ଜାତୀୟ

ଖୁବଶୀଘ୍ର ଆରମ୍ଭ ହେବ ସାଟେଲାଇଟ୍ ଭିତ୍ତିକ ଟୋଲ୍ ସିଷ୍ଟମ, ସଞ୍ଚୟ ହେବ ସମୟ ଏବଂ ଟଙ୍କା: ନିତିନ ଗଡ଼କରୀ

ଭୁବନେଶ୍ୱର,୨୭।୩: ଦେଶରେ ଖୁବଶୀଘ୍ର ସାଟେଲାଇଟ୍ ଭିତ୍ତିକ ଟୋଲ୍ ବ୍ୟବସ୍ଥା ପ୍ରଣୟନ ହେବାକୁ ଯାଉଛି। ଯାହାଦ୍ୱାରା ସମୟ ସହିତ ଟଙ୍କା ମଧ୍ୟ ବଞ୍ଚିବ। ବୁଧବାର କେନ୍ଦ୍ର ସଡ଼କ ପରିବହନ…

2 years ago

ଏଏପିକୁ ଲାଗିଲା ବଡ଼ ଝଟ୍‌କା:ପଞ୍ଜାବର ଏକମାତ୍ର ଏମ୍‌ପି ଭାଜପାରେ ସାମିଲ

ଚଣ୍ଡିଗଡ,୨୭।୩: ପଞ୍ଜାବର ଆମ ଆଦମୀ ପାର୍ଟି ବୁଧବାର ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଏକମାତ୍ର ଏମ୍‌ପି ସୁଶୀଲ କୁମାର ରିଙ୍କୁ ଭାଜପାରେ ଯୋଗ ଦେଇଛନ୍ତି। ଦଳ…

2 years ago

କେଜ୍‌ରିଓ୍ବାଲଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୨୭ା୩: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଜାମିନ ଦେବାକୁ ବୁଧବାର ହାଇକୋର୍ଟ ମନା କରି ଦେଇଛନ୍ତି। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ…

2 years ago

ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରକାଶ ପାଇବ ବିଜ୍ଞପ୍ତି

ନୂଆଦିଲ୍ଲୀ,୨୭।୩: ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଲୋକସଭା ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ହେବାକୁ…

2 years ago

ଏହି ମହିଳାଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି: ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜମାତା ଅମୃତା ରାୟଙ୍କ ସହ ଫୋନରେ କଥା ହୋଇଛନ୍ତି। ଭାଜପା ରାଜ ପରିବାରର ରାଜମାତାଙ୍କୁ ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ଫିଲ୍ଡିଂ…

2 years ago

ଭାଜପାରେ ଯୋଗଦେଲେ ମିଳିବ ୨୦-୨୫ କୋଟି ଟଙ୍କା: ଏଏପି ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୭।୩: ଭାଜପା ବିରୋଧରେ ଏକ ବଡ ଅଭିଯୋଗ ଆଣିଛି ଆମ ଆଦମୀ ପାର୍ଟି। ପଞ୍ଜାବରେ ତିନି ଜଣ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଏକ ସାମ୍ବାଦିକ…

2 years ago

କଙ୍ଗନାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇ ଫସିଲେ ଏହି କଂଗ୍ରେସ ନେତ୍ରୀ

ନୂଆଦିଲ୍ଲୀ,୨୭ା୩: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେଇ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ଫସିଛନ୍ତି। ବୁଧବାର ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ୍‌୍‌ ଜାରି କରିଛନ୍ତି। ନିର୍ବାଚନ…

2 years ago

ବିଗିଡିଲା କେଜରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା

କୋଲକତା,୨୭।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। କେଜରିୱାଲଙ୍କ ସ୍ବାସ୍ଥ୍ୟ ଇଡି ହେପାଜତରେ ଖରାପ ହୋଇଯାଇଛି। ତାଙ୍କର ସୁଗାର ଲେବଲ କ୍ରମାଗତ ଭାବରେ ଉପରକୁ ଏବଂ…

2 years ago

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଆମେରିକା ଦେଇଥିବା ମନ୍ତବ୍ୟ ଉପରେ ଭାରତ ଅସନ୍ତୋଷ, ଆମେରିକା କୂଟନୀତିଜ୍ଞଙ୍କୁ…

ନୂଆଦିଲ୍ଲୀ,୨7୭।୩: ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ଏହି ଖବର ଆମେରିକାରୁ ଜର୍ମାନୀ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ଆମେରିକା…

2 years ago

ଛତିଶଗଡ଼ରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ଟଳିଲେ ୬ ନକ୍ସଲ 

ବିଜାପୁର ,୨୭।୩: ଏନ୍‌କାଉଣ୍ଟରେ ଟଳିପଡ଼ିଲେ ନକ୍ସଲ। ଛତିଶଗଡ଼ ବିଜାପୁର ଜିଲାରେ ବୁଧବାର ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୬ ନକ୍ସଲ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା…

2 years ago