ଅନ୍ତର୍ଜାତୀୟ

ଦାଉଦ ହସ୍ପିଟାଲରେ ନାହାନ୍ତି, ଜହର ଦେବା ଖବର ମିଥ୍ୟା, ଘରେ ରହି ହେଉଛନ୍ତି ଚିକିତ୍ସିତ: ପାକିସ୍ତାନ ଗଣମାଧ୍ୟମ ଦେଲା ସୂଚନା…

ଇସଲାମାବାଦ,୧୮।୧୨ : ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମ ସମ୍ପ୍ରତି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କାରଣ ତାଙ୍କ ସ୍ବାସ୍ଥ୍ୟ ଗୁରୁତର ରହିଛି। ସୋସିଆଲ ମିଡିଆରେ ଏନେଇ…

2 years ago

ପାକିସ୍ତାନ-ବାଂଲାଦେଶ ବିରୋଧରେ ବଡ ବୟାନ ଦେଲେ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ହିନ୍ଦୁଙ୍କୁ କଲେ ସମର୍ଥନ

ଆମଷ୍ଟରଡମ,୧୮।୧୨: ଧୁର ଦକ୍ଷିଣପନ୍ଥୀ ତଥା ଇସଲାମ ବିରୋଧୀ ନେତା ଗିର୍ଟ ୱିଲଡର୍ସ ନେଦରଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ନେଦରଲ୍ୟାଣ୍ଡର ସାଧାରଣ ନିର୍ବାଚନରେ ଏକ ବଡ଼ ବିଜୟ ହାସଲ…

2 years ago

କଟକଣାକୁ ବେଖାତିର: କିମ୍‌ ପୁଣି କଲେ କ୍ଷେପଣାସ୍ତ୍ର ପରୀକ୍ଷା, ଜାପାନ-ଦକ୍ଷିଣ କୋରିଆ ପକ୍ଷରୁ ସତର୍କ ସୂଚନା ଜାରି…

ପ୍ୟୋଙ୍ଗୟାଙ୍ଗ,୧୮।୧୨ : ସୋମବାର ସକାଳେ ଉତ୍ତର କୋରିଆ ପୂର୍ବ ସାଗର ଆଡକୁ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆର ଜୋନ୍ହାପ ନ୍ୟୁଜ ଏଜେନ୍ସି ଦକ୍ଷିଣ…

2 years ago

ବାଇଡେନଙ୍କ ସୁରକ୍ଷାରେ ତ୍ରୁଟି, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ, ଭିଡିଓ ଭାଇରାଲ…

ଓ୍ବାଶିଂଟନ,୧୮।୧୨: ଡେଲାୱେରର ୱେମିଙ୍ଗଟନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କନଭେନ ସହିତ ଏକ କାର ମୁହାଁମୁହିଁ ଧକ୍କା ହୋଇଛି। ରବିବାର ବାଇଡେନଙ୍କ ସୁରକ୍ଷାରେ ଏଭଳି ତ୍ରୁଟି ଦେଖିବାକୁ…

2 years ago

ଇମ୍ରାନଙ୍କୁ ବଡ ଝଟକା: ଭର୍ଚୁଆଲ ରାଲି ପୂର୍ବରୁ ଇଣ୍ଟରନେଟ ସେବା ଠପ୍‌…

ଇସଲାମାବାଦ,୧୮।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭର୍ଚୁଆଲ ରାଲି ପୂର୍ବରୁ ପାକିସ୍ତାନରେ ଇଣ୍ଟରନେଟ ସେବା ବ୍ୟାହତ ହୋଇଥିଲା। ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିବାରେ ଅସୁବିଧାର…

2 years ago

ହସ୍ପିଟାଲରେ ଦାଉଦ୍‌ ଇବ୍ରାହିମ୍‌

ଇସଲାମାବାଦ,୧୮ା୧୨: ମୋଷ୍ଟ ଓ୍ବାଣ୍ଟେଡ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଷକ୍ରିୟା ଯୋଗୁ କରାଚିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ପାକିସ୍ତାନରେ…

2 years ago

ଦେଶାନ୍ତରୀଙ୍କ ମୃତ୍ୟୁ ପଥ ପାଲଟିଛି ଭୂମଧ୍ୟସାଗର

କାଏରୋ,୧୭ା୧୨: ଭୂମଧ୍ୟସାଗରର ଲିବ୍ୟା ଉପକୂଳରେ ଏକ ଜାହାଜ ବୁଡ଼ି ୬୧ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ୍‌ ଫର୍‌ ମାଇଗ୍ରେଶନ୍‌ (ଆଇଓଏମ୍‌) ପକ୍ଷରୁ ରବିବାର ଘଟଣା ସଂକ୍ରାନ୍ତରେ…

2 years ago

ୟୁରୋପରେ ଇସଲାମ ପାଇଁ କୌଣସି ଜାଗା ନାହିଁ: ଜର୍ଜିଆ ମେଲୋନୀ

ନୂଆଦିଲ୍ଲୀ, ୧୭।୧୨: ୟୁରୋପରେ ଇସଲାମ ପାଇଁ କୌଣସି ଜାଗା ନଥିବା କହିଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ଇସଲାମିକ ସଂସ୍କୃତିର ମୂଲ୍ୟବୋଧ ଏବଂ ଅଧିକାର ଏବଂ ଆମର…

2 years ago

ବାଇଡେନଙ୍କୁ ଧମକାଇଲେ ପୁଟିନ

ମସ୍କୋ,୧୭।୧୨: ଚଳିତ ବର୍ଷ ପ୍ରାରମ୍ଭରେ ନାଟୋରେ ଯୋଗ ଦେଇଥିବା ପଡୋଶୀ ଫିନଲ୍ୟାଣ୍ଡକୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚେତାବନୀ ଦେଇଛନ୍ତି। ଏହା ସହିତ ପୁଟିନ ନାଟୋ ଉପରେ…

2 years ago

ୟୁରୋପରେ ବେଆଇନ ପ୍ରବାସୀଙ୍କ ଉପରେ ପ୍ରତିବନ୍ଧକ ନେଇ ସୁନକଙ୍କ ଉଦ୍‌ବେଗ

ଲଣ୍ଡନ,୧୭ା୧୨: ୟୁରୋପରେ ବେଆଇନ ପ୍ରବେଶ ନେଇ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁନକ କହିଛନ୍ତି, କିଛି ଶତ୍ରୁ ଲୋକଙ୍କର ସ୍ଥାନାନ୍ତରକୁ ଅସ୍ତ୍ର ଭାବରେ…

2 years ago