ଅନ୍ତର୍ଜାତୀୟ

ଗର୍ଭଯନ୍ତ୍ରଣା କମ୍‌ କରିବା ପାଇଁ ୫ଘଣ୍ଟା ଧରି ଭଜନ ଗାଇଲେ ମହିଳା, ସ୍ବାମୀ ବଜାଇଲେ ଗିଟାର, ଜନ୍ମ କଲେ ଶିଶୁ

ସିଏଟଲ,୧୬।୧: ମା’ ହେବା ସବୁ ନାରୀ ପାଇଁ ଏକ ସୁନ୍ଦର ଅନୁଭବ। କିନ୍ତୁ ଏହି ସୁଖଦ ମୂହୂର୍ତ୍ତ ପାଇବା ପାଇଁ ନାରୀକୁ ୧୦ମାସ କାଳ ଗର୍ଭ ଯନ୍ତ୍ରଣା…

4 months ago

ଯେଉଁ ୩ ଜଣ ବନ୍ଦୀଙ୍କ ଭିଡିଓ ଜାରି କରିଥିଲା ହମାସ, ଏବେ ସେମାନଙ୍କ ମଧ୍ୟରୁ ୨ ମୃତ

ଜେରୁଜେଲମ,୧୬।୧: ପ୍ରାୟ ୧୦୦ଦିନରୁ ଅଧିକ ସମୟ ଧରି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ଯୁଦ୍ଧରେ ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ହଜାର ହଜାର ଲୋକ ପ୍ରାଣ…

4 months ago

ହିମସ୍ଖଳନରେ ଫସିଲେ ୧ହଜାର ପର୍ଯ୍ୟଟକ

ବେଜିଂ,୧୬।୧: ଚାଇନାର ଉତ୍ତର-ପଶ୍ଚିମ ଜିନଜିଆଙ୍ଗ ଅଞ୍ଚଳରେ ହିମ ସ୍ଖଳନ ବା ବରଫ ଝଡ଼ ପରେ ପାଖାପାଖି ୧ ହଜାର ପର୍ଯ୍ୟଟକ ଦୂର ଦୂରାନ୍ତର ଗ୍ରାମରେ ଫସି ରହିଛନ୍ତି,…

4 months ago

ଏୟାର ଫୋର୍ସର ମହିଳା ଯବାନ ଏବେ ମିସ୍‌ ଆମେରିକା, ଦେଖନ୍ତୁ ତାଙ୍କର ଗ୍ଲାମରସ ଅନ୍ଦାଜ

ଓ୍ବାଶିଂଟନ,୧୬।୧: ଆମେରିକାର ବାୟୁସେନାର ଦ୍ୱିତୀୟ ଲେଫ୍ଟନାଣ୍ଟ ତଥା ହାର୍ଭାର୍ଡ ମେଡିକାଲ ସ୍କୁଲରେ ସ୍ନାତକୋତ୍ତର ଇଣ୍ଟରନେଟ ମେଡିସନ ମାର୍ଶ ମିସ ଆମେରିକାର ମୁକୁଟ ପିନ୍ଧିଥିବା ପ୍ରଥମ ସକ୍ରିୟ ଡ୍ୟୁଟି…

4 months ago

ଆମେରିକାର ରାଷ୍ଟ୍ରପତି ପଦ ଦୌଡରୁ ଓହରିଲେ ରାମସ୍ବାମୀ

ଓ୍ବାଶିଂଟନ୍‌,୧୬।୧: ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିଜର ଦାବି ପ୍ରତ୍ୟାହୃତ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରିବା ବିଷୟରେ ରାମସ୍ବାମୀ କହିଛନ୍ତି।…

4 months ago

ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ବଡ଼ ସଫଳତା

ଓ୍ବାଶିଂଟନ୍‌,୧୬।୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତିଙ୍କ ନାମାଙ୍କନ ପାଇଁ ପ୍ରଥମ ରେସ୍‌ ଜିତିଛନ୍ତି। ଜାନୁଆରୀ ୧୫ରେ ରିପବ୍ଲିକାନ ପାର୍ଟିର ଆଓ୍ବା କକ୍‌ସରେ…

4 months ago

ଇରାକ ସୀମା ଅତିକ୍ରମ କରି ମିଶାଇଲ୍‌ ମାଡ଼ କଲା ଇରାନ

ତେହେରାନ୍‌,୧୬।୧: ଇରାନ ଇରାକ ସୀମା ଅତିକ୍ରମ କରି ଇସ୍ରାଏଲର ମୋସାଦ୍‌ ମୁଖ୍ୟାଳୟରେ ଏକ ବାଲାଷ୍ଟିକ୍‌ ମିଶାଇଲ୍‌ ନିକ୍ଷେପ କରିଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଇରାନର…

4 months ago

ରାଷ୍ଟ୍ରପତି ହେବା ପାଇଁ ଲଢ଼େଇ ଜାରି ରଖିବି: ନିକି ହାଲ

ଓ୍ବାଶିଂଟନ,୧୬।୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଅଧୀନରେ ରିପବ୍ଲିକାନ ଦଳର ଉପରାଷ୍ଟ୍ରପତି ପ୍ରାର୍ଥତ୍ତ୍ୱ ନିମନ୍ତେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନ୍ୟତମ ରାଷ୍ଟ୍ରପତି ପ୍ରାର୍ଥତ୍ତ୍ୱ ଆଶାୟୀ…

4 months ago

ଆମେରିକା ଯୁଦ୍ଧଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼

ଜେରୁଜେଲମ,୧୬।୧: ଲୋହିତ ସାଗରରେ ଆମେରିକାର ଏକ ଯୁଦ୍ଧଜାହାଜକୁ ୟେମେନ୍‌ର ହୋଉଥି ବିଦ୍ରୋହୀମାନେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ତେବେ ଆମେରିକାର ଲଢୁଆ ବିମାନ ଏହାକୁ ଖସାଇ ଦେଇଥିଲା। ଗାଜା…

4 months ago

ସେନା ଗାଡି ଉପରେ ବୋମା ଆକ୍ରମଣ: ୫ ସୈନିକ ଶହୀଦ୍‌

ଇସଲାମାବାଦ୍‌,୧୫।୧: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଏକ ସେନା ଗାଡି ଉପରେ ବୋମା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅତି କମରେ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ ହୋଇଛି। ବାଲୁଚିସ୍ତାନର…

4 months ago