ଜାତୀୟ

ଦାବି ପୂରଣ ନ ହେଲେ ଜୋର୍‌ଦାର ଆନ୍ଦୋଳନ

ନୂଆଦିଲ୍ଲୀ,୧୭।୨:ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁଚ୍ଛେଦ ଅନୁଯାୟୀ ସାମ୍ବିଧାନିକ ସୁରକ୍ଷା ଯୋଗାଇଦେବା ଦାବିରେ ଲଦାଖର ବିଭିନ୍ନ ସଂଗଠନ ଦିଲ୍ଲୀର ଯନ୍ତରମନ୍ତରରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ।…

1 year ago

ବେତନ ଦିଅ, ଫେରିବାକୁ ବାଧ୍ୟ କରନାହିଁ

ଶ୍ରୀନଗର,୧୭।୨:ପ୍ରଧାନମନ୍ତ୍ରୀ ପ୍ୟାକେଜ୍‌ରେ ନିଯୁକ୍ତି ପାଇଥିବା କଶ୍ମୀରୀ ପଣ୍ଡିତ କର୍ମଚାରୀମାନେ ଶିବରାତ୍ରି ପୂର୍ବରୁ ସେମାନଙ୍କ ବକେୟା ବେତନ ପ୍ରଦାନ କରିବା ସହ ସୁରକ୍ଷାଗତ କାରଣରୁ କଶ୍ମୀର ଫେରିବା ପାଇଁ…

1 year ago

୧୦୦ ଦିନ ପୂରଣ କଲେ ସିଜେଆଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ,୧୭।୨(ପି.ଟି.):ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ପ୍ରଥମ ୧୦୦ ଦିନ ପୂରଣ କରିଛନ୍ତି। ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟ ସଂସ୍କାରରେ ଅନେକ ଅଗ୍ରଗତି…

1 year ago

ଦୀର୍ଘ ୫୯ ଘଣ୍ଟା ପରେ ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗ ଚଢାଉ ଶେଷ

ନୂଆଦିଲ୍ଲୀ,୧୭।୨: ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗର ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଆୟକର ବିଭାଗର ଟିମ ଦିଲ୍ଲୀ-ମୁମ୍ବାଇର କାର୍ଯ୍ୟାଳୟ ଛାଡିଛନ୍ତି। ଟିକସ ଫାଙ୍କିବା ଘଟଣାର ଅନୁସନ୍ଧାନର ଏକ…

1 year ago

ଦେଶକୁ ବଞ୍ଚାଇବାକୁ ହେଲେ ଏକାଠି ହେବାକୁ ପଡ଼ିବ: ତେଜସ୍ବୀ

ନୂଆଦିଲ୍ଲୀ/ପାଟନା,୧୬।୨: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ୨୦୨୪ ମିଶନ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବ…

1 year ago

କେମ୍ବ୍ରିଜ୍‌ରେ ଉଦ୍‌ବୋଧନ ଦେବେ ରାହୁଲ

ନୂଆଦିଲ୍ଲୀ,୧୬।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚଳିତ ମାସରେ ବ୍ରିଟେନ ଗସ୍ତରେ ଯାଇ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ବିଜ୍‌ନେସ୍‌ ସ୍କୁଲରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରାହୁଲ ତାଙ୍କ…

1 year ago

ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ଅସୁସ୍ଥ

ଡେରାଡୁନ,୧୬।୨: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁବାର ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ରାମନଗର…

1 year ago

ଯକ୍ଷ୍ମା ରୋଗୀଙ୍କୁ ଔଷଧ ପହଞ୍ଚାଇଲା ଡ୍ରୋନ୍‌

ଡେରାଡୁନ,୧୬।୨: ଭାରତରେ ଡ୍ରୋନ୍‌ର ବ୍ୟବହାର ଦ୍ରୁତ ଗତିରେ ବଢି ଚାଲିଛି। ଡ୍ରୋନ ସାହାଯ୍ୟରେ ସ୍ବାସ୍ଥ୍ୟ ସେବାରେ ମଧ୍ୟ ଏକ ନୂତନ ବିପ୍ଳବ ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ…

1 year ago

କୁନୋ ନ୍ୟାଶନାଲ ପାର୍କର ଚିତାଙ୍କୁ ମିଳିବେ ନୂଆ ବନ୍ଧୁ

ଭୋପାଳ,୧୬।୨: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଥିବା ଚିତାଙ୍କ ପାଇଁ ଆଉ କେତେକ ନୂଆ ବନ୍ଧୁ ଆସିିବାକୁ ଯାଉଛି। ଭାରତରେ ବିଲୁପ୍ତ ହୋଇଥିବା ଚିତାକୁ ପୁନଃସ୍ଥାପିତ କରିବା…

1 year ago

ତ୍ରିପୁରା ବିଧାନସଭା ନିର୍ବାଚନ: ଶେଷ ମତଦାନ ସୁଦ୍ଧା ୮୧.୧୦ ପ୍ରତିଶତ ଭୋଟିଂ

ଅଗରତାଲା,୧୬।୨: ତ୍ରିପୁରା ବିଧାନସଭା ନିର୍ବାଚନ ୬୦ଆସନ ପାଇଁ ଗୁରୁବାର ମତଦାନ ଶେଷ ହୋଇଛି। ମତଦାନ କେନ୍ଦ୍ରରେ ଇଭିଏମ୍‌କୁ ସିଲ୍‌ କରି ସୁରକ୍ଷିତ ରଖାଯାଇଛି। ତେବେ ଅପରାହ୍ନ ୪ଟା…

1 year ago