ଝାଡଖଣ୍ଡ,୪।୭: ପୁଣି ମଇଦାନକୁ ଫେରିଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏହାପରେ ଆସନ୍ତା ଜୁଲାଇ ୭ରେ ସେ ଶପଥ ଗ୍ରହଣ କରିବେ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା…
ହାଥରସ୍,୪ା୭: ଉତ୍ତରପ୍ରଦେଶର ହାଥରସ୍ରେ ଏକ ସତ୍ସଙ୍ଗରେ ହୋଇଥିବା ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ପରେ ବାବା ନାରାୟଣ ସାକାର ହରି ଛଦ୍ମନାମ ଭୋଲେ ବାବା…
ବେଜିଂ/ନୂଆଦିଲ୍ଲୀ,୪ା୭: ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍ ୟିଙ୍କୁ ଗୁରୁବାର ଭେଟିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର। ଏହି ସାକ୍ଷାତ ସମୟରେ ଜୟଶଙ୍କର ବିଭିନ୍ନ ପ୍ରସଙ୍ଗ…
ଜୟପୁର,୪।୭: ରାଜସ୍ଥାନ ରାଜନୀତିରେ ବଡ଼ ହଲଚଲ। ଗୁରୁବାର ସକାଳୁ ସକାଳୁ ରାଜସ୍ଥାନ ଭାଜପାରୁ ଇସ୍ତଫା ଦେଇଛନ୍ତି ଜଣେ କ୍ୟାବିନେଟ ମନ୍ତ୍ରୀ। ଭଜନଲାଲ ସରକାରର କ୍ୟାବିନେଟ ମନ୍ତ୍ରୀ କିରୋଡିଲାଲ…
ନୂଆଦିଲ୍ଲୀ,୪।୭: ସଂସଦରେ ଆଉ ହଙ୍ଗାମା କରିପାରିବେନି ବିରୋଧୀ। ଏନେଇ ନିୟମରେ ହୋଇଛି ବଡ଼ ପରିବର୍ତ୍ତନ। ଲୋକ ସଭା ବାଚସ୍ପତି ଓମ ବିର୍ଲା ଏଥିପାଇଁ ନିୟମରେ ବଡ଼ ସଂଶୋଧଡ଼…
ନୂଆଦିଲ୍ଲୀ,୪।୭: ଆସାମର ବନ୍ୟା ସ୍ଥିତି ଭୟଙ୍କର ହେଲାଣି। ବ୍ରହ୍ମପୁତ୍ର ନଦୀରେ ବନ୍ୟା ଯୋଗୁଁ ଜନଜୀବନ ସହ ପଶୁପକ୍ଷୀ ପ୍ରଭାବିତ ହୋଇଛନ୍ତି। ବନ୍ୟା ବିତ୍ପାତ ଯୋଗୁ ୧୯ଟି ଜିଲାରେ…
ମୁମ୍ବାଇ, ୪।୭: ଟଙ୍କା ବଦଳରେ ଅନ୍ଲାଇନ ଫରେକ୍ସ ଟ୍ରେଡିଂ ଆପ୍ ‘ଅକ୍ଟାଏଫ୍ଏକ୍ସ’ ପାଇଁ ପ୍ରଚାର ଅଭିଯୋଗରେ ଟେଲି ଷ୍ଟାର୍ କ୍ରିଷ୍ଟଲ ଡିସୁଜା ଓ କରନ ଓ୍ବାହିଙ୍କୁ ଇଡି…
ହାଥରସ୍,୪।୭: ହାଥରସ୍ ଦଳାଚକଟା ପଛରେ ଅସାମାଜିକ ତତ୍ତ୍ୱଙ୍କ ହାତ ରହିଛି ବୋଲି ଭୋଲେ ବାବାଙ୍କ ଓକିଲ ଏ.ପି. ସିଂ ଅଭିଯୋଗ ଆଣିଛନ୍ତି। ସତ୍ସଙ୍ଗ ବେଳେ ଭୋଲେ ବାବାଙ୍କ…
ନୂଆଦିଲ୍ଲୀ, ୪।୭ : ଭେଟେରାନ ଭାଜପା ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ(୯୬) ବୁଧବାର ରାତିରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ…
ନୂଆଦିଲ୍ଲୀ, ୪।୭: ହିମାଚଳ ପ୍ରଦେଶର ମଣ୍ଡିରୁ ନବ ନିର୍ବାଚିତ ଭାଜପା ଏମ୍ପି କଙ୍ଗନା ରାଣାଓ୍ବତଙ୍କୁ ଜୁନ୍ ୬ରେ ଚଣ୍ଡିଗଡ଼ ଏୟାରପୋର୍ଟରେ ସିଆଏସ୍ଏଫ୍ କନ୍ଷ୍ଟେବଳ କୁଲଓ୍ବିନ୍ଦର କୌର ଚାପୁଡ଼ା…