ଜୀବନଚର୍ଯ୍ୟା

ଘରେ ପକ୍ଷୀଙ୍କ ଫଟୋ ଲଗାଉଥିଲେ ଜାଣି ନିଅନ୍ତୁ ଏସବୁ କଥା, ବୃଦ୍ଧି ପାଇବ ସୁଖ-ସମୃଦ୍ଧି…

ପକ୍ଷୀମାନେ ଦେଖିବାକୁ ଖୁବ୍‌ ସୁନ୍ଦର ହୋଇଥାନ୍ତି। ସେଥିପାଇଁ ଅନେକେ ଘରର ଶୋଭା ବଢ଼ାଇବାକୁ କାନ୍ଥରେ ବିଭିନ୍ନ ପକ୍ଷୀଙ୍କର ଫଟୋ ତଥା ଛବି ଆଦି ଲଗାଇଥାନ୍ତି। ତେବେ ବାସ୍ତୁଶାସ୍ତ୍ର…

2 years ago

ଚମକିବ ପୁରୁଣା ଗହଣା; ଆପଣାନ୍ତୁ ଏସବୁ ଘରୋଇ ଉପାୟ…

ଗହଣାର ଚମକ ମହିଳାଙ୍କ ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ଏଥିଯୋଗୁ ମହିଳାମାନଙ୍କର ଗହଣା କିଣିବାର ସଉକ ଥାଏ। ହେଲେ ଘରେ ଦୀର୍ଘଦିନ ଯାଏ ଗହଣା ରଖିଲେ ତାହା ମଳିନ…

2 years ago

ପୁରୁଷଙ୍କ ପାଖରେ କମୁଛି ପ୍ରଜନନ କ୍ଷମତା: ପ୍ରାୟ ୧୮ ପ୍ରତିଶତ ବୟସ୍କ ହୋଇପାରୁ ନାହାନ୍ତି ବାପା

ମେଲବର୍ନ,୩।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ରିପୋର୍ଟ କହୁଛି ଯେ ଛଅ ଦଶନ୍ଧି ମଧ୍ୟରେ ବିଶ୍ୱର ମୋଟ ପ୍ରଜନନ ହାର (ଟିଏଫଆର) ୫.୩ ରୁ ମାତ୍ର ୨.୩କୁ ହ୍ରାସ…

2 years ago

ଧନତେରାସ୍‌ ପୂର୍ବରୁ ଏହିଦିନ କରନ୍ତୁ ଶପିଂ, ରହିବନି ଧନର ଅଭାବ

ନଭେମ୍ବର ଆସିବା ମାତ୍ରେ ଚାରିଆଡ଼େ ଦୀପାବଳିର ମାହୋଲ ଦେଖିବାକୁ ମିଳେ। ଏହା ସହିତ ବଜାର ମଧ୍ୟ ବେଶ୍‌ ଭିଡ଼ ରହେ। ଏବେଠାରୁ ଦୋକାନୀମାନେ ଧନତେରାସ୍‌ ପାଇଁ ପ୍ରସ୍ତୁତି…

2 years ago

ଏହି ୩ ପ୍ରକାର ଲୋକଙ୍କ ପ୍ରତି ରୁହନ୍ତୁ ସାବଧାନ, ନଚେତ୍‌ ଜୀବନରେ ଅନେକ ପସ୍ତାଇବେ

ଜୀବନରେ ଆପଣ ଯେତେ ଆଗକୁ ଯାଆନ୍ତୁ ନା କାହିଁକି ନୀତିଶାସ୍ତ୍ର ଏବଂ କୂଟନୀତିଜ୍ଞ ଚାଣକ୍ୟଙ୍କ ବାଣୀ ମାନି ଆଗକୁ ବଢ଼ିବା ଉଚିତ୍‌। ୩ ପ୍ରକାର ଲୋକଙ୍କ ପ୍ରତି…

2 years ago

ଟମାଟୋ ସସ କେଚଅପ ଭିତରେ କ’ଣ ରହିଛି ପାର୍ଥକ୍ୟ

ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ ପିଲାମାନେ ପ୍ରାୟ ସବୁକିଛି ସହିତ ଟମାଟୋ ସସ କିମ୍ବା କେଚଅପ ଖାଇବାକୁ ପସନ୍ଦ କରନ୍ତି। ଅଧିକାଂଶ ଲୋକେ ସମାନ କଥା…

2 years ago

ସକାରାତ୍ମକ ଚିନ୍ତାଧାରା ଓ ଉତ୍ତମ ସ୍ବାସ୍ଥ୍ୟ

ବର୍ତ୍ତମାନର ଧାଁ  ଦଉଡ଼ ଜୀବନରେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ସବୁଠାରୁ ବଡ଼ କଥା। ହେଲେ କେତେକ ବ୍ୟକ୍ତି ଏଥିପ୍ରତି ଆବଶ୍ୟକ ମୁତାବକ ଦୃଷ୍ଟି ଦେଇ…

2 years ago

ପୂଜା କରିବା ବେଳେ ମାନନ୍ତୁ ଏସବୁ ନିୟମ, ଦେବାଦେବୀ ହେବେ ପ୍ରସନ୍ନ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜାକୁ ସଫଳ ଓ ଫଳଦାୟୀ କରିବାକୁ ହେଲେ କେତୋଟି ନିୟମ ମାନିବାକୁ ହୋଇଥାଏ। ଯଦ୍ଦ୍ବାରା ଦେବାଦେବୀଙ୍କର ଆଶିଷ ଲାଭ ହେବା ସହ ଘରେ ସୁଖ…

2 years ago

ଚନ୍ଦ୍ରଗ୍ରହଣ ଦେଖିଲେ ସତରେ କ’ଣ ମଣିଷ ହରାଇଦିଏ ଦୃଷ୍ଟିଶକ୍ତି, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ଆଜି ଅର୍ଥାତ୍‌ କୁମାରପୂର୍ଣ୍ଣିମାରେ ଲାଗୁଛି ଚନ୍ଦ୍ରଗ୍ରହଣ। ଏହା ଏକ ପ୍ରକାର ଜ୍ୟୋତିର୍ବିଜ୍ଞାନ ଉପରେ ଆଧାରିତ ଘଟଣା। ଉଭୟ ଜ୍ୟୋତିର୍ବିଜ୍ଞାନ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣକୁ ଗୁରୁତ୍ୱ ଦିଆଯାଏ।…

2 years ago

ବାରମ୍ବାର ଶିଶୁ କାନ୍ଦିବା ପଛରେ ରହିଛି ଏସବୁ କାରଣ, ମାତାପିତା ରୁହନ୍ତୁ ସାବଧାନ

ପିଲାମାନେ କାନ୍ଦିବା ଏକ ସାଧାରଣ କଥା। ସେମାନେ ସେମାନଙ୍କର ମାତାପିତାଙ୍କୁ ଡାକିବା ପାଇଁ କାନ୍ଦନ୍ତି, କିନ୍ତୁ ଯଦି ଆପଣଙ୍କର ପିଲା ଦୀର୍ଘ ସମୟ ଧରି କ୍ରମାଗତ ଭାବରେ…

2 years ago