ଜାତୀୟ

ସିଆଇସି ଭାବେ ଶପଥ ନେଲେ ହୀରାଲାଲ୍‌ ସମରିୟା

ନୂଆଦିଲ୍ଲୀ,୭ା୧୧: ଭାରତର ମୁଖ୍ୟ ସୂଚନା କମିଶନର (ସିଆଇସି) ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ହୀରାଲାଲ୍‌ ସମରିୟା ସୋମବାର ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି…

3 years ago

ସ୍ତ୍ରୀ ଡ୍ରାଇଭର,ସ୍ବାମୀ କଣ୍ଡକ୍ଟର

ଲକ୍ଷ୍ନୌ,୭।୧୧: ଉତ୍ତରପ୍ରଦେଶ ପରିବହନ ନିଗମରେ କାର୍ଯ୍ୟ କରୁଥିବା ଏକ ସ୍ବାମୀ-ସ୍ତ୍ରୀ ଯୋଡି ଏବେ ଚର୍ଚ୍ଚାରେ ଅଛନ୍ତି। ଉତ୍ତରପ୍ରଦେଶ ପରିବହନ ନିଗମର ଲୋନି ଡିପୋର ରୋଡୱେ ବସ୍‌ରେ ସ୍ବାମୀ…

3 years ago

ପୋଲିଂ ପାର୍ଟିକୁ ମାଓବାଦୀଙ୍କ ଟାର୍ଗେଟ

ରାୟପୁର,୭ା୧୧: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ କଙ୍କେର୍‌ ଜିଲାରେ ପୋଲିଂ ପାର୍ଟିକୁ ଟାର୍ଗେଟ କରି ମାଓବାଦୀମାନେ ଆଇଇଡି ବିସ୍ଫୋରଣ ଘଟାଇଛନ୍ତି। ଏଥିରେ ସୀମା ସୁରକ୍ଷା ବଳ…

3 years ago

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ, ମିଜୋରାମ ସମସ୍ତ ୪୦ ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ଆଇଜଲ,୭।୧୧: ମିଜୋରାମର ସମସ୍ତ ୪୦ ବିଧାନସଭା ଆସନ ଲାଗି ମଙ୍ଗଳବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଭୋଟ ଦେଇ ସାରିଥିବା ବେଳେ ୪୦…

3 years ago

ଛତିଶଗଡ଼ର ୨୦ ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ରାୟପୁର,୭।୧୧: ଛତିଶଗଡ଼ରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏଥିମଧ୍ୟରେ ବସ୍ତର ଡିଭିଜନର ସମସ୍ତ ୧୨ଟି ଆସନ ଏବଂ ଦୁର୍ଗ…

3 years ago

ଭାରତରୁ ଏକ ଲକ୍ଷ ଶ୍ରମିକ ମଗାଇଲା ଇସ୍ରାଏଲ, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ ?’

ନୂଆଦିଲ୍ଲୀ,୬।୧୧: ହମାସ ସହିତ ଯୁଦ୍ଧ ମଧ୍ୟରେ ଭାରତକୁ ସାହାଯ୍ୟ ମାଗିଛି ଇସ୍ରାଏଲ। ଦେଶରୁ ପାଲେଷ୍ଟାଇନ ଶ୍ରମିକ ଯିବା ପରେ ଭାରତରୁ ଏକ ଲକ୍ଷ ଶ୍ରମିକ ମାଗିଛି ଇସ୍ରାଏଲ।…

3 years ago

ସୁପ୍ରିମକୋର୍ଟକୁ ମିଳିବ ୩ ନୂଆ ବିଚାରପତି, ୩ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନାଁ ସୁପାରିସ

ନୂଆଦିଲ୍ଲୀ,୬।୧୧: ସୁପ୍ରିମକୋର୍ଟ କଲେଜିୟମ ସୋମବାର ୩ ଜଣ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମକୋର୍ଟରେ ପଦୋନ୍ନତି ପାଇଁ ସୁପାରିଶ କରିଛନ୍ତି। ଏଥିମଧ୍ୟରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ସତୀଶ…

3 years ago

ଜେଲରୁ ସରକାର ଚଲାଇବେ ଅରବିନ୍ଦ କେଜ୍ରିୱାଲ; ଜାଣନ୍ତୁ କାହିଁକି ଏପରି କହିଲେ ଦିଲ୍ଲୀ ବିଧାୟକ

ନୂଆଦିଲ୍ଲୀ,୬/୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ନୋଟିସ ପଠାଇବା ପରେ ଆମ୍ ଆଦମୀ ପାର୍ଟି(ଏଏପି) ର ଚିନ୍ତା ବଢିଯାଇଛି। ଏଥିପାଇଁ ଏଏପି ଆଗୁଆ କୋର୍ଟ…

3 years ago

ବ୍ୟାଙ୍କ ଠକେଇ ମାମଲା: ପଞ୍ଜାବରେ ଏଏପି ବିଧାୟକଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ,୬/୧୧: ପଞ୍ଜାବରେ ଆଉ ଜଣେ ଆମ୍ ଆଦମୀ ପାର୍ଟି(ଏଏପି) ବିଧାୟକଙ୍କ ସମସ୍ୟା ବଢିଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଏଏପି ବିଧାୟକ ଯଶବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ଗିରଫ କରିଛି।…

3 years ago

ମୁଁ ଯାହା କହିଥିଲି କିଛି ଭୁଲ ନାହିଁ : ସନାତନ ଧର୍ମ ଉପରେ ଦେଇଥିବା ବୟାନକୁ ନେଇ କହିଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୬।୧୧: ତାମିଲନାଡୁର ଯୁବ କଲ୍ୟାଣ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଅଟଳ ଅଛନ୍ତି। ସୋମବାର ସେ ଏହାକୁ ଦୋହରାଇ କହିଛନ୍ତି…

3 years ago