ଅନ୍ତର୍ଜାତୀୟ

ଚାଇନାର ବୈଦେଶିକ ମନ୍ତ୍ରୀ ନିଖୋଜ, ଗାର୍ଲଫ୍ରେଣ୍ଡଙ୍କ ହାତ ଥିବା ସନ୍ଦେହ

ବେଜିଂ,୨୧।୭: ଚାଇନାର ବୈଦେଶିକ ମନ୍ତ୍ରୀ କିଛି ଦିନ ଧରି ନିଖୋଜ ଅଛନ୍ତି। ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ତିନି ସପ୍ତାହ ପୂର୍ବରୁ ଅର୍ଥାତ୍‌ ୨୫ ଜୁନ୍‌ରେ ଦେଖାଯାଇଥିଲା…

3 years ago

ଜନସଂଖ୍ୟା ବଢିବା ପରିବର୍ତ୍ତେ ଚାଇନାରେ ମରୁଛନ୍ତି ଲୋକ, ୨୦୨୨ରେ ମଲେଣି ୧.୪କୋଟି ଲୋକ

ଶତାଦ୍ଦୀ ଶତାଦ୍ଦୀ ଧରି ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଚାଇନାରେ ବର୍ତ୍ତମାନ ଭୟଙ୍କର ସମସ୍ୟା ଦେଇ ଗତି କରୁଛି। ୨୦୨୨ ମସିହାରେ, ଚାଇନାରେ ଜନ୍ମ ଅପେକ୍ଷା ଅଧିକ…

3 years ago

ଡେଙ୍ଗୁକୁ ନେଇ ଡବ୍ଲୁଏଚଓର ଚେତାବନୀ, ଭାଙ୍ଗିପାରେ ସମସ୍ତ ରେକର୍ଡ

ଜେନେଭା,୨୧।୭: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଡେଙ୍ଗୁ ଜ୍ୱରକୁ ନେଇ ଚେତାବନୀ ଦେଇଛି। ଡବ୍ଲୁଏଚଓ କହିଛି ଚଳିତ ବର୍ଷର ଡେଙ୍ଗୁ ଜ୍ୱର ସମସ୍ତ ରେକର୍ଡ ଭାଙ୍ଗିପାରେ। ଏହାର କାରଣକୁ…

3 years ago

ଶହ ଶହ ବର୍ଷ ପରେ ଜୁଲାଇ ସବୁଠାରୁ ଉତ୍ତପ୍ତ ମାସ, ୨୦୨୪ରେ ବିଗିଡିବ ପରିସ୍ଥିତି, ଚେତାବନୀ ଦେଲେ ନାସା ବୈଜ୍ଞାନିକ

ଓ୍ବାଶିଂଟନ,୨୧।୭: ବିଶ୍ୱରେ ବଢି ଚାଲିଥିବା ତାପମାତ୍ରାକୁ ନେଇ ସମସ୍ତେ ଅସ୍ତବ୍ୟସ୍ତ ହୋଇପଡିଲେଣି। ଏବେ ନାସାର ଜଣେ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି କି ଆଗକୁ ଏହି ସମସ୍ୟା ଆହୁରି…

3 years ago

ପ୍ରେମିକାଙ୍କ ସହ ୩୦୭୪ ଫୁଟ ଉଚ୍ଚ ସେଣ୍ଟ୍ରାଲ ଓରେଗନ ପର୍ବତ ଚଢୁଥିବା ଛାତ୍ରଙ୍କର ମୃତ୍ୟୁ

ବେଂଡ(ଆମେରିକା),୨୧।୭: ଓରେଗନର କ୍ୟାସକେଡ ପର୍ବତରେ ନର୍ଥ ସିଷ୍ଟରର ଶିଖର ନିକଟରେ ଶହ ଶହ ଫୁଟ ତଳକୁ ଖସିପଡିବାରୁ ୨୧ ବର୍ଷୀୟ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଛାତ୍ରଙ୍କ…

