ଅନ୍ତର୍ଜାତୀୟ

ସଂରକ୍ଷଣ ବିରୋଧୀ ହିଂସା: ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ଢାକା,୧୮ା୭: ୧୭ କୋଟି ଜନସଂଖ୍ୟା ବିଶିଷ୍ଟ ବାଂଲାଦେଶରେ ବେରୋଜଗାର ବଢ଼ି ଚାଲିଛି। ପ୍ରାୟ ୩ କୋଟି ୨୦ ଲକ୍ଷ ଯୁବତୀଯୁବକ ନିଯୁକ୍ତି ନ ପାଇ ବେକାର ବୁଲୁଛନ୍ତି।…

2 years ago

ଦିନେ ଥିଲେ ପ୍ରଧାନମନ୍ତ୍ରୀଙ୍କ ଚାକର, ଏବେ ୨୮୪ କୋଟି ଟଙ୍କାର ମାଲିକ

ଢାକା,୧୮।୭:ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଘରେ କାମ କରୁଥିବା ଜଣେ ଚାକର କୋଟିପତି ହୋଇଯାଇଛନ୍ତି। ସେ ବ୍ୟକ୍ତିଗତ ବିମାନରେ ଯାତ୍ରା କରୁଛନ୍ତି ଏବଂ ବର୍ତ୍ତମାନ ଆମେରିକାରେ ରହୁଛନ୍ତି।…

2 years ago

ଘରୁ ବାହାରନ୍ତୁ ନାହିଁ: ଆଡଭାଇଜରି ଜାରି କଲେ ସରକାର

ନୂଆଦିଲ୍ଲୀ/ଢାକା,୧୮।୭: ବାଂଲାଦେଶରେ ସଂରକ୍ଷଣର ଦାବିକୁ ନେଇ ଉତ୍ତେଜନା କାରଣରୁ ସ୍କୁଲ, କଲେଜ ଏବଂ କାର୍ଯ୍ୟାଳୟ ବନ୍ଦ ରହିଛି। ଦେଶର ଅଧିକାଂଶ ସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।…

2 years ago

ଏହି ଦେଶରେ ଅଟା କିଲୋ ୮୦୦, ତେଲ ଲିଟର ୯୦୦ ଟଙ୍କା

ଇସଲାମାବାଦ୍‌,୧୮।୭: ଆଜିକାଲି ପାକିସ୍ତାନ ଗୁରୁତର ଆର୍ଥିକ ସଙ୍କଟରେ ପଡ଼ିଛି। ଚାଇନାର ଋଣ ଅଧୀନରେ ଦେଶର ଅର୍ଥନୀତି ପୋତି ହୋଇଯାଉଛି। ଏକ ଜାମିନ ପ୍ୟାକେଜ ପାଇଁ ସରକାର ଅନ୍ତର୍ଜାତୀୟ…

2 years ago

କମଲା ହାରିସ୍‌ ହୋଇପାରନ୍ତି ରାଷ୍ଟ୍ରପତି

ଓ୍ବାଶିଂଟନ,୧୮ା୭: ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍‌ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରିବେ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ବାଇଡେନ୍‌ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ଡେମୋକ୍ରାଟିକ୍‌…

2 years ago

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ପୁଣି କରୋନା

ଓ୍ବାଶିଂଟନ୍‌,୧୮।୭: କରୋନାରେ ଆକ୍ରାନ୍ତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାଇଡେନ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ବାଇଡେନଙ୍କଠାରେ…

2 years ago

ସଂରକ୍ଷଣ ବିରୋଧରେ ଆଜି ବାଂଲାଦେଶ ବନ୍ଦ

ଢାକା,୧୮।୭: ବାଂଲାଦେଶର ସରକାରୀ ନିଯୁକ୍ତିରେ ରହିଥିବା ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଦାବିରେ ବିକ୍ଷୋଭକାରୀ ଛାତ୍ରୀଛାତ୍ରମାନେ ଗୁରୁବାର ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି। ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଆଣିବା…

2 years ago

ସମୁଦ୍ରରେ ତୈଳବାହୀ ଜାହାଜ; ୯ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା, ୭ ନିଖୋଜ

ନୂଆଦିଲ୍ଲୀ,୧୭।୭: ଓମାନ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ତୈଳବାହୀ ଜାହାଜର ୯ ଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଜାହାଜରେ ସମୁଦାୟ ୧୬ ଜଣ…

2 years ago

ଅନ୍ୟ ମହିଳାଙ୍କ ସହିତ ବ୍ୟସ୍ତ ଥିଲେ ସ୍ୱାମୀ; ଇନଷ୍ଟାଗ୍ରାମରେ ତଲାକ କହିଲେ ଦୁବାଇ ରାଜକୁମାରୀ

ନୂଆଦିଲ୍ଲୀ,୧୭।୭: ଦୁବାଇ ଶାସକ ତଥା ୟୁନାଇଟେଡ ଆରବ ଏମିରେଟ(ୟୁଏଇ) ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ଝିଅ ଶେଖ ମହରା ଇନଷ୍ଟାଗ୍ରାମରେ ଛାଡ଼ପତ୍ର ଘୋଷଣା କରିଛନ୍ତି।…

2 years ago

ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଷ୍ଟ୍ରୋକ୍‌, ସୋସିଆଲ ମିଡିଆରେ…

ବେଜିଂ,୧୭।୭: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଷ୍ଟ୍ରୋକ୍‌ ଆସିଥିବା ଖବର ସାମ୍ନାକୁ ଆସିଛି। ଚାଇନା ସୋସିଆଲ ମିଡିଆରେ ଏହାକୁ ନେଇ ବେଶ ଚର୍ଚ୍ଚା ହେଉଛି। ତେବେ ସିସିପିର…

2 years ago