ପ୍ୟାରିସ,୨୪।୯: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ପୁଣି ଥରେ ହିଂସା ଦେଖାଦେଇଛି। ପ୍ରାୟ ତିନିମାସ ପୂର୍ବେ ପୋଲିସ ଗୁଳିମାଡରେ ଏକ ଯୁବକଙ୍କ ମୃତ୍ୟୁ ପରେ ପ୍ୟାରିସବାସୀ ରାସ୍ତାକୁ ଓହ୍ଲାଇଥିଲେ।…
ମୋଗାଦିଶୁ,୨୪।୯ : ସୋମାଲିଆରେ ଆତ୍ମଘାତୀ ଆକ୍ରମଣର ବନ୍ଦ ହେବାର ନା ଧରୁନି। ପୁଣି ଥରେ ବିସ୍ଫୋରଣରେ ସୋମାଲିଆରେ ଆତଙ୍କ ସୃଷ୍ଟି କରିଛି। ରବିବାର ବେଲେଡୱେନ ସହରରେ ଆତ୍ମଘାତୀ…
ଓ୍ବାଶିଂଟନ,୨୪।୯ : ମେକ୍ସିକୋରୁ ଆମେରିକାର ଟେକ୍ସାସ ସୀମା ଅତିକ୍ରମ କରୁଥିବା ପ୍ରବାସୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଏହି ବୃଦ୍ଧି ଟେକ୍ସାସର ଏଲ ପାସୋ ସହରରେ ରେକର୍ଡକୁ…
ଉହାନ,୨୪।୯ : ପୃଥିବୀ ଏପର୍ଯ୍ୟନ୍ତ କରୋନା ମହାମାରୀକୁ ଭୁଲି ନାହିଁ। ଏପରିସ୍ଥଳେ ଚାଇନାର ଜଣେ ପ୍ରସିଦ୍ଧ ବୈଜ୍ଞାନିକ ଏକ ବଡ ଦାବି କରିବା ସହ ଚେତାବନୀ ଦେଇଛନ୍ତି।…
ଆବୁଜା,୨୪।୯ : ନାଇଜେରିଆ ସୀମା ନିକଟ ବେନିନରେ ଥିବା ଏକ ଇନ୍ଧନ ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଯେଉଁଥିରେ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା…
ବେଜିଂ,୨୪।୯ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଏବେ ଚାଇନା ଗସ୍ତରେ ଅଛନ୍ତି। ଏହି ସମୟରେ ନେପାଳ ପ୍ରଧାନମନ୍ତ୍ରୀ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ…
ନ୍ୟୁୟର୍କ, ୨୪।୯: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସଂସ୍କାର ଆଣିବାକୁ ଆହ୍ବାନ ଦେଇ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ଭାରତ ଏବଂ ଜାପାନକୁ…
ମସ୍କୋ,୨୪।୯: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ପାଶ୍ଚାତ୍ୟ ଦେଶଗୁଡ଼ିକୁ ମିଥ୍ୟା ସାମ୍ରାଜ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି କୃଷ୍ଣସାଗର ଶସ୍ୟ ଚୁକ୍ତିନାମାକୁ ପୁଣି ସ୍ବାଭାବିକ…
ନ୍ୟୁୟର୍କ,୨୪।୯: ଆମେରିକାର ନ୍ୟୁୟର୍କରେ ଶନିବାର ‘ଇଣ୍ଡିଆ-ୟୁଏନ ଫର୍ ଗ୍ଲୋବାଲ ସାଉଥ: ଡେଲିଭରିଂ ଫର ଡେଭଲପମେଣ୍ଟ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମୟରେ ମିଳିତ ଜାତିସଂଘ ସାଧାରଣ ସଭାର…
ଟରଣ୍ଟୋ,୨୪ା୯ : ବିଚ୍ଛିନ୍ନତାବାଦୀ ନେତା ହରଦୀପ୍ ସିଂ ନିଜ୍ଜର ହତ୍ୟା ସହ ଭାରତୀୟ ଏଜେଣ୍ଟ ସମ୍ପୃକ୍ତ ଥିବା ନେଇ ନିର୍ଭରଯୋଗ୍ୟ ଅଭିଯୋଗର ପ୍ରମାଣ ବହୁ ସପ୍ତାହ ପୂର୍ବରୁ ଭାରତକୁ…