3 years ago

ଗ୍ରୀଷ୍ମପ୍ରବାହ ମଧ୍ୟରେ ଜଙ୍ଗଲରେ ଲାଗିଲା ନିଆଁ, ୩୫ ବର୍ଗ କିଲୋମିଟର ଜଙ୍ଗଲ ହେଲା ପାଉଁଶ

ଆଥେନ୍ସ,୨୧।୭: ୟୁରୋପରେ ଗତ କିଛି ଦିନ ହେବ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏଭଳି ପରିସ୍ଥିତିରେ ଗ୍ରୀସର ଜଙ୍ଗଲରେ ନିଆଁ ଲାଗିଥିବାର ଖବର ଆସିଛି। ନିଆଁ ଏତେ ଭୟଙ୍କର…

3 years ago

‘ଭାରତୀୟ ଗଣତନ୍ତ୍ରର ସ୍ପନ୍ଦନ ପସନ୍ଦ’, ଆମେରିକା ରାଷ୍ଟ୍ରଦୂତ କହିଲେ, ‘ଆମର ସମ୍ପର୍କ ଅଧ୍ୟାପକ ଛାତ୍ର ଭଳି ନୁହେଁ’

ଓ୍ବାଶିଂଟନ,୨୧।୭: ବିଶ୍ୱର ସବୁଠାରୁ ଦୁଇଟି ବଡ ଗଣତନ୍ତ୍ର ଦେଶରେ ଆଗାମୀ ବର୍ଷ ନିର୍ବାଚନ ହେବାକୁ ଯାଉଛି। ଆମେରୀକାରେ ଯେତେବେଳେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବ ସେପଟେ…

3 years ago

ଆମେରିକର ଏହି ବିପଜ୍ଜନକ ବୋମାକୁ ରୁଷିଆ ବିରୋଧରେ ବ୍ୟବହାର କରୁଛି ୟୁକ୍ରେନ

ମସ୍କୋ,୨୧।୭: ଆମେରିକାରୁ ମିଳିଥିବା କ୍ଲଷ୍ଟର ବୋମାକୁ ୟୁକ୍ରେନ ରୁଷୀୟ ସେନା ବିରୋଧରେ ବ୍ୟବହାର କରିବା ଆରମ୍ଭ କରିଦେଇଛି। ଆମେରିକା ଏକ ବିବୃତ୍ତିରେ କହିଛି ଯେ ରୁଷିଆ ବିରୋଧରେ…

3 years ago

ପୁଟିନ୍‌ଙ୍କ ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସୀ ନାବାଲନିଙ୍କୁ ହୋଇପାରେ ୨୦ବର୍ଷ ଜେଲ

ମସ୍କୋ,୨୧।୭: ରୁଷିଆର ଭ୍ଲାଦିମିର ପୁଟିନ୍‌ଙ୍କ ସବୁଠାରୁ ବଡ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସୀ ନାବାଲନିଙ୍କୁ ୨୦ବର୍ଷ ଜେଲ ଯାଇପାରେ। ଗୁରୁବାର ରୁଷିଆର ସରକାରୀ ଓକିଲମାନେ ନାଭାଲନିଙ୍କୁ ସର୍ବାଧିକ ସୁରକ୍ଷା…

3 years ago

ପେଣ୍ଟାଗନ ଅଧିକାରୀଙ୍କ ଦାବି: ଭାରତ ସହ ମିଶି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଲାଗିପଡିଛି ଆମେରିକା

ବେଜିଂ,୨୧।୭: ଚାଇପାକୁ ବିପଦ ଭାବି ଆମେରିକା ଭାରତ ସହ ମିଶି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଲାଗିପଡିଛି ବୋଲି ପେଣ୍ଟାଗନ ଦାବି କରିଛି। ଉଚ୍ଚ କ୍ଷମତାଯୁକ୍ତ ଆର୍ଟିଲିରି ଏବଂ…

3 years ago