ଜାତୀୟ

ଆସନ୍ତା ବର୍ଷ ଅବସର ନେବେ ମୋଦି, ଅମିତ ଶାହାଙ୍କୁ ନେଇ ବଡ ଭବିଷ୍ୟବାଣୀ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୧।୫: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ମୁଁ ତୁମ ସମସ୍ତଙ୍କ ମଧ୍ୟରେ ଫେରିଥିବାରୁ ବହୁତ ଖୁସି। ଆମ ଦେଶକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ ହେବ।…

2 years ago

ହନୁମାନ ମନ୍ଦିରରେ ପୂଜା କଲେ କେଜରିଓ୍ବାଲ, ସନ୍ଧ୍ୟାରେ କରିବେ ରୋଡ ଶୋ’

ନୂଆଦିଲ୍ଲୀ,୧୧।୫: ତିହାର ଜେଲରୁ ବାହାରିବା ପରେ କେଜରିୱାଲ ଶନିବାରଠାରୁ ଜୋରଦାର ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କେଜରିୱାଲ ତାଙ୍କ ପତ୍ନୀଙ୍କ ସହ ଦିଲ୍ଲୀର…

2 years ago

ଜୀବନ ସାରା ଭୁଲିବି ନାହିଁ ଓଡ଼ିଶାବାସୀଙ୍କ ଆଶୀର୍ବାଦର ଋଣ: ମୋଦି

ନୂଆଦିଲ୍ଲୀ/କନ୍ଧମାଳ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ କନ୍ଧମାଳରେ ପହଞ୍ଚିଛନ୍ତି। ସେଠାରେ ସେ ଲୋକଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ଆଜି ମୁଁ…

2 years ago

ପାକିସ୍ତାନର ପରମାଣୁ ବୋମା ବିକ୍ରି କରିବାର ପରିସ୍ଥିତି ଆସି ଗଲାଣି: ମୋଦି

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କଂଗ୍ରେସ ନେତା ମଣି ଶଙ୍କର ଆୟାରଙ୍କ ‘ପାକିସ୍ତାନରେ ଆଣବିକ ବୋମା ଅଛି’ ବୟାନକୁ ନେଇ କିଛି ପ୍ରତିକ୍ରିୟା ରଖିଛନ୍ତି। ସେ…

2 years ago

ବିନା କାରଣରେ ଭାରତୀୟଙ୍କ ମାମଲାରେ ମୁଣ୍ଡ ପୁରାଉଛି ପାକିସ୍ତାନ, କେଜରିଓ୍ବାଲଙ୍କ ଜାମିନକୁ ନେଇ ପୂର୍ବତନ ମନ୍ତ୍ରୀ କହିଲେ…

ଇସଲାମାବାଦ/ନୂଆଦିଲ୍ଲୀ,୧୧।୫: ଶୁକ୍ରବାର ସାରେ ତିହାର ଜେଲରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବାହାରିଥିଲେ। କେଜରିୱାଲ ଜେଲରୁ ମୁକୁଳିବା ପରେ ଏଏପି କର୍ମୀଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି।…

2 years ago

କେଜରିଓ୍ବାଲ, ସଞ୍ଜୟ ସିଂଙ୍କ ପାଇଁ ଦେବଦୂତ ସାଜିଲେ କଂଗ୍ରେସର ଏହି ନେତା

ନୂଆଦିଲ୍ଲୀ,୧୧।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଛି। ସେହିଭଳି ସଞ୍ଜୟ ସିଂଙ୍କୁ ଦିଲ୍ଲୀ ଲିକର୍‌ ପଲିସି ମାମଲାରେ ମଧ୍ୟ ଜାମିନ ମିଳିଛି। ତେବେ…

2 years ago

ହାତ ମିଳାଇବାକୁ ଅଫର ଦେଲେ ମୋଦି, ଜବାବରେ ଶରଦ ପାଓ୍ବାର କହିଲେ…

ନୂଆଦିଲ୍ଲୀ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏନସିପି (ଏସପି) ନେତା ଶରଦ ପାୱାର ଦେଇଥିବା ବୟାନକୁ ଟାର୍ଗେଟ କରି ତାଙ୍କୁ ଭାଜପା ସହ ହାତ ମିଳାଇବାକୁ ପ୍ରସ୍ତାବ…

2 years ago

ଏକଚ୍ଛତ୍ରବାଦ ବିରୋଧରେ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୧୧ା୫(ପି.ଟି.): ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିବାର କିଛି ଘଣ୍ଟା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ତିହାର ଜେଲରୁ ମୁକୁଳିଛନ୍ତି। ସେ ଭଗବାନ ହନୁମାନଙ୍କୁ ଧନ୍ୟବାଦ…

2 years ago

ଭୋଟିଂ ତଥ୍ୟ ୪୮ ଘଣ୍ଟାରେ ପ୍ରକାଶ କରାଯାଉ

ନୂଆଦିଲ୍ଲୀ,୧୧ା୫(ପି.ଟି.): ଲୋକ ସଭା ନିର୍ବାଚନ ଚାଲିଥିବା ବେଳେ ପ୍ରତି ପର୍ଯ୍ୟାୟ ଭୋଟିଂ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ ବୁଥ୍‌ଓ୍ବାରି ମତଦାନ ହାର ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଭାରତର…

2 years ago

୨୮ ହଜାର ମୋବାଇଲରେ ୨୦ ଲକ୍ଷ ନମ୍ବର

ନୂଆଦିଲ୍ଲୀ,୧୧ା୫: ସାଇବର ଅପରାଧରେ ବ୍ୟବହୃତ ହେଉଥିବା ୨୮,୨୦୦ ମୋବାଇଲ ଫୋନ୍‌କୁ ବ୍ଲକ୍‌ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଟେଲିକମ୍‌ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଫୋନଗୁଡ଼ିକ…

2 years ago