ଅନ୍ତର୍ଜାତୀୟ

କୁଏଟ ଅଗ୍ନୀକାଣ୍ଡରେ ପୀଡ଼ିତ ପରିବାରଙ୍କୁ ୧୨.୫ ଲକ୍ଷ ଟଙ୍କା ସହାୟତା ରାଶି ଦେବେ କୁଏଟ ସରକାର

କୁଏଟ ସିଟି,୧୯।୬: ଦକ୍ଷିଣ ଅହମଦା ପ୍ରଦେଶର ମଙ୍ଗଫ ଅଞ୍ଚଳରେ ଅଗ୍ନିକାଣ୍ଡରେ ପୀଡ଼ିତଙ୍କ ପରିବାରକୁ କୁଏତ ସରକାର ୧୫,୦୦୦ ଡଲାର (୧୨.୫ ଲକ୍ଷ ଟଙ୍କା) କ୍ଷତିପୂରଣ ପ୍ରଦାନ କରିବେ।…

2 years ago

ଘୋଷଣା କଲେ ସରକାର, ୫୭୭ ଯାତ୍ରୀ ମୃତ

ନୂଆଦିଲ୍ଲୀ, ୧୯।୬: ସାରା ବିଶ଼୍ବରେ ବୃଦ୍ଧି ପାଉଥିବା ତାପମାତ୍ରା ଅନେକ ସମସ୍ୟା ସୃଷ୍ଟି କରିଛି । ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଭୀଷଣ ଗରମ…

2 years ago

ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ଇରାନ: ୪ ମୃତ, ୧୨୦ ଆହତ

ତେହରାନ,୧୮।୬: ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ଇରାନ। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୯ ରହିଥିଲା। ତେବେ ରଜାଭି ଖୋରାସାନ ପ୍ରଦେଶର କଶ୍ମୀର କାଉଣ୍ଟିଂରେ ମଙ୍ଗଳବାର ଭୂକମ୍ପ…

2 years ago

ଏସିଆର ତୃତୀୟ ଦେଶ ଭାବେ ସମଲିଙ୍ଗୀ ବିବାହକୁ ଅନୁମତି ଦେବ ଥାଇଲାଣ୍ଡ, ପାରିତ ହେଲା…

ବ୍ୟାଙ୍କକ୍‌,୧୮।୬: ଏଣିକି ଥାଇଲାଣ୍ଡରେ ମଧ୍ୟ ସମଲିଙ୍ଗୀ ବିବାହ ବୈଧ ହୋଇଯିବ। ଏହାର ନ୍ୟାଶନାଲ ଆସେମ୍ଲିରେ ଏନେଇ ଜଡ଼ିତ ବିଧେୟକ ପାରିତ ହୋଇଛି। ଏବେ ଥାଇଲାଣ୍ଡର ରାଜା ମହା…

2 years ago

ଡ଼ଙ୍ଗାବୁଡି ୧୧ ମୃତ, ୬୦ରୁ ଅଧିକ ନିଖୋଜ

ରୋମବ,୧୮।୬: ଇଟାଲୀର ଦକ୍ଷିଣ ଉପକୂଳରେ ଦୁଇଟି ଡଙ୍ଗା ବୁଡ଼ିଯିବା ପରେ ଏଗାର ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରେ…

2 years ago

ପରମାଣୁ ବୋମା ରେସ୍‌ରେ ପାକିସ୍ତାନକୁ ପଛରେ ପକାଇଲା ଭାରତ: ଜାଣନ୍ତୁ କେଉଁ ଦେଶ ପାଖରେ କେତେ ପରମାଣୁ ବୋମା…

ନୂଆଦିଲ୍ଲୀ,୧୭।୬: ପରମାଣୁ ବୋମା ତିଆରି କରିବା ପାଇଁ ସାରା ବିଶ୍ୱରେ ଏକ ରେସ୍‌ ଚାଲିଛି। ଏହି ରେସ୍‌ରେ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ସମଗ୍ର ବିଶ୍ୱରେ…

2 years ago

ଅଂଶୁଘାତରେ ଚାଲିଗଲା ୧୯ ହଜ୍‌ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ,୧୬ା୬: ହଜ୍‌ ଯାତ୍ରାରେ ସାଉଦି ଆରବ ଆସିଥିବା ଅନୂ୍ୟନ ୧୯ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଛି। ସେମାନେ ଜୋର୍ଡାନ ଏବଂ ଇରାନରୁ ଆସିଥିଲେ। ଜୋର୍ଡାନ ବହିର୍ବ୍ୟାପାର ମନ୍ତ୍ରଣାଳୟର ଘୋଷଣା…

2 years ago

ଟମାଟୋ କିଲୋ ପ୍ରତି ମୂଲ୍ୟ ୨୦୦ଟଙ୍କା ଉପରେ

ପେଶାଓା୍ବର,୧୬।୬: ପାକିସ୍ତାନର ସ୍ଥାନୀୟ ଖୁଚୁରା ବଜାରରେ ଇଦ ଅଲ-ଅଜାହ ପୂର୍ବରୁ ଟମାଟୋ ମୂଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି। ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ କରିଛି ଯେ ପେଶାୱାରରେ କିଲୋଗ୍ରାମ…

2 years ago

ହିଟଓ୍ବେଭ ନେଲା ୧୪ ହଜ ଯାତ୍ରୀଙ୍କ ଜୀବନ

ରିୟାଦ,୧୬।୬: ଇଦ-ଉଲ-ଅଜାହ ପର୍ବ ମଧ୍ୟରେ ସୌଦି ଆରବରେ ବହୁ ସଂଖ୍ୟାରେ ହଜ ତୀର୍ଥଯାତ୍ରୀ ଏକତ୍ରିତ ହୋଇଥିଲେ। ତେବେ ସୌଦି ଆରବରେ ପ୍ରବଳ ଉତ୍ତାପ ହଜ ତୀର୍ଥଯାତ୍ରୀଙ୍କ ପାଇଁ…

2 years ago

ତେହରିକ-ଏ-ତାଲିବାନର କମାଣ୍ଡର ନିହତ

ଇସଲାମାବାଦ,୧୬।୬: ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ର ଶୀର୍ଷ କମାଣ୍ଡରଙ୍କୁ ଖାଇବର-ପଖତୁନୱା ପ୍ରଦେଶରେ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ଏକ ରିପୋର୍ଟରେ କୁହାଯାଇଛି ଯେ…

2 years ago