ଅନ୍ତର୍ଜାତୀୟ

ରୁଷିଆରେ ୬୦୦ ବର୍ଷ ପରେ ଯେଉଁଠାରେ ହୋଇଥିଲା ଜ୍ୱାଳାମୁଖୀ ବିସ୍ଫୋରଣ , ସେହି ସ୍ଥାନରେ ହେଲା ଭୟଙ୍କର ଭୂମିକମ୍ପ

ମସ୍କୋ, ୧୩।୯: ଶନିବାର ରୁଷର କାମଚଟକା ଅଞ୍ଚଳର ଉପକୂଳରେ ୭.୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଏହା ନିଶ୍ଚିତ…

3 months ago

ପୁଟିନ୍‌ ଅମାନିଆ, ଟ୍ରମ୍ପ୍‌ଙ୍କ ଧୈର୍ଯ୍ୟଚ୍ୟୁତି

ମସ୍କୋ/ଓ୍ବାଶିଂଟନ୍‌,୧୩ା୯: ସାଢ଼େ ୩ ବର୍ଷ ଧରି ଚାଲିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ଅବସାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉଦ୍ୟମରୁ କୌଣସି ସୁଫଳ ନ ମିଳିବାରୁ ଶାନ୍ତି…

3 months ago

ବାଜିଲା ମୋହର: ଏହି ମହିଳା ହେବେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ, ଆଜି ରାତିରେ…

କାଠମାଣ୍ଡୁ,୧୨।୯: ନେପାଳରେ ଜେନ-ଜି (Gen-Z) ଯୁବଗୋଷ୍ଠୀଙ୍କ ହିଂସାତ୍ମକ ବିରୋଧ ପ୍ରଦର୍ଶନ ପରେ ରାଜନୈତିକ ଅସ୍ଥିରତାରେ ଏକ ନୂତନ ମୋଡ଼ ଆସିଛି। ସୁଶୀଳା କାର୍କୀଙ୍କୁ ଅନ୍ତରିମ ପ୍ରଧାନମନ୍ତ୍ରୀ ଭାବେ…

3 months ago

ଏହି ଦେଶରେ AI ସମ୍ଭାଳିବେ ଶାସନ ଭାର, ଜଗିବେ ଟେଣ୍ଡର, ଲାଞ୍ଚୁଆ କହିଲେ…

ତିରାନେ,୧୨।୯: ଯଦିଓ ସାରା ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଆଲୋଚନା କେବଳ ଟେକ କମ୍ପାନୀ ଏବଂ ଗବେଷଣା ଲ୍ୟାବ ପର୍ଯ୍ୟନ୍ତ ସୀମିତ, ତଥାପି ଆଲବାନିଆ ଏହାକୁ ସିଧାସଳଖ…

3 months ago

ଟାରିଫ୍‌ ଯୁଦ୍ଧ ଭିତରେ ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌! ବିଶ୍ୱରେ ଚହଳ

ଓ୍ବାଶିଂଟନ,୧୨।୯: ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କକୁ ନେଇ ଚାଲିଥିବା ଉତ୍ତେଜନା ମଧ୍ୟରେ, ଖୁବ ଶୀଘ୍ର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଆଲୋଚନା ହେବାକୁ ଯାଉଛି। ଆସନ୍ତା ସପ୍ତାହରେ,…

3 months ago

Gen-Z Protest: ୧୭ ବର୍ଷ ଏକାନ୍ତ ବାସ, ପୁଣି ଆକ୍ଟିଭ ହେଲେ ଜ୍ଞାନେନ୍ଦ୍ର…

କାଠମାଣ୍ଡୁ,୧୨।୯: ନେପାଳରେ ଜେନେରେଶନ ଜେଡ(Gen-Z )ର ପ୍ରତିବାଦ ପୂର୍ବରୁ ରାଜତନ୍ତ୍ର ସମର୍ଥକଙ୍କ ଏକ ଆନ୍ଦୋଳନ ମଧ୍ୟ ହୋଇଥିଲା ଏବଂ ଏହାକୁ ୬ ମାସ ପୂରଣ ହୋଇଛି। ସେହି…

3 months ago

ପୁଣି ଆଶ୍ଚର୍ଯ୍ୟ କଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ୨୦୨୫ରେ ଘଟିବ…

ବୁଲଗେରିଆ,୧୨।୯: ବାବା ଭେଙ୍ଗା ବୁଲଗେରିଆର ଜଣେ ମହିଳା ଥିଲେ, ଯାହାଙ୍କ ପାଖରେ ଭବିଷ୍ୟତ ବିଷୟରେ ଭବିଷ୍ୟବାଣୀ କରିବାର ଶକ୍ତି ଅଛି ବୋଲି ଦାବି କରାଯାଏ। ପ୍ରାୟ ୨୫…

3 months ago

ଆବୁଧାବିରେ BAPS ହିନ୍ଦୁ ମନ୍ଦିର ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ, କହିଲେ ଏହା ଅସମ୍ଭବ ଚମତ୍କାର

ଆବୁଧାବି,୧୨।୯: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆବୁଧାବିର BAPS ହିନ୍ଦୁ ମନ୍ଦିର ପରିଦର୍ଶନ କରିଏହାକୁ ଏକ ‘ଅସମ୍ଭବ ଚମତ୍କାର’ ବୋଲି କହିଛନ୍ତି। ସେ ଏହାର ଆଶ୍ଚର୍ଯ୍ୟଜନକ…

3 months ago

ନେପାଳ ବିକ୍ଷୋଭରେ ଏହି ଭାରତୀୟ କମ୍ପାନୀ କ୍ଷତିଗ୍ରସ୍ତ, ବିସ୍କୁଟଠାରୁ ଆରମ୍ଭ କରି…

କାଠମାଣ୍ଡୁ/ନୂଆଦିଲ୍ଲୀ,୧୨ା୯: ନେପାଳରେ ହିଂସା ଏବେ ବି ଜାରି ରହିଛି। ଦେଶର ଅନେକ ସ୍ଥାନରେ ବିଶେଷକରି ରାଜଧାନୀ କାଠମାଣ୍ଡୁରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି। ସେନା ସମଗ୍ର ଦେଶର…

3 months ago

Nepo-Kidsଙ୍କ ଉପରେ ଖାଲିଟାରେ ବିଗିଡ଼ି ନାହାଁନ୍ତି ନେପାଳୀ ଯୁବା, ଜାଣନ୍ତୁ ଏହା ପଛର ଅସଲ କାରଣ

କାଠମାଣ୍ଡୁ,୧୨।୯: ନେପାଳ ବର୍ତ୍ତମାନ ପ୍ରତିବାଦର କବଳରେ ଅଛି। ସରକାରଙ୍କ ଅପାରଗତା ବିରୁଦ୍ଧରେ ଲୋକଙ୍କ କ୍ରୋଧ ପ୍ରକାଶ ପାଇଛି ଏବଂ ଏକ ଦେଶବ୍ୟାପୀ ଆନ୍ଦୋଳନ ପରେ, ନେପାଳର ପ୍ରଧାନମନ୍ତ୍ରୀ…

3 months ago