ଓ୍ବାଶିଂଟନ,୨୮।୧୧: ପୂର୍ବତନ ବ୍ୟବସାୟୀ ଖ୍ରୀଷ୍ଟୋଫର ଲକ୍ସନ ସୋମବାର ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଏବଂ ଅର୍ଥନୀତିରେ ଉନ୍ନତି ଆଣିବା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ବୋଲି…
ସାନ୍ ଫ୍ରାନ୍ସିସ୍କୋ,୨୮ା୧୧: ଫେସ୍ବୁକ୍ର ପ୍ୟାରେଣ୍ଟ କମ୍ପାନୀ ମେଟା ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଜାଣିଶୁଣି ଏହାର ସୋସିଆଲ ମିଡିଆ ପ୍ଲାଟ୍ଫର୍ମଗୁଡ଼ିକର ଡିଜାଇନ୍ କରିଛି। ଇନ୍ଷ୍ଟାଗ୍ରାମରେ କମ୍ ବୟସର…
ନ୍ୟୁୟର୍କ,୨୮ା୧୧: ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ତରନଜିତ୍ ସିଂ ସାନ୍ଧୁ ରବିବାର ଏକ ଗୁରୁଦ୍ୱାରାକୁ ଯାଇଥିବା ବେଳେ ସେଠାରେ ଦଳେ ଖଲିସ୍ତାନୀ ବିକ୍ଷୋଭକାରୀ ତାଙ୍କୁ ଅସ୍ତବ୍ୟସ୍ତ କରିଥିଲେ।…
ଲଣ୍ଡନ,୨୮।୧୧: ପ୍ରଥମ ଥର ପାଇଁ ବ୍ରିଟେନରେ ସ୍ବାଇନ ଫ୍ଲୁ ରୋଗୀ ଦେଖିବାକୁ ମିଳିଛି। ସ୍ବାଇନ ଫ୍ଲୁର ଏହା ଏକ ନୂଆ ଷ୍ଟ୍ରେନ। ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ବିଭାଗ…
ବେଜିଂ,୨୮।୧୧: ଆଜି ସକାଳେ ପୃଥିବୀର ତିନୋଟି ଦେଶରେ ପାପୁଆ ନ୍ୟୁ ଗିନି, ଚାଇନା ଏବଂ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ମଙ୍ଗଳବାର (ରେ…
ନୂଆଦିଲ୍ଲୀ,୨୭ା୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଆଉ ଦିନ ବୃଦ୍ଧି ପାଇଛି। ସୋମବାର ମଧ୍ୟରାତ୍ରିରେ ଏହି ସମୟସୀମା ଶେଷ ହେଉଥିବା ବେଳେ ଆଉ ଦୁଇ ଦିନ…
ନୂଆଦିଲ୍ଲୀ,୨୭।୧୧: ବିଶ୍ୱର ପ୍ରଥମ ଦେଶ ଭାବେ ସିଗାରେଟ ବ୍ୟାନ୍ କରିଥିବା ନ୍ୟୁଜିଲାଣ୍ଡ ସରକାର ଏହି ପ୍ରତିବନ୍ଧକକୁ ହଟାଇବାକୁ ଯାଉଛନ୍ତି। ଦେଶରେ କର ସଂଗ୍ରହ ହ୍ରାସ ପାଉଥିବା ଚିନ୍ତା…
ନୂଆଦିଲ୍ଲୀ,୨୭।୧୧: ନଭେମ୍ବର ୩୦ରେ ତେଲଙ୍ଗାନା ବିଧାନସଭା ନିର୍ବାଚନ ରେ ହେବାକୁ ଥିବା ବେଳେ ଏବେ ପ୍ରଚାର ଚାଲିଛି। ରାଜ୍ୟରେ କ୍ଷମତା ପାଇବା ପାଇଁ ସମସ୍ତ ଦଳ ଯଥାସମ୍ଭବ…
ପ୍ୟୋଙ୍ଗୟାଙ୍ଗ,୨୭।୧୧ : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ପୁଣି ଥରେ ତିକ୍ତତା ବୃଦ୍ଧି ପାଇଛି। କିନ୍ତୁ ଏଥର ଉତ୍ତେଜନା ବହୁତ ବୃଦ୍ଧି ପାଇଛି। ପ୍ୟୋଙ୍ଗୟାଙ୍ଗ…
ଓ୍ବାଶିଂଟନ,୨୭।୧୧: ଆମେରିକାର ସେନା ଦାବି କରିଛନ୍ତି ଯେ ଏହାର ଯୁଦ୍ଧ ଜାହାଜ ୟୁଏସଏସ ମେସନ ଉପରେ ରବିବାର ରାତିରେ ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ନିୟନ୍ତ୍ରିତ ୟେମେନ ଅଞ୍ଚଳରୁ…