ଅନ୍ତର୍ଜାତୀୟ

ପୁରୁଣା ପ୍ରକୃତି ଛାଡୁନାହିଁ ଚାଇନା, ତାଇଓ୍ବାନ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଦେଖାଦେଲା ସନ୍ଦିଗ୍ଧ ବେଲୁନ

ତାଇପେଇ ସିଟି,୧୨।୧: ଜାନୁଆରୀ ୧୩ରେ ତାଇୱାନରେ ରାଷ୍ଟ୍ରପତି ଓ ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଆମେରିକା ଏବଂ ଚାଇନା ସମେତ ସମଗ୍ର ବିଶ୍ୱର ଆଖି…

3 years ago

ହୁଟି ଉଗ୍ରବାଦୀଙ୍କ ବିରୋଧରେ ଆମେରିକା-ବ୍ରିଟେନର ବଡ଼ କାର୍ଯ୍ୟାନୁଷ୍ଠାନ

ଲଣ୍ଡନ,୧୨।୧: ଲୋହିତ ସାଗରରେ ବାଣିଜ୍ୟ ଜାହାଜକୁ ଟାର୍ଗେଟ କରୁଥିବା ହୁଟି ଉଗ୍ରବାଦୀଙ୍କ ବିରୋଧରେ ଆମେରିକା ଏବଂ ବ୍ରିଟେନ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଉଭୟ ଦେଶର ସୈନ୍ୟବାହିନୀ…

3 years ago

ପୁଣି ଥରିଲା ଆଫଗାନିସ୍ତାନ

କାବୁଲ,୧୨ା୧: ଶୁକ୍ରବାର ଆଫଗାନିସ୍ତାନରେ ପୁଣି ଭୂକମ୍ପ ଅନୁଭୂତ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଛି। ସୂଚନାନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍‌ରେ…

3 years ago

ନିଜ ବନ୍ଧୁ ‘ଓଲି’ଙ୍କୁ ବିବାହ କଲେ ଓପନଆଇ ସିଇଓ ସାମ ଅଲ୍ଟମାନ

ହାଓ୍ବାଇ,୧୧।୧: ଏକ ବ୍ୟକ୍ତିଗତ ତଥା ନିରାଡମ୍ବର ସମାରୋହରେ ଓପନଆଇ ପ୍ରତିଷ୍ଠାତା ସାମ ଅଲ୍ଟମାନ ତାଙ୍କ ବନ୍ଧୁ ଓଲେଭର ମୁଲହେରିନଙ୍କୁ ବିବାହ କରିଥିଲେ। ବୁଧବାର ହାୱାଇରେ ଏହି ସମାରୋହ…

3 years ago

ଭାରତର ଆଉ ଜଣେ ବଡ ଶତ୍ରୁ ଭୁଟ୍ଟାବିଙ୍କ ମୃତ୍ୟୁ, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଥିଲା ସମ୍ପୃକ୍ତି

ନ୍ୟୁୟର୍କ,୧୧।୧: ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଏବାର ସଂସ୍ଥାପକ ସଦସ୍ୟ ଓ ଆତଙ୍କବାଦୀ ହାଫିଜ ସଇଦଙ୍କ ନିକଟତମ ହାଫିଜ ଅବଦୁଲ ସଲାମ ଭୁଟ୍ଟାବିଙ୍କର ପାକିସ୍ତାନ ଜେଲରେ ମୃତ୍ୟୁ ହୋଇଯାଇଛି। ତେବେ…

3 years ago

ବଢୁଛି ମଙ୍କିପକ୍ସ ସଂକ୍ରମଣ, ଜାଣନ୍ତୁ ଏହାର ଲକ୍ଷଣ

ଜେରୁଜେଲମ,୧୧।୧: ଇସ୍ରାଏଲର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲରେ ମଙ୍କିପକ୍ସର ମାମଲା ବୃଦ୍ଧି ପାଉଛି। ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ଇସ୍ରାଏଲରେ…

3 years ago

କାଳ ସାଜିଲା ‘ଚିକେନ ଟିକ୍କା ମସଲା ପ୍ୟାଜ ପିଜ୍ଜା’, ମିଶିଥିଲା ଏପରି ଇନଗ୍ରୀଡିଏନ୍ସ ଚାଲିଗଲା ଜୀବନ

ଇଂଲଣ୍ଡ,୧୧।୧: ସମସ୍ତେ ପ୍ରୋସେସିଙ୍ଗ ବା ଫାଷ୍ଟ ଫୁଡ୍‌ ଖାଇବାକୁ ପସନ୍ଦ କରନ୍ତି। ତା’ଭିତରୁ ବହୁଜଣ ପିଜ୍ଜା ଖାଇବାକୁ ବହୁତ ପସନ୍ଦ କରନ୍ତି। ବିଭିନ୍ନ ଫ୍ଲେଭରର ମିଳୁଥିବା ପିଜ୍ଜା…

3 years ago

ପାପୁଆ ନ୍ୟୁ ଗିନି ହିଂସାରେ ୧୫ ମୃତ

ପୋର୍ଟ ମୋରେସ୍‌ବି,୧୧ା୧: ପାପୁଆ ନ୍ୟୁ ଗିନି ହିଂସାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଅଷ୍ଟ୍ରେଲୀୟ ରାଜ୍ୟ ପ୍ରସାରଣକାରୀ ଏବିସି ଗୁରୁବାର ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି।…

3 years ago

ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ: ପ୍ରଥମ ସ୍ଥାନରେ ଅଛନ୍ତି ୬ ଦେଶ, କେଉଁ ସ୍ଥାନରେ ଅଛି ଭାରତ ଜାଣନ୍ତୁ

ନୂଆଦିଲ୍ଲୀ,୧।୧୧: ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ତାଲିକା ପ୍ରକାଶ ପାଇଛି। ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୪ ଅନୁଯାୟୀ, ଏଥର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୬ଟି…

3 years ago

ନେପାଳରୁ ଅଯୋଧ୍ୟା ଆସିବେ ୨୧୦୦୦ ପୂଜାରୀ, ଜାଣନ୍ତୁ କାରଣ…

କାଠମାଣ୍ଡୁ/ଅଯୋଧ୍ୟା,୧୧ା୧: ନେପାଳରୁ ୨୧୦୦୦ ପୁରୋହିତ ଭଗବାନ ଶ୍ରୀ ରାମ ସହର ଅଯୋଧ୍ୟାକୁ ଆସିବାକୁ ଯାଉଛନ୍ତି। ରାମ ମନ୍ଦିରର ସମର୍ପଣ ସମାରୋହ ପୂର୍ବରୁ ଜାନୁଆରୀ ୧୪ରୁ ୨୫ ପର୍ଯ୍ୟନ୍ତ…

3 years ago