ଜୀବନଚର୍ଯ୍ୟା

ଜୀବନସାଥିଙ୍କ ସହ ଶେୟାର କରନ୍ତୁ ନାହିଁ ଏସବୁ ସିକ୍ରେଟ, ନଚେତ ଜୀବନସାରା କରିବେ ପଶ୍ଚାତାପ

ଏକ ଦୃଢ ସମ୍ପର୍କର ଆଧାର ହେଉଛି ବିଶ୍ୱାସ, ପ୍ରେମ, ପାରସ୍ପରିକ ସମ୍ମାନ ଏବଂ ବିଶ୍ୱସ୍ତତା। ଯଦି କୌଣସି ସମ୍ପର୍କର ଏହି ସବୁ ଗୁଣ ନଥାଏ, ତେବେ ସମ୍ପର୍କ…

3 years ago

ଶୀତରେ କେମିତି ରହିବେ ଫିଟ୍‌? ଜାଣିରଖନ୍ତୁ କିଛିଟା ଜରୁରୀ ଡାକ୍ତରୀ ଟିପ୍ସ…

ଶୀତଦିନେ ଫିଟ୍‌ ରହିବା ପାଇଁ ଟିକେ ଅଧିକ ଯତ୍ନବାନ ହେବାକୁ ପଡ଼ିଥାଏ। ତା’ସହିତ କିଛିଟା ଜରୁରୀ ଡାକ୍ତରୀ ଟିପ୍ସକୁ ବି ମାନିବାକୁ ହୁଏ। ଯେମିତି କି ଶୀତଦିନେ…

3 years ago

ଘରେ ଅବା ଅଫିସ୍‌ରେ ୭ଟି ଦୌଡୁଥିବା ଘୋଡ଼ାର ଚିତ୍ର ଅଛି କି? ଜାଣିରଖନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ୭ଟି ଘୋଡ଼ା ଦୌଡୁଥିବାର ଚିତ୍ର କିମ୍ବା ପେଣ୍ଟିଂକୁ ଘରେ ହେଉ ଅବା ଅଫିସ୍‌ରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। କାରଣ…

3 years ago

ଆମେରିକା, ୟୁରୋପରେ ସୋରିଷ ତେଲରେ ରାନ୍ଧିବା ନିଷେଧ, ଜାଣନ୍ତୁ କାରଣ…

ରୋଷେଇରେ ତେଲର ଅନେକ ବିକଳ୍ପ ଅଛି। ଯେମିତି କି ସୋରିଷ ତେଲ, ଅଲିଭ୍‌ ତେଲ, ଅଳସୀ ତେଲ, ନଡ଼ିିଆ ତେଲ, ମୁଗଫଳି ତେଲ, ପାମୋଲିନ ତେଲ ଇତ୍ୟାଦି।…

3 years ago

ନୂଆ ବର୍ଷ ପୂର୍ବରୁ ଘରୁ ବାହାର କରିଦିଅନ୍ତୁ ଏସବୁ ଜିନିଷ; ସୌଭାଗ୍ୟ ବଦଳରେ ଆଣିବ ଦୁର୍ଭାଗ୍ୟ

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି। ଏମିତିରେ ସମସ୍ତେ ଚାହାନ୍ତି ଏହି ବର୍ଷ ତାଙ୍କ ପାଇଁ ଖୁସି ଏବଂ ସୌଭାଗ୍ୟ ଆଣି ଆସୁ।…

3 years ago

ହାର୍ଟ ପାଇଁ କ୍ଷତିକାରକ ବାସି ଭାତ

ନୂଆଦିଲ୍ଲୀ: ଆପଣ ରାତିରେ ଦିନର ବଳକା ଭାତ ଏବଂ ରାତିରେ ରାତିର ବଳକା ଚାଉଳ ମଧ୍ୟ ଖାଉଛନ୍ତି କି। ଯଦି ହଁ, ତେବେ ସାବଧାନ ରୁହନ୍ତୁ, କାରଣ…

3 years ago

ନିଃଶବ୍ଦ ଘାତକ: ଉଚ୍ଚ ରକ୍ତଚାପ

କିପରି କରାଯାଏ ରୋଗ ନିର୍ଣ୍ଣୟ ଉଚ୍ଚ ରକ୍ତଚାପକୁ ନିର୍ଣ୍ଣୟ କରିବା ସବୁଠାରୁ ସହଜ। କାରଣ ରକ୍ତଚାପ ମାପିଦେଲେ ରୋଗ ଧରାପଡ଼ିଯାଏ। ତେବେ ଭିନ୍ନ ଭିନ୍ନ ସମୟରେ ବିଶ୍ରାମ…

3 years ago

ସୁଡ଼ଙ୍ଗ ଉଦ୍ଧାର ଅଭିଯାନରେ ଟେକ୍ନୋଲୋଜିର ପ୍ରୟୋଗ

ଇତିମଧ୍ୟରେ ଉତ୍ତରକାଶୀର ସିଲ୍‌କ୍ୟାରା ସୁଡ଼ଙ୍ଗରେ ଅଟକି ରହିଥିବା ସମୁଦାୟ ୪୧ ଜଣ ନିର୍ମାଣ ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇ ପାରିଛି। ଏହି ସଫଳତାର କାହାଣୀ ପଛରେ…

3 years ago

ଭୁଲ୍‌ରେ ବି ଦହି ସହିତ ଖାଆନ୍ତୁ ନାହିଁ ଏସବୁ ଖାଦ୍ୟ

ଦହି ଏକ ଉପକାରୀ ପାନୀୟ। ମାତ୍ର କିଛି ଜିନିଷ ଅଛି ଯାହା ସହିତ ଦହି ଖାଇଲେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ତେବେ ଜାଣନ୍ତୁ ଏସବୁ ବିଷୟରେ... କଦଳୀ…

3 years ago

୨୦୨୪ରେ ଚମକିବ ଏସବୁ ରାଶିର ଭାଗ୍ୟ, ପରଖି ନିଅନ୍ତୁ ଆପଣଙ୍କ ରାଶି

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ସେମାନଙ୍କର ରାଶି ପରିବର୍ତ୍ତନ କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଶି ଚିହ୍ନଗୁଡ଼ିକର ପରିବର୍ତ୍ତନ ଘଟଣା…

3 years ago