ନୂଆଦିଲ୍ଲୀ,୪।୧୨: ଲୋକ ସଭାରେ ଜାରି ଶୀତକାଳୀନ ଅଧିବେଶନ ସମୟରେ ତେଲୁଗୁ ଦେଶମ ପାର୍ଟିର ବରିଷଠ ଏମ୍ପି ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡି ଗୃହରେ ତାଙ୍କୁ ମିଳିଥିବା ଆସନକୁ ନେଇ…
ମୁମ୍ବାଇ,୪।୧୨: ନିକଟରେ ହୋଇଥିବା ମହାରାଷ୍ଟ୍ର ନିର୍ବାଚନରେ ମହାବିକାଶ ଅଗାଡିର ଶୋଚନୀୟ ପରାଜୟ ହୋଇଥିବାବେଳେ ମହାୟୁତି ପ୍ରଚଣ୍ଡ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଏମଭିଏକୁ ବଡ଼ ଝଟ୍କର…
ନୂଆଦିଲ୍ଲୀ,୪ା୧୨(ପି.ଟି.):ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି) ଚୟନ ପାଇଁ ଉଦ୍ଦିଷ୍ଟ କମିଟିରୁ ଭାରତର ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯାଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି…
ହାଇଦ୍ରାବାଦ,୪।୧୨: ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ବୁଧବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ରହିଥିଲା। କେବଳ ଏତିକି ନୁହେଁ ମହାରାଷ୍ଟ୍ରର ଅନେକ…
ଅମୃତସର,୪।୧୨: ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରେ ଆକ୍ରମଣ। ଅମୃତସରର ସ୍ବର୍ଣ୍ଣ ମନ୍ଦିର ବାହାରେ ସୁରକ୍ଷାକର୍ମୀ ଭାବେ…
ଅମେଠି,୪।୧୨ (ପି.ଟି.):ଉତ୍ତର ପ୍ରଦେଶର ଅମେଠିରୁ ଏକ ଅଜବ ବିବାହ ମାମଲା ସାମ୍ନାକୁ ଆସିଛି। ବିବାହ କରିବା ପାଇଁ ବିଳମ୍ବରେ ପହଞ୍ଚିବାରୁ ଜଣେ ବରଙ୍କୁ କନ୍ୟାପକ୍ଷ ବନ୍ଧକ ରଖିଛନ୍ତି।…
ନୂଆଦିଲ୍ଲୀ,୪ା୧୨(ପି.ଟି.):ସୀମା ପ୍ରସଙ୍ଗର ଉତ୍ତମ ତଥା ଆପୋଷରେ ଗ୍ରହଣୀୟ ହେଲା ଭଳି ସମାଧାନ ପାଇଁ ଭାରତ ଚାଇନା ସହ ଆଲୋଚନା ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମଙ୍ଗଳବାର ବହିର୍ବ୍ୟାପାର…
ମୁମ୍ବାଇ,୪ା୧୨:ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଏପର୍ଯ୍ୟନ୍ତ ଘୋଷଣା ହୋଇ ନ ଥିବାବେଳେ ଗୁରୁବାର ଶପଥଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋର୍ଦାର ଚାଲିଛି। ଶପଥ ଉତ୍ସବରେ…
ନୂଆଦିଲ୍ଲୀ,୪।୧୨:ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ମୋବାଇଲ ମାଲଓ୍ବେର ଆକ୍ରମଣ ଜନିତ ମାମଲା ସର୍ବାଧିକ ରହିଥିବା ନେଇ ଆମେରିକୀୟ କ୍ଲାଉଡ୍ ସିକ୍ୟୁରିଟି କମ୍ପାନୀ ଜେଡ୍ସ୍କେଲର ପ୍ରକାଶ କରିଛି। ମୋବାଇଲ…
ନୂଆଦିଲ୍ଲୀ,୪।୧୨: ଏକ ବଡ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସ୍ଥାନୀୟ ଲୋକଙ୍କୁ ଗାଜେଟେଡ ପଦବୀରେ ୯୫% ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି।…