ନୂଆଦିଲ୍ଲୀ,୧୪।୯: ୧୦ ବର୍ଷ ପରେ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଜମ୍ମୁ କଶ୍ମୀର ନିର୍ବାଚନ ପାଇଁ ସମସ୍ତ ଦଳ ନିଜର ସମ୍ପୂର୍ଣ୍ଣ ଶକ୍ତି ଦେଇଛନ୍ତି।…
ମୁମ୍ବାଇ,୧୪ା୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନା (ୟୁବିଟି) ପ୍ରଧାନମନ୍ତ୍ରୀ ମୋଦି ଏବଂ ଏନ୍ଡିଏ ସରକାରକୁ ମୁହଁତୋଡ଼ ଜବାବ ଦେଇଛନ୍ତି। ସେପ୍ଟେମ୍ବର ୧୪ରେ ଏକ ସମ୍ପାଦକୀୟରେ ଲେଖାଅଛି…
ନୂଆଦିଲ୍ଲୀ,୧୪।୯: ଗତ ୧୬ ମାସ ଧରି ମଣିପୁରରେ ଅଶାନ୍ତି ଦେଖାଦେଇଛି। ଏହି ସମୟରେ ମଣିପୁର କଂଗ୍ରେସ ସଭାପତି ମେଘଚନ୍ଦ୍ର ସିଂ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି…
କୋଲକାତା,୧୪।୯: କୋଲକାତାର ଆର୍.ଜି କର ମେଡିକାଲ କଲେଜ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇର ଅସୁବିଧା ବଢିଛି। ଏହି…
ନୂଆଦିଲ୍ଲୀ,୧୪।୮: ଆସନ୍ତା ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେପଟେ ପୂର୍ବତନ ଆମେଠି ଏମ୍ପି ସ୍ମୃତି ଇରାନୀ ଭାଜପାର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି।…
ନୂଆଦିଲ୍ଲୀ,୧୪।୯: ଜମ୍ମୁ କଶ୍ମୀରର କିସ୍ତଓ୍ବାଡା ଜିଲାର ଚଟୁର୍ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ସେନା କର୍ମଚାରୀ ଶହୀଦ ହୋଇଯାଇଛନ୍ତି। ଅନ୍ୟ…
ନୂଆଦିଲ୍ଲୀ,୧୪ା୯:ଦିଲ୍ଲୀ ଅବକାରୀ ନୀତି ସମ୍ପର୍କିତ ମାମଲାରେ ଗିରଫ ହେବାର ୬ ମାସ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଆମ୍ ଆଦ୍ମୀ ପାର୍ଟି…
ଅଯୋଧ୍ୟା,୧୩ା୯: ଅଯୋଧ୍ୟା ରାମମନ୍ଦିର କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ୨୦୨୫ ଜୁନ୍ ୩୦ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ଶୁକ୍ରବାର…
ପାଟନା,୧୩ା୯: କୋଲକାତାରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ ବିହାରର ଏକ ଘରୋଇ ହସ୍ପିଟାଲରେ ଜଣେ ନର୍ସଙ୍କୁ ଗଣବଳାତ୍କାର ଉଦ୍ୟମ ହୋଇଛି।…
ନୂଆଦିଲ୍ଲୀ,୧୩।୯: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ବେଲ ମିଳିବା ପରେ ଶୁକ୍ରବାର ସେ ୧୫୬ ଦିନ ପରେ ଜେଲ୍ରୁ ବାହାରିଛନ୍ତି। ବାହାରକୁ…