ଲଣ୍ଡନ,୨୧ା୧୧: ଇନ୍ଦେର ଜନ୍ମିତ ଉଦ୍ୟୋଗୀ ତଥା ଲଣ୍ଡନ୍ର ଡେପୁଟି ମେୟର (ବିଜ୍ନେସ୍) ରାଜେଶ ଅଗ୍ରଓ୍ବାଲ୍ ବ୍ରିଟେନରେ ଆଗାମୀ ସାଧାରଣ ନିର୍ବାଚନରେ ଲିସେଷ୍ଟର ଇଷ୍ଟ ଆସନରୁ ପ୍ରାର୍ଥୀ ହୋଇଛନ୍ତି।…
ମୋନରୋଭିଆ,୨୧।୧୧: ଆଫ୍ରିକୀୟ ଦେଶ ଲିବେରିଆର ରାଷ୍ଟ୍ରପତି ନିର୍ବାଚନରେ ଜୋସେଫ ବୋକାଇ ଜିତିଛନ୍ତି। ସେ ବର୍ତ୍ତମାନର ରାଷ୍ଟ୍ରପତି ଜର୍ଜ ୱାହାଙ୍କ ସ୍ଥାନ ନେବେ। ଭୋଟ ଗଣିବା ପରେ ଲିବେରିଆର…
ଖାନ୍ ୟୁନିସ୍/ଜେରୁଜେଲମ୍,୨୧ା୧୧: ଉତ୍ତର ଗାଜାର ଅନ୍ୟ ଏକ ହସ୍ପିଟାଲ ଚାରିପଟେ ଇସ୍ରାଏଲୀ ସେନା ଆକ୍ରମଣକୁ ଜୋର୍ଦାର କରିଛି। ଏହି ଆକ୍ରମଣରେ ୧୨ ଜଣ ନିହତ ହୋଇଛନ୍ତି। ଉକ୍ତ ହସ୍ପିଟାଲରେ…
ନୂଆଦିଲ୍ଲୀ,୨୦।୧୧: ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ସୋମବାର ଦିଲ୍ଲୀର ଯୁବ କ୍ରିକେଟରଙ୍କ ସହ ଆଲୋଚନା କରି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ କଂପ୍ଲେକ୍ସରେ…
ଅଙ୍କାରା,୨୦।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଲଗାତାର ଯୁଦ୍ଧ ଚାଲିଛି। ଏହି ସମୟରେ ଗାଜାରୁ ବିତାଡିତ ହୋଇଥିବା ୧୦୦ରୁ ଅଧିକ ବିସ୍ଥାପିତ ସୋମବାର ତୁର୍କୀରେ ପହଞ୍ଚିବାକୁ ଯାଉଛନ୍ତି।…
ଜେରୁଜେଲମ,,୨୦।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ହେବାର ପ୍ରାୟ ଦେଢ ମାସ ବିତିଗଲାଣି ଏବଂ ଆଜି ମଧ୍ୟ ଇସ୍ରାଏଲ ସେନା କ୍ରମାଗତ ଭାବେ ବୋମା ମାଡ଼…
ଖାନ୍ ୟୁନିସ୍,୨୦ା୧୧: ଗାଜାର ମୁଖ୍ୟ ହସ୍ପିଟାଲରୁ ୩୦ଜଣ ସମୟ ପୂର୍ବରୁ ଜନ୍ମିତ ଶିଶୁଙ୍କୁ ରବିବାର ଖାଲି କରାଯାଇଛି। ସେମାନଙ୍କୁ ଇଜିପ୍ଟର ଏକ ହସ୍ପିଟାଲକୁ ପଠାଯିବ ବୋଲି ଗାଜା…
ଅହମ୍ମଦାବାଦ,୨୦ା୧୧: ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ ବିଶ୍ୱକପ୍ ଟ୍ରଫି ଉପରେ ଗୋଡ଼ ରଖିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ସୋଫାରେ ମିଚେଲ ବସିଥିବାବେଳେ…
ନୂଆଦିଲ୍ଲୀ,୨୦।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୦ ଅର୍ଥାତ୍ ସୋମବାର ଦ୍ୱିତୀୟ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ, ଯେଉଁଥିରେ ଅଷ୍ଟ୍ରେଲିଆ ବୈଦେଶିକ…
ବ୍ୟୁନସ ଆରିସ୍,୨୦।୧୧ : ଆର୍ଜେଣ୍ଟିନାର ରବିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ଦକ୍ଷିଣପନ୍ଥୀ ନେତା ଜାଭିୟର ମିଲଇ ୫୫.୮ ପ୍ରତିଶତ ଭୋଟ ପାଇଛନ୍ତି। ଏହା ସହ ସେ ଆର୍ଜେଣ୍ଟିନାର…