ଜୀବନଚର୍ଯ୍ୟା

ଅମୃତଭଣ୍ଡା ସହ ଏହି ଖାଦ୍ୟ ମନା…

ଅମୃତଭଣ୍ଡା ଖାଇବାକୁ ଅନେକେ ଭଲପାଆନ୍ତି। ଏହା କେବଳ ସ୍ବାଦିଷ୍ଠ ନୁହେଁ, ବରଂ ଏଥିରେ ଭରି ରହିଛି ଅନେକ ପୋଷକତତ୍ତ୍ୱ। ହେଲେ ଆପଣ ଜାଣନ୍ତିକି ଏହା ସହ କେତେକ…

3 years ago

ଏହି ୩ ଗୁଣ ଥିବା ସ୍ତ୍ରୀ ବଦଳାଇ ଦିଅନ୍ତି ସ୍ବାମୀଙ୍କ ଭାଗ୍ୟ

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସୁଖମୟ ଜୀବନ ପାଇଁ ଭଲ ଜୀବନ ସାଥୀ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ନେଇ ବିବାହ ପୂର୍ବରୁ ପ୍ରତ୍ୟେକ…

3 years ago

ପୂଜା ସମୟରେ ଠାକୁରଙ୍କ ପାଖେ କର୍ପୂର ଆଳତି କଲେ ବୃଦ୍ଧି ପାଇଥାଏ ସୁଖଶାନ୍ତି, ସମ୍ପର୍କକୁ ଦୃଢ କରେ…

ପୂଜା କରିବା ସମୟରେ ଠାକୁରଙ୍କ ପାଖେ କର୍ପୂର ଆଳତି କଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଏହି କର୍ପୂର ଆଳତି ଦ୍ୱାରା…

3 years ago

ଏହି ୭ ଭୁଲ ଯୋଗୁ ଘର ଦ୍ୱାର ମୁହଁରୁ ଫେରି ଯାଇଥାନ୍ତି ମା’ ଲକ୍ଷ୍ମୀ, ଜାଣିନିଅନ୍ତୁ…

ଜୀବନରେ ସମସ୍ତେ ଚାହାନ୍ତି ଯେ ତାଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହେଉ। ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ବରସୁଥାଉ। ଏଥିଲାଗି ସମସ୍ତେ କଠିନ ପରିଶ୍ରମ କରିଥାନ୍ତି। ହେଲେ…

3 years ago

ରକ୍ତ ପରୀକ୍ଷାରେ ପ୍ରାରମ୍ଭରୁ ଚିହ୍ନଟ ହେବ ଗର୍ଭାଶୟ କର୍କଟ

ଲଣ୍ଡନ ୧୨ା୧୦: ଗର୍ଭାଶୟ କର୍କଟକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇପାରିବ। ଏଥିପାଇଁ ଏକ ରକ୍ତ ପରୀକ୍ଷା କରିବାକୁ ପଡ଼ିବ। ସେହି ରକ୍ତ ପରୀକ୍ଷା ଗର୍ଭାଶୟ କର୍କଟକୁ ଚିହ୍ନଟ…

3 years ago

‘ରୂପ ଦେଖିବେ ନା ଗୁଣ’, କିଭଳି ବାଛିବେ ନିଜର ଜୀବନସାଥୀ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ମାଧ୍ୟମରେ ନନ୍ଦ ରାଜବଂଶକୁ ପରାସ୍ତ କରି ତାଙ୍କ ଶିଷ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜା କରିଥିଲେ। ସେବେଠାରୁ ତାଙ୍କର ନୀତି ଓ ଜ୍ଞାନକୁ…

3 years ago

ଭାଗ୍ୟ ବଦଳାଇବ ପାନ, ପୂଜାରେ ଏଭଳି କରନ୍ତୁ ବ୍ୟବହାର…

ହିନ୍ଦୁ ଧର୍ମରେ ଦେବୀଦେବତାମାନଙ୍କ ପୂଜା ଏବଂ ମାଙ୍ଗଳିକ କାର୍ଯ୍ୟ ଲାଗି ପାନର ବ୍ୟବହାର ଶୁଭ ବୋଲି କୁହାଯାଏ। ପୂଜାରେ ସମସ୍ତ ପ୍ରକାର ଭୋଗ ସହ ପାନ ଚଢ଼ାଇବା…

3 years ago

ଫେଷ୍ଟିଭ୍‌ ସେଲ୍‌

ଆରମ୍ଭ ହୋଇଗଲାଣି ପାର୍ବଣ ଋତୁ। ମାର୍କେଟ୍‌କୁ ବାହାରିବା ମାତ୍ରେ ଛୋଟ ବଡ଼ ଦୋକାନରୁ ଶପିଂ ମଲ୍‌ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି ଫେଷ୍ଟିଭ୍‌ ସେଲ୍‌। କେବଳ ଏତିକି…

3 years ago

ମେସେଞ୍ଜର ଆର୍‌ଏନ୍‌ଏ କୋଭିଡ୍‌ ଟିକା

”ଅତି ଫଳପ୍ରଦ ମେସେଞ୍ଜର ଆର୍‌.ଏନ୍‌.ଏ. ପ୍ରତିଷେଧକ ଟିକାର ବିକାଶ ଲାଗି ହଙ୍ଗେରୀର ମହିଳା ଜୀବ ରସାୟନ ବିଜ୍ଞାନୀ କାଟାଲିନ୍‌ କାରିକୋ ଏବଂ ଆମେରିକୀୟ ଭେଷଜ ବିଜ୍ଞାନୀ ତଥା…

3 years ago

ଗୁଣକାରୀ ତୁଳସୀ,ଆସନ୍ତୁ ଜାଣିବା କି ଉପକାରରେ ଆସେ..

ତୁଳସୀ ଚଉରା ପ୍ରତ୍ୟେକଙ୍କର ଘର ଅଗଣାରେ ରହିଥାଏ। କାରଣ ଏହା ଘର ପରିବେଶକୁ ପବିତ୍ର କରିବା ସହ ଗୃହରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ କରାଇଥାଏ। କୌଣସି କାମରେ…

3 years ago