ଅନ୍ତର୍ଜାତୀୟ

ହିନ୍ଦୁ ମନ୍ଦିର ଅଧ୍ୟକ୍ଷଙ୍କ ଘର ଉପରକୁ ଗୁଳିମାଡ଼

ଓଟାଓ୍ବା,୨୯ା୧୨: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସୁରେରେ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିରର ଅଧ୍ୟକ୍ଷଙ୍କ ଘର ଉପରକୁ ଗୁଳିମାଡ଼ ହୋଇଛି। ଖାଲିସ୍ତାନୀ ସମର୍ଥକମାନେ ଅଧ୍ୟକ୍ଷଙ୍କ ଘର ଉପରକୁ…

2 years ago

ପ୍ରସବ ଯନ୍ତ୍ରଣାରେ ୫ କିଲୋମିଟର ଚାଲି ଚାଲି ହସ୍ପିଟାଲରେ ପହଞ୍ଚିଲେ ଗର୍ଭବତୀ: ୪ ସନ୍ତାନ ଦେଲେ ଜନ୍ମ

ଜେରୁଜେଲମ,୨୯।୧୨: ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେବାର ନାଁ ଧରୁନି। ଯୁଦ୍ଧ ଯୋଗୁ ସାଧାରଣ ଲୋକଙ୍କ ସମସ୍ୟା ବଢିବାରେ ଲାଗିଛି। ସମ୍ପ୍ରତି ଜଣେ ମହିଳାଙ୍କୁ ଏପରି…

2 years ago

ଦୁଇଥର ଭୂକମ୍ପରେ ଥରିଲା ଜାପାନ ଉପକୂଳ

ଟୋକିଓ,୨୮ା୧୨: ଜାପାନ ଉପକୂଳରେ ଗୁରୁବାର କ୍ରମାଗତ ୨ଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ଯଥାକ୍ରମେ ୬.୫ ଏବଂ ୫.୦ ରହିଥିଲା ବୋଲି ଆମେରିକା…

2 years ago

ଗାଜାରେ ୩୬ରୁ କେବଳ ୧୫ ହସ୍ପିଟାଲରେ ଚାଲିଛି ଚିକିତ୍ସା, ମାନବୀୟ ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲା ହୁ

ଗାଜା ପଟ୍ଟି,୨୮।୧୨: ଅକ୍ଟୋବର ୭ରେ ଇସ୍ରାଏଲରେ ଆତଙ୍କବାଦୀ ସଂଗଠନ ହମାସ ଦ୍ୱାରା ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଗାଜା ଷ୍ଟ୍ରିପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଦ୍ୱାରା…

2 years ago

ଲାଇବେରିଆରେ ଗ୍ୟାସ ଟ୍ୟାଙ୍କର୍‌ ବିସ୍ଫୋରଣ: ୪୦ ମୃତ

ମୋନ୍ରୋଭିଆ,୨୮।୧୨: ପଶ୍ଚିମ ଆଫ୍ରିକୀୟ ଦେଶ ଲାଇବେରିଆର ଉତ୍ତର-ମଧ୍ୟରେ ଏକ ଗ୍ୟାସ ଟ୍ୟାଙ୍କର୍‌ ବିସ୍ଫୋରଣରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୧୨ରୁ ଅଧିକ ଲୋକ…

2 years ago

୮ ପୂର୍ବତନ ଭାରତୀୟ ନୌସେନାଙ୍କ ମୃତ୍ୟୁଦଣ୍ଡ ସ୍ଥଗିତ, ଭାରତ ସରକାରଙ୍କ ଅପିଲ ପରେ ମିଳିଲା ଆଶ୍ୱସ୍ତି

ଦୋହା,୨୮।୧୨: କତାରରେ ମୃତ୍ୟୁଦଣ୍ଡ ପାଇଥିବା  ୮ ଜଣ ପୂର୍ବତନ ଭାରତୀୟ ନୌସେନା ଗୁରୁବାର ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ଭାରତ ସରକାରଙ୍କ ଅପିଲ ପରେ ସମସ୍ତ ୮…

2 years ago

ଜାପାନରେ ୬.୩ ତୀବ୍ରତାର ଭୂକମ୍ପ ଅନୁଭୂତ

ଟୋକିଓ,୨୮।୧୨: ଜାପାନରେ ଭୂକମ୍ପ ଝଟକା। ଗୁରୁବାର ଜାପାନର କୁରିଲ ଦ୍ୱୀପପୁଞ୍ଜରେ ଘଟିଥିବା ଭୂକମ୍ପର ତୀବ୍ରତା ୬.୩ ମାପ କରାଯାଇଛି। ଅଧିକାରୀଙ୍କ ଅନୁଯାୟୀ ଏ ପର୍ଯ୍ୟନ୍ତ ସୁନାମି ସମ୍ପର୍କରେ…

2 years ago

ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ମୋଦିଙ୍କୁ ଏବେଠୁ ଶୁଭେଚ୍ଛା ଜଣାଇଲେ ପୁଟିନ୍‌

ମସ୍କୋ/ନୂଆଦିଲ୍ଲୀ,୨୮ା୧୨: ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି। ପୁଟିନ୍‌…

2 years ago

କୁକୁର-ବିଲେଇଙ୍କ କରାଯାଉଛି ପାଷ୍ଟିକ ସର୍ଜରୀ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବେଜିଂ,୨୮।୧୨: ଚାଇନା ନିଜର ଅଦ୍ଭୁତ ଖାଦ୍ୟ ଏବଂ ପାନୀୟ ପାଇଁ ସମଗ୍ର ବିଶ୍ୱରେ କୁଖ୍ୟାତି ଅର୍ଜନ କରିଛି। ଏବେ ଅନ୍ୟ ଏକ ଘଟଣାକୁ ନେଇ ଚାଇନାକୁ ନିନ୍ଦା…

2 years ago

ଦୁନିଆର ସବୁଠୁ ଦାମୀ ମେଡିସିନ୍‌, ଗୋଟିଏ ଡୋଜ୍‌ର ଦାମ୍‌ ଜାଣିଲେ…

ଆପଣ ହୁଏତ ଦୁନିଆର ସବୁଠାରୁ ଦାମୀ କାର୍‌, ବାଇକ୍‌, ଘର କିମ୍ବା ହୋଟେଲ ଇତ୍ୟାଦି ବିଷୟରେ ଜାଣିଥିବେ। କିନ୍ତୁ ଜାଣନ୍ତି କି ଦୁନିଆର ସବୁଠାରୁ ଦାମୀ ମେଡିସିନ୍‌…

2 years ago