ଅନ୍ତର୍ଜାତୀୟ

ଭିକ ମାଗୁଥିବା ପାତ୍ର ଫିଙ୍ଗି ଆତ୍ମନିର୍ଭର ହୁଅ: ଦେଶବାସୀଙ୍କୁ ପାକିସ୍ତାନ ସେନା ମୁଖ୍ୟଙ୍କ ପରାମର୍ଶ

ଇସଲାମବାଦ୍‌,୨୫।୭: ପାକିସ୍ତାନ ଅର୍ଥନୀତି ଏବେ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଫଳରେ ପାକିସ୍ତାନ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ହୋଇପଡିଛି। ପ୍ରତ୍ୟେକ ଦିନ ଗୋଟିଏ ଦେଶକୁ…

2 years ago

ଚାଇନା ବିରୋଧରେ ଅଷ୍ଟ୍ରେଲିଆରେ ସବୁଠୁ ବଡ଼ ଯୁଦ୍ଧାଭ୍ୟାସ ଆରମ୍ଭ, ୧୧ ଦେଶର ସୈନ୍ୟ ହୋଇଛନ୍ତି ସାମିଲ

କାନବେରା,୨୫।୭: ଅଷ୍ଟ୍ରେଲିଆରେ ସବୁଠୁ ବଡ଼ ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଛ। ଏହି ଅଭ୍ୟାସରେ ଆମେରିକା ସମେତ ୧୧ଟି ଦେଶର ୩୦ହଜାରରୁ ଅଧିକ ସୈନିକ ଅଂଶଗ୍ରହଣ କରିଛନ୍ତି। ଭାରତ ସମେତ…

2 years ago

ଜରୁରୀ ଅବତରଣ କଲା ମସ୍କାଟ ଅଭିମୁଖେ ଯାଉଥିବା ଓମାନ ଏୟାର ବିମାନ

କୋଝିକୋଡ,୨୫।୭: ମସ୍କାଟ ଅଭିମୁଖେ ଯାଉଥିବା ଓମାନ ଏୟାର ବିମାନରେ ବୈଷେୟିକ ତ୍ରୁଟି ଦେଖାଯିବା ପରେ କୋଝିକୋଡ ଫେରିଆସିଛି। ବିମାନବନ୍ଦର ଅଧିକାରୀ ନିଶ୍ଚିତ କରିଛନ୍ତି ଯେ, ମସ୍କାଟ ଅଭିମୁଖେ…

2 years ago

ଚାଇନାର ପ୍ରତିପକ୍ଷଙ୍କୁ ଭେଟିଲେ ଏନ୍‌ଏସଏ ଅଜିତ ଡୋଭାଲ

ନୂଆଦିଲ୍ଲୀ/ଜୋହାନ୍ସବର୍ଗ,୨୫।୭: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଚାଇନାର ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ…

2 years ago

ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଶୈଫଙ୍କ ମୃତ୍ୟୁ

ଓ୍ବାଶିଂଟନ,୨୫।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ପ୍ରାଇଭେଟ ଶୈଫଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଓବାମାଙ୍କ ରୋଷେୟାଙ୍କର ତାଙ୍କ ଘର ନିକଟରେ ହିଁ ଏକ ଦୁର୍ଘଟଣା ହୋଇଛି।…

2 years ago

ଆଜି ଇମ୍ରାନ୍‌ ଖାନ ହୋଇପାରନ୍ତି ଗିରଫ, ଜାରି ହେଲା ଜାମିନ ବିହୀନ ୱାରେଣ୍ଟ

ଇସଲାମାବାଦ,୨୫।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫର ମୁଖ୍ୟ ଇମ୍ରାନ୍‌ ଖାନଙ୍କ ସମସ୍ୟା ସମାପ୍ତ ହେଉନାହିଁ। ସୋମବାର ପାକିସ୍ତାନର ନିର୍ବାଚନ ଆୟୋଗ ଏକ ଅବମାନନା ମାମଲାରେ ଇମ୍ରାନ୍‌…

2 years ago

ଅଲଜେରିଆ ଜଙ୍ଗଲରେ ଭୟଙ୍କର ନିଆଁ, ୧୦ ସେନା ସମେତ ୨୫ ମୃତ, ୪୯ ଆହତ

ଅଲଜିୟର୍ସ,୨୫।୭: ଅଲଜିରିଆ ଜଙ୍ଗଲରେ ନିଆଁ ଲାଗିବା କାରଣରୁ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୧୦ ସେନା ଯବାନ ରହିଥିବା କୁହାଯାଉଛି। ଏମାନେ…

2 years ago

ଉତ୍ତର କୋରିଆ ଲଞ୍ଚ କଲା ସନ୍ଦିଗ୍ଧ ବାଲେଷ୍ଟିକ ମିଶାଇଲ, ଜାପାନ ପିଏମଓର ଦାବି

ଟୋକିଓ,୨୫।୭: ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସୋମବାର ଏକ ଟୁଇଟ କରି କହିଛି ଯେ ଉତ୍ତର କୋରିଆ ଏକ ସନ୍ଦିଗ୍ଧ ବାଲେଷ୍ଟିକ ମିଶାଇଲ ଲଞ୍ଚ କରିଛି। ଏହାକୁ…

2 years ago

ଚଳିତ ସପ୍ତାହରେ କ୍ୟାବିନେଟରେ ଅଦଳ ବଦଳ କରିପାରନ୍ତି କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋ

ଓଟାଓ୍ବା,୨୫।୭: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଚଳିତ ସପ୍ତାହରେ ତାଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବାର ଯୋଜନା କରିପାରନ୍ତି। ଦୁଇଟି ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି। କ୍ୟାବିନେଟ…

2 years ago

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୫।୭: ଇଣ୍ଡୋନେସିଆର ପୂର୍ବ ନୁସା ତେଂଗାରା ଦ୍ୱିପରେ ମଙ୍ଗଳବାର ସକାଳେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଥିବା…

2 years ago