ଜାତୀୟ

ଡେଟା କେବୁଲରେ ଗଳାଚିପି ନିକିଙ୍କୁ ହତ୍ୟା କରିଥିଲେ ସାହିଲ

ନୂଆଦିଲ୍ଲୀ, ୧୬।୨: ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ଫ୍ରିଜର ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ଗିରଫ ସାହିଲଙ୍କୁ ଦିଲ୍ଲୀର ଏକ କୋର୍ଟ ୫ ଦିନିଆ ରିମାଣ୍ଡରେ ପଠାଇଛି।…

1 year ago

ବିବିସି ଅଫିସରେ ୨ୟ ଦିନ ଆଇଟି ଚଢ଼ାଉ

ନୂଆଦିଲ୍ଲୀ,୧୬ା୨: ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି)ର ଦିଲ୍ଲୀ ଓ ମୁମ୍ବାଇ ଅଫିସରେ ବୁଧବାର ଆୟକର (ଆଇଟି) ବିଭାଗ ପକ୍ଷରୁ ପୁନର୍ବାର ଚଢ଼ାଉ କରାଯାଇଛି। ମଙ୍ଗଳବାରଠାରୁ ଚାଲିଥିବା ଏହି…

1 year ago

ତ୍ରିପୁରାରେ ତ୍ରିମୁଖୀ ଲଢ଼େଇ: ବିଧାନସଭାର ୬୦ ଆସନ ପାଇଁ ନିର୍ବାଚନ ଆଜି

ଅଗରତାଲା,୧୬।୨ : ଭାଜପା ଶାସିତ ତ୍ରିପୁରା ବିଧାନସଭାର ୬୦ ଆସନ ପାଇଁ ଗୁରୁବାର ଭୋଟ ଗ୍ରହଣ କରାଯିବ। ଏହି ନିର୍ବାଚନରେ ୨୫୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବାବେଳେ ୨୮…

1 year ago

ଭୁବନେଶ୍ୱରରେ ହେବ ସିଡବ୍ଲ୍ୟୁଜିର ଦ୍ୱିତୀୟ ବୈଠକ

ନୂଆଦିଲ୍ଲୀ,୧୬ା୨: ଭାରତର ଜି୨୦ ଅଧ୍ୟକ୍ଷତା ଅଧୀନରେ ପ୍ରଥମ କଲ୍ଚର ଓ୍ବାର୍କିଂ ଗ୍ରୁପ୍‌ (ସିଡବ୍ଳ୍ୟୁଜି) ବୈଠକ ମଧ୍ୟପ୍ରଦେଶର ମନ୍ଦିର ସହର ଖଜୁରାହୋରେ ଫେବୃୟାରୀ ୨୨ରୁ ଆରମ୍ଭ ହେବ। ଏହା…

1 year ago

ନିର୍ବାଚନ ପୂର୍ବରୁ କଂଗ୍ରେସରେ ପୁଣି ଗୋଷ୍ଠୀକନ୍ଦଳ: ପାଇଲଟ୍‌ କହିଲେ, ରାଜସ୍ଥାନ ଉପରେ ନିଷ୍ପତ୍ତି ନିଆଯାଉ ନଚେତ୍‌…

ଜୟପୁର,୧୫।୨: ଚଳିତ ବର୍ଷ ଶେଷରେ ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ପୁଣି ଗୋଷ୍ଠୀକନ୍ଦଳ ଦେଖାଦେଇଛି। ଏହି ସମୟରେ କଂଗ୍ରେସ ନେତା ସଚିନ ପାଇଲଟ…

1 year ago

ଋତୁସ୍ରାବ ସମୟରେ ମହିଳାଙ୍କୁ ମିଳିବ ଛୁଟି ! ଦାବିକୁ ନେଇ ଫେବୃୟାରୀ ୨୪ରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୧୫।୨: ଦେଶର ସମସ୍ତ କାର୍ଯ୍ୟରତ ମହିଳା ଏବଂ ଛାତ୍ରୀଙ୍କୁ ‘ମାସିକ ଋତୁସ୍ରାବ’ ସମୟରେ ଛୁଟି ମିଳିବା ଉଚିତ ବୋଲି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି।…

1 year ago

ଗୋବରରୁ ପ୍ରସ୍ତୁତ ୩୫ ଫୁଟ୍‌ର ହନୁମାନଙ୍କ ମୂର୍ତ୍ତି: ହଜାର ବର୍ଷ ପର୍ଯ୍ୟନ୍ତ ହେବ ନାହିଁ କ୍ଷତି

ଜୟପୁର,୧୫।୨: ରାଜସ୍ଥାନର ଜୟପୁରରେ ଗାଈ ଗୋବର ଓ ମାଟିରେ ନିର୍ମିତ ହୋଇଛି ହନୁମାନ ଜୀଙ୍କର ମୂର୍ତ୍ତି ସ୍ଥାପନ କରାଯାଇଛି। ଏହାର ଉଚ୍ଚତା ୩୫ ଫୁଟ। ମହାଲକ୍ଷ୍ମୀ ନାରାୟଣ…

1 year ago

ଭାଜପାରୁ ଇସ୍ତଫା ଦେବାବେଳେ କାନ୍ଦି ପକାଇଲେ ଶିବ ପ୍ରତାପ

ଶିମଲା,୧୫।୨:ହିମାଚଳ ପ୍ରଦେଶର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବାର ୨ଦିନ ପୂର୍ବରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶିବ ପ୍ରତାପ ଶୁକ୍ଲା ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି।…

1 year ago

‘ପାର୍ଲାମେଣ୍ଟରେ ନାରାବାଜି କରି ନୁହେଁ, ଆଲୋଚନା ଦ୍ୱାରା ଜଣେ ହୁଅନ୍ତି ନେତା’

ନୂଆଦିଲ୍ଲୀ,୧୫।୨: ପାର୍ଲାମେଣ୍ଟରେ ହୋଇଥିବା ହଙ୍ଗାମାକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲା ଉଦ୍‌ବେଗ ପ୍ରକାଶ କରିଛନ୍ତି। ବୁଧବାର ଗୁଜରାଟ ବିଧାନସଭା ନିର୍ବାଚିତ ସଦସ୍ୟଙ୍କ ପାଇଁ ଦୁଇ…

1 year ago

ଦେଶରେ ଆଜି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୫।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୧ ନୂଆ କରୋନା ମାମଲା…

1 year ago