ଅନ୍ତର୍ଜାତୀୟ

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ବଡ଼ ଝଟକା, ଖଲିସ୍ତାନୀ ସମର୍ଥକ ନେଲେ ଏହି ନିଷ୍ପତ୍ତି, କ’ଣ ଭାଙ୍ଗିଯିବ ସରକାର?

ଓଟାଓ୍ବା,୫।୯: ଖାଲିସ୍ତାନୀ ସମର୍ଥକ ଏନଡିପି ନେତା ଜଗମିତ ସିଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସେ ସରକାରଙ୍କଠାରୁ ନିଜର ସମର୍ଥନ ପ୍ରତ୍ୟାହାର…

2 years ago

କାଙ୍ଗାଳ ସ୍ଥିତିରେ ପାକିସ୍ତାନ: ପାନେ ଦେଲେ ଚାଇନା-ସାଉଦି ଆରବ

ଇସଲାମାବାଦ୍‌,୪।୯: କରଜ ଜାଲରେ ପଡ଼ିଥିବା ପାକିସ୍ତାନ ପୁଣି ଦାରିଦ୍ର୍ୟର ସମ୍ମୁଖୀନ ହୋଇଛି। ପାକିସ୍ତାନକୁ ତାର ବନ୍ଧୁ ଚାଇନା ଏବଂ ସାଉଦି ଆରବକୁ ମଧ୍ୟ ଝଟ୍‌କା ଦେଇଛି। ବର୍ତ୍ତମାନ…

2 years ago

ୟୁଏଇର ଏଭଳି ନିଷ୍ପତ୍ତିରେ ଶେଖ ହାସିନାଙ୍କ ଅଡୁଆ ବଢିଲା, ଏବେ କରିବେ କ’ଣ? ଭାରତ ମଧ୍ୟ…

ଢାକା,୪।୯: ଭାରତର ବନ୍ଧୁ ୟୁଏଇ ଏକ ପଦକ୍ଷେପ ନେଇଛି ଯାହା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟାକୁ ବଢାଇ ଦେଇଛି। ଏହାର କାରଣ ହେଉଛି ଭାରତରୁ…

2 years ago

ରାଗିଗଲେ କିମ ଜୋଙ୍ଗ ଉନ; ୩୦ ବରିଷ୍ଠ ଅଧିକାରୀଙ୍କୁ ଫାଶୀ ଦେବାକୁ ଦେଲେ ନିର୍ଦ୍ଦେଶ

ସିଓଲ,୪।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ଦେଶର ୩୦ ଜଣ ବରିଷ୍ଠ ଅଧିକାରୀଙ୍କୁ ଫାଶୀ ଦେଇଛନ୍ତି।…

2 years ago

ଦିନକୁ ମାତ୍ର ୩୦ ମିନିଟ୍‌ ଶୋଇଥାନ୍ତି ଏହି ଯୁବକ; ତଥାପି ଅଛନ୍ତି ଫିଟ୍‌,ସମସ୍ତେ ଆଶ୍ଚର୍ଯ୍ୟ

ଟୋକିଓ,୪।୯: ଜାପାନର ହାଇଗୋ ପ୍ରଦେଶରେ ରହୁଥିବା ଜଣେ ବ୍ୟକ୍ତି ୨୪ ଘଣ୍ଟାରେ ମାତ୍ର ୩୦ ମିନିଟ ଶୋଇଥାଏ। ଏହା ସତ୍ତ୍ୱେ ସେ ସମ୍ପୂର୍ଣ୍ଣ ଫିଟ ଏବଂ ପୂର୍ବ…

2 years ago

ବନ୍ଦ ହେଲା ଏକ୍ସ! ଡାଉନଲୋଡ କରିଲେ ଲାଗିବ ୭ ଲକ୍ଷ ଜରିମାନା, ଜାଣନ୍ତୁ ପୂରା ମାମଲା

ନୁୟର୍କ,୩।୯: ବ୍ରାଜିଲରେ ଏଲନ ମସ୍କଙ୍କ ସମସ୍ୟା ବୃଦ୍ଧି ପାଇଛି। ବାସ୍ତବରେ, ବ୍ରାଜିଲରେ ଏକ୍ସ(ପୂର୍ବରୁ ଟୁଇଟର) ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ବ୍ରାଜିଲରେ ଏକ୍ସକୁ ସୁପ୍ରିମକୋର୍ଟ ନିଷେଧ କରିଛନ୍ତି।…

2 years ago

ଦୁନିଆର ସବୁଠୁ ଧନୀ ସୁଲତାନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି: ହାଜି ହଂଶଲ ବୋଲକିଆଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବ ଏସିଆ ଦେଶ ବ୍ରୁନେଇ ଗସ୍ତ କରିବାକୁ ଯାଉଛନ୍ତି। ଏହି ଗସ୍ତ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହେବାକୁ…

2 years ago

ଗିରଫ ହେବେ ପୁଟିନ? ମଙ୍ଗୋଲିଆ ଉପରେ ବିଶ୍ୱର ନଜର

ମସ୍କୋ,୩।୯: ସରକାରୀ ଗସ୍ତରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୋଙ୍ଗୋଲିଆରେ ପହଞ୍ଚିଛନ୍ତି। ଜାପାନ ସେନା ଉପରେ ସୋଭିଏତ୍‌ ମୋଙ୍ଗୋଲିଆ ସୈନ୍ୟମାନଙ୍କର ମିଳିତ ବିଜୟର ୮୫ ତମ ବାର୍ଷିକୀରେ…

2 years ago

ନିର୍ବାଚନ ପୂର୍ବରୁ ଟ୍ରମ୍ପ୍‌ଙ୍କ ଉପରେ ବାୟୋପିକ୍‌ ଆଣିବ ହଲିଉଡ୍‌

ଓ୍ବାଶିଂଟନ,୨ା୯:ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ଏହା ପୂର୍ବରୁ ହଲିଉଡ୍‌ର ବ୍ରିଆର୍‌କ୍ଲିଫ୍‌ ଏଣ୍ଟରଟେନ୍‌ମେଣ୍ଟ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପରେ…

2 years ago

ଦ୍ୱିତୀୟ ବିଶ୍ୱଯୁଦ୍ଧର ୭୦୦ ମୃତକଙ୍କ ଦେହାବଶେଷକୁ କବର ଦେଲା ପୋଲାଣ୍ଡ

ଓ୍ବାର୍ସା,୨ା୯:ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନାଜି ଜର୍ମାନୀର ଗଣହତ୍ୟାରେ ପ୍ରାଣ ହରାଇଥିବା ୭୦୦ରୁ ଅଧିକ ମୃତକଙ୍କ ଦେହାବଶେଷକୁ ପୋଲାଣ୍ଡ ସୋମବାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କବର ଦେଇଛି। ଏହି…

2 years ago