ଜାତୀୟ

ଘନ କୁହୁଡ଼ି ଯୋଗୁ ବାଟ ନ ପାଇ ୬୦୦ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇ ଡଙ୍ଗା ମଝି ସମୁଦ୍ରରେ ଅଟକିଲା…

କୋଲକାତା,୧୬।୧ : ରବିବାର ରାତିରେ ଗଙ୍ଗାସାଗରରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା ମଝି ସମୁଦ୍ରରେ ଫସି ରହିଥିଲା। ସୂଚନା ଅନୁଯାୟୀ, ଏଥିରେ ୫୦୦ରୁ ୬୦୦ ତୀର୍ଥଯାତ୍ରୀ…

1 year ago

ଶାଶୂ-ବୋହୂଙ୍କ କଳି ଯୋଗୁ ପଡୋଶୀଙ୍କ ଶାନ୍ତି ଭଙ୍ଗ ହୁଏନାହିଁ…

ନୂଆଦିଲ୍ଲୀ,୧୬।୧ : ଘର ଭିତରେ ଶାଶୁ ଏବଂ ବୋହୂଙ୍କ ମଧ୍ୟରେ ଲାଗୁଥିବା କଳି ଥିବା ଝଗଡାକୁ ସାଧାରଣ ଶାନ୍ତି ଉଲ୍ଲଂଘନ ବୋଲି ବିବେଚନା କରାଯାଇପାରିବ ନାହିଁ। ଏକ…

1 year ago

ବିମାନର ଜରୁରୀ ଅବତରଣ ପରେ ୭୫ କି.ମି. କାରରେ ଗଲେ ଶିବରାଜ

ଭୋପାଳ,୧୬।୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମନାଓ୍ବରରୁ ଧର ଯାଉଥିବାବେଳେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଥିବା ସୂଚନା…

1 year ago

ଉପରାଜ୍ୟପାଳଙ୍କ ବିରୋଧରେ କେଜରିଓ୍ବାଲ ରାସ୍ତାରେ କଲେ ପ୍ରଦର୍ଶନ…

ନୂଆଦିଲ୍ଲୀ,୧୬।୧ : ଶେଷ ହେବା ପରିବର୍ତ୍ତେ ଦିଲ୍ଲୀର କେଜରିୱାଲ ସରକାର ଏବଂ ଉପରାଜ୍ୟପାଳ ଭି.କେ ସାକ୍ସେନାଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ପ୍ରଥମେ…

1 year ago

ବୈବାହିକ ବଳାତ୍କାର ମାମଲାରେ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୬।୧ : ବୈବାହିକ ବଳାତ୍କାର ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ବୈବାହିକ ବଳାତ୍କାରକୁ ଅପରାଧ ଶ୍ରେଣୀରେ ଆଣିବା ପାଇଁ ସୁପ୍ରିମକୋର୍ଟ ଏହା ଦ୍ୱାରା ଏକ…

1 year ago

ବଢ଼ିପାରେ ନଡ୍ଡାଙ୍କ କାର୍ଯ୍ୟକାଳ…

ନୂଆଦିଲ୍ଲୀ,୧୬।୧ : ଦିଲ୍ଲୀରେ ଭାଜପା ପଦାଧିକାରୀଙ୍କ ବୈଠକ ଆରମ୍ଭ ହୋଇଛି। ପାର୍ଟି ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେଉଛି ଯେଉଁଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା…

1 year ago

ନିଜ ଡୁପ୍ଲିକେଟ୍‌ଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ଲୁଧିଆନା,୧୬।୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ଲୁଧିଆନା ଦେଇ ଯାଉଛି। ଏହି ସମୟରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନିଜ ପରି ଅବିକଳ ଦେଖାଯାଉଥିବା ବ୍ୟକ୍ତିଙ୍କୁ…

1 year ago

ଗେହଲଟଙ୍କ ଚିନ୍ତନ ବନାମ ପାଇଲଟଙ୍କ ମିଶନ…

ଜୟପୁର,୧୬।୧ : ବିଧାନସଭା ନିର୍ବାଚନର ପ୍ରାୟ ୧୦ ମାସ ପୂର୍ବରୁ ରାଜସ୍ଥାନରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ରାଜସ୍ଥାନ ସରକାର ‘ଚିନ୍ତନ’ ଶିବିର କରିବାକୁ…

1 year ago

ଦିଲ୍ଲୀରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ୧.୪ ଡିଗ୍ରୀ…

ନୂଆଦିଲ୍ଲୀ,୧୬।୧ : ଦିଲ୍ଲୀରେ ଶୀତ ଲହର ଯୋଗୁଁ ସୋମବାର ଭୋରରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ଦିଲ୍ଲୀର ତାପମାତ୍ରା ୧.୪…

1 year ago

କଲେଜିୟମରେ ସରକାରୀ ପ୍ରତିନିଧିଙ୍କୁ ସାମିଲ କରାଯାଉ: ସିଜେଆଇଙ୍କୁ ଆଇନମନ୍ତ୍ରୀଙ୍କ ଚିଠି…

ନୂଆଦିଲ୍ଲୀ,୧୬।୧ : ସୁପ୍ରିମକୋର୍ଟ କଲେଜିୟମରେ ସରକାରଙ୍କ ପ୍ରତିନିଧୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆଇନ ମନ୍ତ୍ରୀ କିରେନ ରିଜିଜୁ ପ୍ରଧାନବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। ସୂଚନାନୁସାରେ, କୋର୍ଟରେ ବିଚାରପତି…

1 year ago