ଜୀବନଚର୍ଯ୍ୟା

ଏପରି ଲୋକ ନିଅନ୍ତି ୨ଥର ଜନ୍ମ, କାରଣ ଜାଣିଲେ …

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ବ୍ୟକ୍ତି ଖୁସିରେ ରହି ପାରିବେ। ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରର ଚତୁର୍ଥ ଅଧ୍ୟାୟରେ…

6 years ago

ବିବାହ ବାଧା ହେବ ଦୂର ପାଇଁ କରନ୍ତୁ ଏପରି…

ସିଧା ବାଦଲରୁ ଖସି ପଡୁଥିବା ବର୍ଷା ପାଣିକୁ ଅତି ପବିତ୍ର ଭାବେ ଗ୍ରହଣ କରାଯାଇଥାଏ। ତେବେ କେତେକ କାର୍ଯ୍ୟରେ ଏହାର ଉପଯୁକ୍ତ ଉପଯୋଗ ଦ୍ୱାରା ସୌଭାଗ୍ୟ ପ୍ରାପ୍ତି…

6 years ago

ବିବାହ ପୂର୍ବରୁ ଜୀବନସାଥିଙ୍କ ପାଖରେ ଏସବୁ ଗୁଣ ଅଛିିକି ନାହିଁ ପରଖି ନିଅନ୍ତୁ: ନଚେତ…

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ସ୍ତ୍ରୀ-ସ୍ବାମୀ ମଧ୍ୟରେ ସମନ୍ବୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନସାଥୀଙ୍କ ଅନେକ ଗୁଣ ବିଷୟରେ ଉଲ୍ଲେଖ କରିଛନ୍ତି।…

6 years ago

ସେଓ ଖିରି

ଆବଶ୍ୟକ ସାମଗ୍ରୀ: ମଧ୍ୟମ ଆକାରର ଅଧା କିଲୋଗ୍ରାମ ସେଓ, କ୍ଷୀର ୧ ଲିଟର, ଚିନି ୧୦୦ ଗ୍ରାମ୍‌, ଛୋଟ ଛୋଟ କଟା ହୋଇଥିବା କାଜୁ ୨ ବଡ଼…

6 years ago

ସ୍କିନ୍‌ ରହିବ ସ୍ପଟ୍‌ଲେସ୍‌

ମୁହଁ ଯେତେ ସୁନ୍ଦର ହୋଇ ଥାଉ ନା କାହିଁକି ସେଥିରେ ଦାଗ ଥିଲେ ତାହାର ଆକର୍ଷଣ କମିଯାଏ। ଆଉ ଏପରି ନ ହେବା ଲାଗି ଅନେକେ ବିଭିନ୍ନ…

6 years ago

ପିଲାଙ୍କ ରାଗ

ମଣିଷର ମାନସିକ ସ୍ଥିତି ବିଭିନ୍ନ ପରିସ୍ଥିତି ଏବଂ ପରିବେଶକୁ ନେଇ ପରିବର୍ତ୍ତନ ହୋଇଥାଏ। ହେଲେ ସାଧାରଣ କଥାରେ କ୍ରୋଧ ବା ରାଗିବା, ହିଂସା କରିବା, ଅଭିଭାବକଙ୍କ କଥା…

6 years ago

ଲେହେଙ୍ଗା ଫ୍ୟାଶନ

ବର୍ତ୍ତମାନ ଯେକୌଣସି ପାର୍ଟି, ଫଙ୍କଶନ୍‌ ହେଉ ଅବା ପର୍ବପର୍ବାଣିରେ ଲେହେଙ୍ଗା ପାଲଟିଛି ଲାଟେଷ୍ଟ ଫ୍ୟାଶନ୍‌। ଯଦି ଆପଣ ବି ଏହାକୁ ବ୍ୟବହାର କରିବାକୁ ଚାହାନ୍ତି ତେବେ ନିଜ…

6 years ago

ଏପରି କରନ୍ତୁ ପକ୍ଷାଘାତରୁ ରହିବେ ଦୂରେଇ…

ଗାଧୋଇବା ସମୟରେ କେତେକ ସାବଧାନତା ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଥାଏ। ଏପରି ସତର୍କତା ଅବଲମ୍ବନ ନ କଲେ ଶରୀର ଅସୁସ୍ଥ ହେବା ସହିତ ପକ୍ଷାଘାତ ସମସ୍ୟା…

6 years ago

ରକ୍ତଦାନ କଲେ ଶରୀର ରୁହେ ସୁସ୍ଥ…

ନିୟମିତ ରକ୍ତଦାନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ଏହା ଯୋଗୁ ହାର୍ଟ ଆଟାକ୍‌ ଆଶଙ୍କା କମ୍‌ ହୋଇଥାଏ। ପୁରୁଷମାନେ ନିୟମିତ ବ୍ୟବଧାନରେ ରକ୍ତଦାନ କଲେ ହାର୍ଟ…

6 years ago

ନଖର ରଙ୍ଗରୁ ବି ଜାଣିହେବ ଏସବୁ ସମସ୍ୟା…

ନଖର ରଙ୍ଗରୁ ଶରୀରରେ କେଉଁ ରୋଗ ହୋଇଛି ଅବା କେଉଁ ଅଙ୍ଗ ସ୍ବାଭାବିକ ଭାବେ କାର୍ଯ୍ୟ କରୁ ନାହିଁ ତାହା ସହଜରେ ଜଣାପଡ଼ିଥାଏ। ବିଭିନ୍ନ ରୋଗ ସହିତ…

6 years ago