ଅନ୍ତର୍ଜାତୀୟ

କାନାଡାରୁ ମସୁର ଡାଲି ଆମଦାନୀ ଜାରି ରଖିବ ଭାରତ

ନୂଆଦିଲ୍ଲୀ,୨୪।୯: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ଚରମରେ ପହଞ୍ଚିଛି। ଏହି ବିବାଦରେ ବିଶେଷ ପ୍ରଭାବ ପଡିଛି ଦୁଇ ଦେଶ ମଧ୍ୟରେ ଚାଲିଥିବା ବ୍ୟବସାୟ…

3 years ago

ଛାଡପତ୍ର ମାଗିବାରୁ ସ୍ବାମୀଙ୍କୁ ଗୁଳି ମାରିଲେ ସ୍ତ୍ରୀ

ନ୍ୟୁୟର୍କ,୨୪।୯: ଆମେରିକାର ଆରିଜୋନାରେ ଜଣେ ମହିଳା ଛାଡପତ୍ର ମାଗିବାରୁ ତାଙ୍କ ସ୍ବାମୀଙ୍କୁ ଗୁଳି କରିଛନ୍ତି। ପୋଲିସ ମହିଳାଙ୍କୁ ଗିରଫ କରିଛି। ଉଭୟ ସ୍ବାମୀ ଏବଂ ସ୍ତ୍ରୀ ଅନେକ…

3 years ago

ଆମେରିକାରେ ବାତ୍ୟା ‘ଓଫେଲିଆ’ର ତାଣ୍ଡବ: ପ୍ରବଳ ବର୍ଷାରେ ବୁଡିଲା ସହର, ଅନ୍ଧାରରେ ୬୫ହଜାର ଲୋକ

ନ୍ୟୁୟର୍କ,୨୪।୯: ଓଫେଲିଆ ବାତ୍ୟା ଆମେରିକାର ଆଟଲାଣ୍ଟିକ ଉପକୂଳରେ ତାଣ୍ଡବ ରଚିଛି। ଲଗାଣ ବର୍ଷା ସାଙ୍ଗକୁ ପବନର ବେଗ ଅଧିକ ରହିବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

3 years ago

‘ନିଜ୍ଜର କୌଣସି ସାଧୁ ନୁହଁନ୍ତି’, ଟ୍ରୁଡୋଙ୍କୁ ସମାଲୋଚନା କଲା କନାଡାର ଗଣମାଧ୍ୟମ

ଅଟାଓ୍ବା,୨୪।୯: ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡାର ଅଭିଯୋଗ ପରେ କାନାଡା ଓ ଭାରତ ମୁହାଁମୁହିଁ ହୋଇଛନ୍ତି। ଉଭୟ…

3 years ago

କାନାଡାରେ ବଢିପାରେ ଧର୍ମକୁ ନେଇ ରକ୍ତପାତ, ସତର୍କ କରାଇଲେ କାନାଡାର ସାଂସଦ

ଅଟାଓ୍ବା,୨୪।୯: ଭାରତ-କାନାଡା ବିବାଦ ଚରମରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଖଲିସ୍ତାନୀ ଆତଙ୍କବାଦୀ ନିଜର ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା ନେଇ କହିବା ପରେ ଦୁଇ ଦେଶ…

3 years ago

ଭାରତ-କାନାଡା କୂଟନୈତିକ ବିବାଦ: ଶିଖ୍‌ ନେତାଙ୍କୁ ସତର୍କ କରାଇଲା ଏଫବିଆଇ

ଓ୍ବାଶିଂଟନ୍‌,୨୪।୯: ଭାରତ-କାନାଡା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। କିଛି ଦିନ ପୂର୍ବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାର ହତ୍ୟାରେ…

3 years ago

ଆମେରିକାରେ ଅର୍ନ୍ତଜାତୀୟ ସାଗର ଶକ୍ତି ସମ୍ମିଳନୀରେ ଯୋଗ ଦେଲେ ଭାରତୀୟ ନୌସେନା ମୁଖ୍ୟ ହରି କୁମାର

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୪।୯: ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଚାରି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ହରି କୁମାର ୨୫ତମ ଅର୍ନ୍ତଜାତୀୟ ସାଗର…

3 years ago

ପାକିସ୍ତାନରେ ଭୟଙ୍କର ଟ୍ରେନ ଦୁର୍ଘଟଣା, ୨୦ଆହତ

ଶେଖପୁରା,୨୪।୯: ପାକିସ୍ତାନର ଶେଖପୁରା ଜିଲାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ହୋଇଛି। ଶେଖପୁରାର କିଲା ସତ୍ତାର ଶାହା ନିକଟରେ ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଟ୍ରେନ…

3 years ago

ପ୍ୟାରିସରେ ପୁଣି ତେଜିଲା ହିଂସା, ସରକାରୀ ସମ୍ପତ୍ତି ନଷ୍ଟ

ପ୍ୟାରିସ,୨୪।୯: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପୁଣି ଥରେ ହିଂସା ଦେଖାଦେଇଛି। ପ୍ରାୟ ତିନିମାସ ପୂର୍ବେ ପୋଲିସ ଗୁଳିମାଡରେ ଏକ ଯୁବକଙ୍କ ମୃତ୍ୟୁ ପରେ ପ୍ୟାରିସବାସୀ ରାସ୍ତାକୁ ଓହ୍ଲାଇଥିଲେ।…

3 years ago

ସୋମାଲିଆରେ ଆତ୍ମଘାତୀ କାର ବୋମା ବିସ୍ଫୋରଣ: ୨୦ ମୃତ…

ମୋଗାଦିଶୁ,୨୪।୯ : ସୋମାଲିଆରେ ଆତ୍ମଘାତୀ ଆକ୍ରମଣର ବନ୍ଦ ହେବାର ନା ଧରୁନି। ପୁଣି ଥରେ ବିସ୍ଫୋରଣରେ ସୋମାଲିଆରେ ଆତଙ୍କ ସୃଷ୍ଟି କରିଛି। ରବିବାର ବେଲେଡୱେନ ସହରରେ ଆତ୍ମଘାତୀ…

3 years ago