ଅନ୍ତର୍ଜାତୀୟ

ଚାଇନାର ପ୍ରତିନିଧୀମଣ୍ଡଳଙ୍କୁ ଭେଟିଲେ କିମ୍‌

ବେଜିଂ,୨୯।୭: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ଚାଇନା ପ୍ରତିନିଧୀମଣ୍ଡଳଙ୍କୁ ଭେଟିଛନ୍ତି। କୋରିଆ ଯୁଦ୍ଧର ସମାପ୍ତି ‘ବିଜୟ ଦିବସ’ର ୭୦ତମ ବାର୍ଷିକୀ ପାଳନ କରିବାକୁ…

2 years ago

ଅରବପତି ସୋସିଆଲ ମିଡିଆ ସେଲିବ୍ରିଟିଙ୍କ କଟା ମୃତଦେହ ଜବତ, ଏକ ସପ୍ତାହ ହେବ ଥିଲେ ନିଖୋଜ

ବ୍ୟୁନସ ଆୟର୍ସ,୨୯।୭: କିଛିଦିନ ହେବ ନିଖୋଜ ଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ଅରବ ପତି କ୍ରିପ୍ଟୋ ବ୍ୟବସାୟୀ ଫର୍ନାଡୋ ପେରେଜ ଅଲଗାବାଙ୍କ କ୍ଷତ ବିକ୍ଷତ ମୃତ…

2 years ago

ଗୋପନୀୟ ଦସ୍ତାବିଜ ମାମଲାରେ ଷ୍ଟାଣ୍ଡାର୍ଡ ପ୍ରୋଟୋକଲକୁ ଚ୍ୟାଲେଞ୍ଜ କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋପନୀୟ ଡକ୍ୟୁମେଣ୍ଟ ପ୍ରସଙ୍ଗରେ ସରକାରଙ୍କ ସହ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ଅଧୀନରେ ଟ୍ରମ୍ପ ମାର୍‌-ଇ-ଲାଗୋ ମାମଲାରେ ଗୋପନୀୟ…

2 years ago

ଭାରତୀୟ ମୂଳ ବାସିନ୍ଦାଙ୍କୁ ମିଳିଲା ୟୁଏଇର ପ୍ରଥମ ମେଗା ପୁରସ୍କାର, ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତିମାସ ମିଳିବ ୫.୫ ଲକ୍ଷ ଟଙ୍କା

ଦୁବଇ,୨୯।୭: ଭାରତୀୟ ମୂଳ ବାସିନ୍ଦା ବାସ୍ତୁକାରଙ୍କୁ ସଂଯୁକ୍ତ ରାଷ୍ଟ୍ର ଆରବ ଏମିରେଟ୍ସରେ ଏକ ନୂଆ ମେଗା ପୁରସ୍କାରର ପ୍ରଥମ ବିଜେତା ଭାବେ ଘୋଷଣା କରାଯାଇଛି। ଏହି ବାସ୍ତୁକାର…

2 years ago

ଫିଲିପାଇନ୍ସରେ ବୋଟ୍‌ ଦୁର୍ଘଟଣା: ୨୭ ମୃତ

ମାନିଲା,୨୯ା୭: ଫିଲିପାଇନ୍ସର ଏକ ହ୍ରଦରେ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯିବାରୁ ୨୭ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବୋଟ୍‌ରେ ସାମର୍ଥ୍ୟଠାରୁ ଅଧିକ ଯାତ୍ରୀ ଥିବା ଜାଣି ମଧ୍ୟ ଏହାକୁ ଚଳାଇବା…

2 years ago

ଡ୍ରୋନରେ ଭାରତକୁ ଡ୍ରଗ୍ସ ପଠାଉଛି ପାକିସ୍ତାନ, ପ୍ରଧାନମନ୍ତ୍ରୀ ଶରିଫଙ୍କ ପରାମର୍ଶଦାତାଙ୍କ ସ୍ବୀକାର

ଇସଲାମାବାଦ,୨୯।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସ୍ବତନ୍ତ୍ର ପ୍ରତିରକ୍ଷା ପରାମର୍ଶଦାତା ତଥା ପୂର୍ବତନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ଘନିଷ୍ଠ ସହଯୋଗୀ ମାଲିକ ମହମ୍ମଦ…

2 years ago

ଜୁଲାଇରେ ବରଫପାତ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୮ା୭: ଜୁଲାଇ ଶେଷ ହେବାକୁ ଥିବାବେଳେ କାଲିଫର୍ନିଆର ପର୍ବତଗୁଡ଼ିକ ବରଫରେ ଆଚ୍ଛାଦିତ ହୋଇରହିଛି। ଯାହା ଦେଖି ପାଣିପାଗ ବିଜ୍ଞାନୀମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପାଣିପାଗ ବିଜ୍ଞାନୀମାନେ…

2 years ago

ବିଶ୍ୱର ପ୍ରଥମ ସୁପରସୋନିକ ବିମାନ ଉଡ଼ାଣ ଭରିବାକୁ ପ୍ରସ୍ତୁତ

ଓ୍ବାଶିଂଟନ୍‌,୨୮।୭: ନାସା X-୫୯ ନାମକ ଏକ ସୁପରସୋନିକ ବିମାନ ତିଆରି କରିଛି, ଯାହା ଉଡ଼ାଣ ଭରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନାସା ଦାବି କରିଛି ଯେ X-୫୯ ପୃଥିବୀର…

2 years ago

ଯୁଦ୍ଧ ପାଇଁ ରୁଷିଆକୁ ସେନା ଉପକରଣ ଦେଉଛି ଚାଇନା, ଆମେରିକା ଗୁଇନ୍ଦା ବିଭାଗର ଦାବି

ଓ୍ବାଶିଂଟନ,୨୮।୭: ରୁଷିଆ ଓ ଚାଇନାର ବନ୍ଧୁତ୍ୱ ଏବେ ପଦାରେ ପଡିଛି। ରୁଷିଆ-ୟୁକ୍ରେନ ଯୁଦ୍ଧରେ ଚାଇନା ବିନା କୌଣସି ଦ୍ୱିଧାରେ ରୁଷିଆକୁ ସହଯୋଗ କରିଛି। ହେଲେ ଚାଇନା କହିଛି…

2 years ago

ଆମେରିକାରେ ଘୋଷଣା ହୋଇପାରେ ଦୀପାବଳି ଛୁଟି, ବିଲ ଉପସ୍ଥାପନ କଲେ ଗ୍ରେସ ମେଙ୍ଗ

ଓ୍ବାଶିଂଟନ୍‌,୨୮।୭: ଦୀପାବଳି ଏପରି ଏକ ପର୍ବ, ଯାହା କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏଭଳି ପରିସ୍ଥିତିରେ ଦୀପାବଳି ଦିନକୁ ଫେଡେରାଲ ଛୁଟି ଘୋଷଣା…

2 years ago