ଜେରୁଜେଲମ,୧୬।୧୨: ଗାଜାରେ ଇସ୍ରାଏଲର ଆକ୍ରମଣରେ କତାରର ନ୍ୟୁଜ ଚ୍ୟାନେଲ ଅଲ-ଜଜିରାର ଜଣେ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ନିହତ ହୋଇଥିବା ଭିଡିଓ ଜର୍ନାଲିଷ୍ଟ ସମେର ଅବୁଦାକା…
ବେଜିଂ,୧୬।୧୨: ଚାଇନାରେ କୋଭିଡ ଦ୍ୱାରା ହୋଇଥିବା ବିନାଶକୁ ଅଧିକ ସମୟ ଅତିବାହିତ ହୋଇନାହିଁ, ଏହି ସମୟରେ କୋଭିଡ ସବ-ଭାରିଆଣ୍ଟ ଜେଏନ.୧ ର ସାତୋଟି ନୂଆ ମାମଲା ରିପୋର୍ଟ…
ମସ୍କୋ,୧୬।୧୨: ବର୍ତ୍ତମାନ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସାଇ ନଭଲନିଙ୍କ ବିଷୟରେ କିଛି ଖବର ନାହିଁ। ତାଙ୍କ ଓକିଲ କହିଛନ୍ତି ଯେ ଡିସେମ୍ବର…
ସିଙ୍ଗାପୁର,୧୬।୧୨: କରୋନା ମହାମାରୀ ପୁଣି ଥରେ ଭୟଭୀତ କରୁଛି। ସିଙ୍ଗାପୁରରେ କରୋନା ମାମଲା ୫୬ ହଜାର ଅତିକ୍ରମ କରିଛି। ଗତ ସପ୍ତାହର ଏହି ମାମଲା ରେକର୍ଡ କରାଯାଇଛି।…
ଇସଲାମାବାଦ,୧୬।୧୨: ଫେବୃୟାରୀ ୮ରେ ପାକିସ୍ତାନରେ ନିର୍ବାଚନ ଅନୁଷ୍ଠିତ ହେବ। ଯାହାକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିର୍ବାଚନ କମିଶନ ନିର୍ବାଚନ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରାର୍ଥୀମାନେ…
ଓ୍ବାଶିଂଟନ,୧୬।୧୨: ଶୁକ୍ରବାର ଏକ ଖଣ୍ଡପୀଠ ନ୍ୟୁୟର୍କର ପୂର୍ବତନ ମେୟର ରୁଡି ଜିଉଲିୟାନିଙ୍କୁ ଜର୍ଜିଆର ଦୁଇ ନିର୍ବାଚନ କର୍ମୀଙ୍କୁ ୧୪୦ ମିଲିୟନ ଡଲାର୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାହେଲା,…
ମସ୍କୋ,୧୬।୧୨: ଗତ ୨୨ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହା କେବଳ ଛୋଟ ଦେଶ ୟୁକ୍ରେନକୁ ପ୍ରଭାବିତ କରିନାହିଁ, ବରଂ ରୁଷିଆ…
ଲଣ୍ଡନ,୧୬ା୧୨: ବ୍ରିଟିଶ୍ ଟାବଲଏଡ୍ ପ୍ରକାଶକ ଡେଲି ମିରର ବିରୋଧରେ ଚାଲିଥିବା ଫୋନ୍ ହ୍ୟାକିଂ ମକଦ୍ଦମାରେ ପ୍ରିନ୍ସ ହ୍ୟାରି ବିଜୟୀ ହୋଇଛନ୍ତି। ତାଙ୍କୁ ୧,୪୦,୦୦୦ ପାଉଣ୍ଡ (୧,୮୦,୦୦୦ ଡଲାର) ପୈଠ…
ବେଜିଂ,୧୫।୧୨: ଚାଇନାର ବେଜିଂରେ ଥଣ୍ଡା ପାଗ ଯୋଗୁ ମେଟ୍ରୋ ଲାଇନ୍ରେ ଦୁଇଟି ସବ୍ଓ୍ବେ ଟ୍ରେନ ମଧ୍ୟରେ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକ ଗୁରୁତର…
କିଭ୍,୧୫।୧୨: ଋଷିଆ-ୟୁକ୍ରେନ ଯୁଦ୍ଧ ଚାଲଥିବାବେଳେ ୟୁକ୍ରେନରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଏକ ଗ୍ରାମ ପରିଷଦ ବୈଠକ ଚାଲିଥିବା ସମୟରେ ଜଣେ ବ୍ୟକ୍ତି ସେଠାରେ…