ଅନ୍ତର୍ଜାତୀୟ

ୟୁକ୍ରେନ ଉପରେ ରୁଷିଆର ଏୟାରଷ୍ଟ୍ରାଇକ୍‌, ଜଳିଗଲା ଆବାସିକ କୋଠା

କିଭ୍‌,୨୯ା୧୨: ଦୀର୍ଘଦିନ ଧରି ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିଲେ ମଧ୍ୟ ଥମିବାର ନାଁ ନେଉନି। ଉଭୟ ଦେଶ ଏବେ ମଧ୍ୟ ଆକ୍ରମଣ ପ୍ରତି ଆକ୍ରମଣ ଜାରି ରଖିଛନ୍ତି।…

2 years ago

ଦକ୍ଷିଣ ଅଷ୍ଟ୍ରେଲିଆ ସମୁଦ୍ର ଉପକୂଳରେ ସାର୍କ ଆତଙ୍କ

ଆଡିଲେଡ,୨୯।୧୨: ଗତ କିଛି ମାସ ତଳେ ଦକ୍ଷିଣ ଅଷ୍ଟ୍ରେଲିଆର ଆଡିଲେଡର ଏଥେଲ ବିଚରେ ହୋଇଥିବା ତୃତୀୟ ଭୟଙ୍କର ସାର୍କ ଆକ୍ରମଣରେ ଜଣେ ୧୫ ବର୍ଷୀୟ ସର୍ଫରଙ୍କର ମୃତ୍ୟୁ…

2 years ago

ନିଜ ଗୁପ୍ତଚର ଏଜେନ୍ସିକୁ ସିଆଇଏ ଭଳି ଗଢିବାକୁ ଚାହୁଁଛି ଚାଇନା

ବେଜିଂ,୨୯।୧୨: ଚାଇନା ଏହାର ମୁଖ୍ୟ ଗୁପ୍ତଚର ସଂସ୍ଥାକୁ ସିଆଇଏ ଭଳି କରିବା ଉପରେ ଗୁରୁତ୍ୱ ଦେଉଛି। ଏହାର ବଢୁଥିବା ଅଭିଳାଷର ଏକ ଅଂଶ ଭାବରେ ସରକାରୀ ସୁରକ୍ଷା…

2 years ago

ହମାସ ଦ୍ୱାରା ବନ୍ଦୀ ଥିବା ସବୁଠାରୁ ବୟସ୍କ ମହିଳାଙ୍କର ମୃତ୍ୟୁ, ଶୋକ ପ୍ରକାଶ କଲେ ବାଇଡେନ

ତେଲ ଆଭିବ,୨୯।୧୨: ହାମାସ ଦ୍ୱାରା ବନ୍ଦୀ ଅବସ୍ଥାରେ ଥିବା ସବୁଠାରୁ ବୟସ୍କ ଇସ୍ରାଏଲ ମହିଳାଙ୍କର ମତ୍ୟୁ ହୋଇଛି। ଇସ୍ରାଏଲର କିବୁତ୍ଜ ନିର ଓଜ ଗୁରୁବାର କହିଛନ୍ତି ଯେ…

2 years ago

ହିନ୍ଦୁ ମନ୍ଦିର ଅଧ୍ୟକ୍ଷଙ୍କ ଘର ଉପରକୁ ଗୁଳିମାଡ଼

ଓଟାଓ୍ବା,୨୯ା୧୨: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସୁରେରେ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିରର ଅଧ୍ୟକ୍ଷଙ୍କ ଘର ଉପରକୁ ଗୁଳିମାଡ଼ ହୋଇଛି। ଖାଲିସ୍ତାନୀ ସମର୍ଥକମାନେ ଅଧ୍ୟକ୍ଷଙ୍କ ଘର ଉପରକୁ…

2 years ago

ପ୍ରସବ ଯନ୍ତ୍ରଣାରେ ୫ କିଲୋମିଟର ଚାଲି ଚାଲି ହସ୍ପିଟାଲରେ ପହଞ୍ଚିଲେ ଗର୍ଭବତୀ: ୪ ସନ୍ତାନ ଦେଲେ ଜନ୍ମ

ଜେରୁଜେଲମ,୨୯।୧୨: ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେବାର ନାଁ ଧରୁନି। ଯୁଦ୍ଧ ଯୋଗୁ ସାଧାରଣ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି। ସମ୍ପ୍ରତି ଜଣେ ମହିଳାଙ୍କୁ ଏପରି…

2 years ago

ଦୁଇଥର ଭୂକମ୍ପରେ ଥରିଲା ଜାପାନ ଉପକୂଳ

ଟୋକିଓ,୨୮ା୧୨: ଜାପାନ ଉପକୂଳରେ ଗୁରୁବାର କ୍ରମାଗତ ୨ଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ଯଥାକ୍ରମେ ୬.୫ ଏବଂ ୫.୦ ରହିଥିଲା ବୋଲି ଆମେରିକା…

2 years ago

ଗାଜାରେ ୩୬ରୁ କେବଳ ୧୫ ହସ୍ପିଟାଲରେ ଚାଲିଛି ଚିକିତ୍ସା, ମାନବୀୟ ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲା ହୁ

ଗାଜା ପଟ୍ଟି,୨୮।୧୨: ଅକ୍ଟୋବର ୭ରେ ଇସ୍ରାଏଲରେ ଆତଙ୍କବାଦୀ ସଂଗଠନ ହମାସ ଦ୍ୱାରା ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଗାଜା ଷ୍ଟ୍ରିପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଦ୍ୱାରା…

2 years ago

ଲାଇବେରିଆରେ ଗ୍ୟାସ ଟ୍ୟାଙ୍କର୍‌ ବିସ୍ଫୋରଣ: ୪୦ ମୃତ

ମୋନ୍ରୋଭିଆ,୨୮।୧୨: ପଶ୍ଚିମ ଆଫ୍ରିକୀୟ ଦେଶ ଲାଇବେରିଆର ଉତ୍ତର-ମଧ୍ୟରେ ଏକ ଗ୍ୟାସ ଟ୍ୟାଙ୍କର୍‌ ବିସ୍ଫୋରଣରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୧୨ରୁ ଅଧିକ ଲୋକ…

2 years ago

୮ ପୂର୍ବତନ ଭାରତୀୟ ନୌସେନାଙ୍କ ମୃତ୍ୟୁଦଣ୍ଡ ସ୍ଥଗିତ, ଭାରତ ସରକାରଙ୍କ ଅପିଲ ପରେ ମିଳିଲା ଆଶ୍ୱସ୍ତି

ଦୋହା,୨୮।୧୨: କତାରରେ ମୃତ୍ୟୁଦଣ୍ଡ ପାଇଥିବା  ୮ ଜଣ ପୂର୍ବତନ ଭାରତୀୟ ନୌସେନା ଗୁରୁବାର ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଭାରତ ସରକାରଙ୍କ ଅପିଲ ପରେ ସମସ୍ତ ୮…

2 years ago