ଅନ୍ତର୍ଜାତୀୟ

ଭାରତ ସହିତ ଟାରିଫ୍‌ ଯୁଦ୍ଧ ମଧ୍ୟରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି

ଓ୍ବାଶିଂଟନ୍‌,୨୩।୮: ଭାରତ ସହିତ ଟାରିଫ୍‌ ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ତାଙ୍କର ଜଣେ ବିଶ୍ୱସ୍ତ ସର୍ଗିଓ ଗୋରଙ୍କୁ…

4 months ago

ଭାରତ ସହ କଥା ହେବାକୁ ପୁଣି ବ୍ୟାକୁଳ ହେଲାଣି ପାକିସ୍ତାନ, କହିଲା ଆତଙ୍କବାଦ ଆଉ କଶ୍ମୀର ପ୍ରସଙ୍ଗକୁ ନେଇ…

ନୂଆଦିଲ୍ଲୀ/ଇସଲାମାବାଦ,୨୨।୮: ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇଶାକ ଡାର ଭାରତ ସହିତ ଆଲୋଚନା ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ…

4 months ago

ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ ମାଡ଼କୁ ନେଇ ସମାଲୋଚନା କରିଥିବା ପୂର୍ବତନ ଆମେରିକୀୟ NSA ଜନ ବୋଲ୍ଟନଙ୍କ ଘରେ FBI ଚଢାଉ

ଓ୍ବାଶିଂଟନ,୨୨।୮: ପୂର୍ବତନ ଆମେରିକୀୟ NSA ଜନ ବୋଲ୍ଟନ ଟ୍ରମ୍ପଙ୍କ ଶୁଳ୍କକୁ ସମାଲୋଚନା କରିବା ପରେ ଏଫବିଆଇ ଶୁକ୍ରବାର ତାଙ୍କ ଘରେ ଚଢାଉ କରିଥିଲା। ଜନ ବୋଲ୍ଟନ ଟ୍ରମ୍ପଙ୍କ…

4 months ago

ମୁନିରଙ୍କୁ ଭେଟିଲେ ଚାଇନା ବୈଦେଶିକ ମନ୍ତ୍ରୀ, ସାରା ବିଶ୍ୱରେ ହେଉଛି ଚର୍ଚ୍ଚା!

ଇସଲାମାବାଦ,୨୨।୮: ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୁକ୍ରବାର ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଭେଟି ଆଞ୍ଚଳିକ ସୁରକ୍ଷା, ଆତଙ୍କବାଦ ବିରୋଧୀ ପଦକ୍ଷେପ ଏବଂ ପାରସ୍ପରିକ…

4 months ago

ଟ୍ରକ ଡ୍ରାଇଭରଙ୍କ ଭିଜାକୁ ନେଇ ଆମେରିକା ନେଲା ଏଭଳି ନିଷ୍ପତ୍ତି, ଚିନ୍ତାରେ ଭାରତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୮: ଟ୍ରମ୍ପ ପ୍ରଶାସନ ବାଣିଜି୍ୟକ ଟ୍ରକ ଡ୍ରାଇଭରମାନଙ୍କ ପାଇଁ ସମସ୍ତ ପ୍ରକାରର ଶ୍ରମିକ ଭିଜା ପ୍ରଦାନକୁ ତୁରନ୍ତ ନିଷେଧ କରିଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ…

4 months ago

ଦୁର୍ନୀତି ଅଭିଯୋଗରେ ଗିରଫ ହେଲେ ପୂର୍ବତନ ରାଷ୍ଟ୍ରପତି

କଲମ୍ବୋ,୨୨।୮: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଛନ୍ତି। ସେପ୍ଟେମ୍ବର ୨୦୨୩ରେ ଏକ ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ତାଙ୍କ ସ୍ତ୍ରୀଙ୍କ ସମ୍ମାନାର୍ଥେ ଆୟୋଜିତ ଏକ…

4 months ago

ଭାରତ ସହ ପଙ୍ଗା ନେବା ପଡିଲା ମହଙ୍ଗା, ବଡ଼ ସମସ୍ୟାରେ ଫସିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୨।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରତି କଠୋର ମନୋଭାବ ପୋଷଣ କରିଛନ୍ତି। ସେ ପୂର୍ବରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍‌ ଲାଗୁ କରିଥିଲେ,…

4 months ago

ଟ୍ରମ୍ପଙ୍କ ସହ ବଡ଼ ଡିଲ୍‌ କଲା ପାକିସ୍ତାନ, ଭାରତକୁ ଜୋରଦାର ଝଟ୍‌କା!

ଇସଲାମାବାଦ/ନୂଆଦିଲ୍ଲୀ: ପାକିସ୍ତାନର ସେନା ମୁଖ୍ୟ ମୁନୀର ଭାରତ ବିରୋଧରେ ନିୟମିତ ଭାବେ ଷଡଯନ୍ତ୍ର କରୁଥିବା ଅଭିଯୋଗ ହେଉଛି। ସେ ପାକିସ୍ତାନର ପୂର୍ବତନ ‘ତିନି ଏ’ (Army, Allah,…

4 months ago

ବିହାରରୁ ପାକିସ୍ତାନକୁ ଏଭଳି ମେସେଜ୍‌ ପଠାଇଲେ ପିଏମ ମୋଦି, ଶୁଣିଲେ ଥରିବେ ଅସୀମ ମୁନିର-ଶେହବାଜ

ନୂଆଦିଲ୍ଲୀ,୨୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ନିର୍ବାଚନ ପୂର୍ବରୁ ଲୋକମାନଙ୍କୁ ସମ୍ବୋଧିତ କରିବା ସମୟରେ ଗୟାକୁ ସେହି ଭୂମି ଭାବରେ ବର୍ଣ୍ଣନା କରିଥିଲେ ଯେଉଁଠାରେ ଭଗବାନ ବୁଦ୍ଧ…

4 months ago

ଭୟଙ୍କର ଭୂକମ୍ପ: ସ୍ଥଳଭାଗକୁ ମାଡ଼ି ଆସୁଛି ସୁନାମି! ଆସିଲା ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୨୨।୮: ଦକ୍ଷିଣ ଆମେରିକା ଓ ଆଣ୍ଟାର୍କଟିକା ମଧ୍ୟରେ ଅବସ୍ଥିତ ଡ୍ରେକ ପାସେଜରେ ୭.୫ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଆଘାତ ହୋଇଛି। ଏହି ଭୂମିକମ୍ପ ଯୋଗୁଁ ଚିଲି…

4 months ago