ଅଭିଯୋଗ

ଲକ୍ଷ୍ନୌ,୧୬।୧୨: ସମାଜବାଦୀ ପାର୍ଟି (ଏସପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଶୁକ୍ରବାର ସଂସଦର ସୁରକ୍ଷା ଉଲ୍ଲଂଘନ ଘଟଣାରେ ଶାସକ ଭାରତୀୟ ଜନତା…

3 years ago

ବେଙ୍ଗାଲୁରୁ କେକ୍‌ କ୍ୟାପିଟାଲ

ବେଙ୍ଗାଲୁରୁ, ୧୬ା୧୨: ବେଙ୍ଗାଲୁରୁବାସୀ ୨୦୨୩ରେ ଅନ୍‌ଲାଇନ ଫୁଡ୍‌ ଡେଲିଭରି ପ୍ଲାଟ୍‌ଫର୍ମ ‘ସ୍ବିଗି’ରେ ୮୫ ଲକ୍ଷ କେକ୍‌ ବରାଦ କରିଛନ୍ତି। ସେଥିମଧ୍ୟରୁ ଚକୋଲେଟ୍‌ ଫ୍ଲେଭର ଅଧିକ ପସନ୍ଦ କରାଯାଇଛି।…

3 years ago

୩୫୩ କୋଟି ଜବତର ୧୦ ଦିନ ପରେ ମୁହଁ ଖୋଲିଲେ ଧୀରଜ, ଟଙ୍କା ତାଙ୍କର ନୁହେଁ, କମ୍ପାନୀର…

ନୂଆଦିଲ୍ଲୀ,୧୫ା୧୨ :କଂଗ୍ରେସ ଏମ୍‌ପି ଧୀରଜ ସାହୁଙ୍କର ଓଡ଼ିଶା ଓ ଝାଡ଼ଖଣ୍ଡରେ ଥିବା ଘର ଓ ସଂସ୍ଥା ଉପରେ ଆୟକର ବିଭାଗ ଚଢ଼ାଉ କରି ୩୫୩.୫ କୋଟି ଟଙ୍କା…

3 years ago

ଶେଷ ହେଲା ଧୀରଜ ସାହୁଙ୍କ ଉପରେ ଚାଲିଥିବା ଆୟକର ଚଢ଼ାଉ: ୩ ରାଜ୍ୟରୁ ଜବତ ହେଲା ୩୫୦ କୋଟିରୁ ଅଧିକ ନଗଦ ଟଙ୍କା

ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ଏମ୍‌ପି ଧୀରଜ ସାହୁଙ୍କ ଉପରେ ଚାଲିଥିବା ଆୟକର ବିଭାଗର ଚଢ଼ାଉ ଶୁକ୍ରବାର ଶେଷ ହୋଇଛି। ଦୀର୍ଘ ୧୦ ଦିନ ଧରି ଝାଡ଼ଖଣ୍ଡ, ଓଡ଼ିଶା ଏବଂ…

3 years ago

ବାପା ସାଧାରଣ କୃଷକ, ନିଜେ ଶିକ୍ଷକ; ଚର୍ଚ୍ଚାରେ ପାର୍ଲାମେଣ୍ଟ ଉପଦ୍ରବ ପଛର ମାଷ୍ଟରମାଇଣ୍ଡ ଲଳିତ ଝା

ନୂଆଦିଲ୍ଲୀ,୧୫।୧୨: ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ମାମଲାର ମାଷ୍ଟରମାଇଣ୍ଡ ହେଉଛନ୍ତି ଲଳିତ ଝା। ଶୁକ୍ରବାର ଆତ୍ମସମର୍ପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ତେବେ ଲଳିତଙ୍କ ବାପା…

3 years ago

ଧୋନିଙ୍କ ମାନହାନି ମାମଲାରେ ଜେଲ ଗଲେ ଆଇଏସ ଅଧିକାରୀ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବମାନନା ଯାଚିକା ଉପରେ ମାଡ୍ରାସ ହାଇକୋର୍ଟ ଶୁଣାଣି କରିଛନ୍ତି। ମାମଲାର ଶୁଣାଣିବେଳେ କୋର୍ଟ ଅବସରପ୍ରାପ୍ତ…

3 years ago

ମହିଳାଙ୍କୁ ନିବସ୍ତ୍ର ପରେଡ ମାମଲା: କଠୋର ହେଲେ କୋର୍ଟ, କହିଲେ ଏବେ ଭଗବାନ କୃଷ୍ଣ ବଞ୍ଚେଇବାକୁ ଆସିବେ ନାହିଁ

ବେଙ୍ଗାଲୁରୁ,୧୫।୧୨: ମହିଳାଙ୍କୁ ନିବସ୍ତ୍ର ପରେଡ କରାଇବା ଘଟଣାର କଡା ନିନ୍ଦା କରିଛନ୍ତି କର୍ନାଟକ ହାଇକୋର୍ଟ। ଏହି ମାମଲାରେ କଡା ଆଭିମୁଖ୍ୟ ଗ୍ରହଣ କରି କୋର୍ଟ କହିଛନ୍ତି, ଏହା…

3 years ago

ଅଯୋଧ୍ୟାରେ ପ୍ରସ୍ତାବିତ ମସ୍‌ଜିଦର ହେବ ଶିଳାନ୍ୟାସ

ମୁମ୍ବାଇ,୧୫ା୧୨ : ବାବ୍‌ରି ମସ୍‌ଜିଦ ଭଙ୍ଗାଯିବା ପରେ ଅଯୋଧ୍ୟାର ଅନ୍ୟ ଏକ ସ୍ଥାନରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ମସ୍‌ଜିଦର ଶିଳାନ୍ୟାସ ମକ୍କାର ଇମାମ-ଇ-ହରାମ କରିବେ। ମକ୍କାର…

3 years ago

ସଂସଦର ସୁରକ୍ଷାରେ ତ୍ରୁଟି ମାମଲା: ୭ ଦିନିଆ ପୋଲିସ ରିମାଣ୍ଡରେ ଗଲେ ମାଷ୍ଟରମାଇଣ୍ଡ ଲଳିତ ଝା

ନୂଆଦିଲ୍ଲୀ,୧୫।୧୨: ସଂସଦ ସୁରକ୍ଷା ଭଙ୍ଗର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ଶୁକ୍ରବାର ପଟିଆଲା ହାଉସ କୋର୍ଟରେ ପୋଲିସ ହାଜର କରିଥିଲା। କୋର୍ଟ ତାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ…

3 years ago

ନୂଆ ଶ୍ରମ ଆଇନ: ବଜେଟ ୨୪ରେ ଆସିବ ନୂଆ ପ୍ରସ୍ତାବ, କର୍ମଚାରୀଙ୍କୁ ମିଳିବ ୩ଦିନ ସାପ୍ତାହିକ ଛୁଟି!

ବଜେଟ ୨୦୨୪କୁ ଆଉ କିଛିଦିନ ବାକି ଥିବାବେଳେ ଅର୍ଥନୀତିଜ୍ଞମାନେ ଏବେଠୁ ବିଭିନ୍ନ ଅଟକଳ ଆରମ୍ଭ କରିଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ବଜେଟରେ ସରକାର କାହା ଉପରେ…

3 years ago